Monthly Archives

April 2022

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୭ ବର୍ଷ ଜେଲ୍‌, ୧୧ ହଜାର ଟଙ୍କା ଜରିମାନା

ବାଲେଶ୍ବର: ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଆଜି ଏକ ସମ୍ବେଦନଶୀଳ ମାମଲାର ରାୟ ପ୍ରକାଶ କରିଛନ୍ତି। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀକୁ ୭ ବର୍ଷ ଜେଲ୍‌ଦଣ୍ତ ସହ ୧୧ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଭୁବନେଶ୍ୱରରେ ଆରମ୍ଭ କଲା ଜଳସେବା ଶିବିର

ଭୁବନେଶ୍ୱର: ସଂପ୍ରତି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ସାଙ୍ଗକୁ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ହୋଇଛି। ଏହି ସମୟରେ ଗରମରୁ ମୁକ୍ତି ପାଇବା ପାଇଁ ଶୀତଳ ଜଳ, ଲେମ୍ବୁ, ପାଣି ଓ ବଟର ମିଲ୍କ ଆବଶ୍ୟକତା, ଗରିବ ଲୋକମାନେ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ଲାଗି ସୁରକ୍ଷା ଖୋଜୁଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଖୁସି ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: କାରବାରରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରିୟଜନଙ୍କୁ ମନକଥା କହିବେ। ଶନିବାର: ରାଜନୀତିରେ ସଫଳତା ପାଇବେ। ରବିବାର: ମନରେ ନୂଆ ଆଶା ଉତ୍ପନ୍ନ ହେବ। ସୋମ, ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୁରୁ…
ଅଧିକ ଖବର ଦେଖନ୍ତୁ...

୪ ବସ୍ତା ଖୁଚୁରା ପଇସାରେ ସ୍କୁଟି କିଣିଲେ ଆକାଶ

ବାରିପଦା: ଗାଡ଼ିଟିଏ କିଣିବାକୁ କାହାର ବା ଇଚ୍ଛା ନଥାଏ। ସେମିତି ଇଚ୍ଛା ଥିଲା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଚାନ୍ଦୁଆ ଗ୍ରାମର ଆକାଶ ମହାପାତ୍ରଙ୍କର। ତେବେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଏକକାଳୀନ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା। ଯେଉଁଥି ପାଇଁ ୧୮ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ୟୁପିର ଧାର୍ମିକ ସ୍ଥାନରୁ ୪୬ ହଜାର ଲାଉଡସ୍ପିକର ଅପସାରଣ କଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଧାର୍ମିକ ସ୍ଥାନମାନଙ୍କରୁ ପ୍ରାୟ ୪୬,୦୦୦ ଅନଧିକୃତ ଲାଉଡସ୍ପିକରକୁ ହଟାଇ ଦିଆଯାଇଛି ଏବଂ ଆଉ ୫୯,୦୦୦ ଲାଉଡସ୍ପିକରର ଶବ୍ଦକୁ ଅନୁମୋଦିତ ସୀମା ମଧ୍ୟକୁ କମାଇ ଦିଆଯାଇଛି। ସରକାରୀ ଆଦେଶ ପରେ ଏପରି କରାଯାଇଛି ବୋଲି ଶନିବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଲୁଚି ଘରୁ ପଳାଇବାକୁ ମନାକଲା ପ୍ରେମିକା! ରସି ଲଗାଇ ଆତ୍ମହତ୍ୟା କଲା ପ୍ରେମିକ

ବାରିପଦା: ଲୁଚି ଲଚି ଘରୁ ଯିବାକୁ ରୋକଠୋକ୍ ମନା କଲା ପ୍ରେମିକା। ଏଥିରେ ମ୍ରିୟମାଣ ହୋଇ ପ୍ରେମିକ ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ବାରିପଦା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଶ୍ରୀପଦଗଞ୍ଜର ସୁରଜ ବିନ୍ଧାଣୀ(୨୨)। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଖା ହେବାର ମାତ୍ର ୨୦ମିନିଟ ପରେ ବିଜୟ ମୋତେ ଚୁମ୍ବନ ଦେବା ଆରମ୍ଭ କରିଥିଲେ; ଅନ୍ୟ ଜଣେ ମହିଳା କଲେ ଅଭିଯୋଗ

ନୂଆଦିଲ୍ଲୀ: ଫସିବାରେ ଲାଗିଛନ୍ତି ମାଲାୟାଲମ୍ ଅଭିନେତା ବିଜୟ ବାବୁ। ଲାଗିବାରେ ଲାଗିଛି ଗୋଟେ ପରେ ଗୋଟେ ଅଭିଯୋଗ। ଜଣେ ମାଲାୟାଲମ୍ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ବିଜୟ ବାବୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ବିଜୟଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ନେଇ ଏତଲା ପଞ୍ଜିକରଣ…
ଅଧିକ ଖବର ଦେଖନ୍ତୁ...

ଡିଭିଏଫ ଯବାନଙ୍କ ମାନବିକତା, ରୋଗାଗ୍ରସ୍ତ ବୃଦ୍ଧଙ୍କୁ ଖଟିଆରେ ବୋହି ମେଡିକାଲରେ ପହଞ୍ଚାଇଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପ୍ରାୟତଃ ସିଆରପିଏଫ ଏବଂ ଏସଟିଏଫ ଯବାନ ଜଙ୍ଗଲରେ ଗର୍ଭବତୀ ମହିଳା ହେଉ ବା ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ଖଟିଆରେ କିମ୍ବା ଭାରରେ ବୋହି ମେଡିକାଲ ପହଞ୍ଚାଇବା ଘଟଣା ଦେଖିବାକୁ ମିଳୁଥିଲା। ଏବେ ମାଲକାନଗିରି ଜିଲ୍ଲାର ଡିଭିଏଫ ଯବାନ ଏଭଳି କାମ କରି ଆଜି ବେଶ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୪ତମ ମ୍ୟାଚରେ ମୁମ୍ବାଇ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକଙ୍କ ବୋଲେରୋରୁ ୧.୪୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ!

ରାୟଗଡ଼ା: ରାୟଗଡ଼ାର ସାମ୍ବାଦିକ  ଆଇ. ସର୍ବେଶ୍ବର ରାଓଙ୍କ ବୋଲେରୋରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଥାନାରେ ଅଭିଯୋଗ ପରେ ପୁଲିସ୍ ଦୁର୍ବୃତ୍ତଙ୍କ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ଯାଞ୍ଚ ଚଳାଇଥିଲେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...