Monthly Archives

May 2022

ୟୁପିଏସସି ପରୀକ୍ଷା‌ ଫଳାଫଳକୁ ନେଇ ଭୁଲ ଟ୍ବିଟ କ‌ରି ହଟହଟା ହେଲେ ଆଇଏଏସ ଅଫିସର

ନୂଆଦିଲ୍ଲୀ: ଗତକାଲି ୟୁପିଏସସି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା। ଫଳାଫଳ ଘୋଷଣା କରାଯିବା ପରେ ମହିଳାମାନେ ବାଜି ମାରିଥିବା‌ ଦେଖିବାକୁ ମିଳିଥିଲା। ଟପ୍-୩ରେ ୩ଜଣ ମହିଳା ରହିଥିବା ବେଳେ ଅନେକ ଲୋକ ସୋସିଆଲ ମିଡିଆରେ ଏନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଆଇଏଏସ୍ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାକୁ କେବେ ଆସିବ ମୌସୁମି ? ଜାଣନ୍ତୁ କ’ଣ ଆକଳନ କରିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’

ଭୁବନେଶ୍ବର : ଏ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ କେରଳକୁ ଛୁଇଁଛି ମୌସୁମି । ଗତ ୨୯ ତାରିଖରେ ମୌସୁମି କେରଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ କହିଥିଲା । ଆଜି ମଧ୍ୟ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଜୁନରେ ଓଡ଼ିଶାରେ ଭଲ ବର୍ଷା ହେବ,…
ଅଧିକ ଖବର ଦେଖନ୍ତୁ...

ମେ’ ଶେଷ ଦିନରେ ବି ତାପମାତ୍ରାରୁ ନିସ୍ତାର ନାହିଁ, ୪୪.୫ ଡିଗ୍ରି‌ରେ ସିଝିଲା ସୋନପୁର

ଭୁବନେଶ୍ବର: ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ମେ’ ମାସର ଶେଷ ଦିନରେ ମଧ୍ୟ ତାପମାତ୍ରାରୁ ନିସ୍ତାର ମିଳିନାହିଁ। ଆଜି ସୋନପୁରରେ ୪୪.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ…
ଅଧିକ ଖବର ଦେଖନ୍ତୁ...

ପୁଅ ପାଇଁ ପଗଡି ଖୋଲି ନ୍ୟାୟ ମାଗିଲେ ସିଦ୍ଧୁ ମୁସେୱାଲାଙ୍କ ବାପା

ଚଣ୍ଡୀଗଡ଼: ପଞ୍ଜାବୀ ଗୀତ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିବା ସିଦ୍ଧୁ ମୁସେୱାଲାଙ୍କ ଅକାଳ ବିୟୋଗ ପରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି | ଲୁହଭିଜା ଆଖିରେ ଓ କୋହଭରା ମନରେ ଆଜି ସିଦ୍ଧୁଙ୍କ ପରିବାର ଓ ପ୍ରଶଂସକ ତାଙ୍କୁ ବିଦାୟ ଦେଇଛନ୍ତି। ତେବେ ପୁଅର ହତ୍ୟା ପରେ ମୁସୱାଲାଙ୍କ…
ଅଧିକ ଖବର ଦେଖନ୍ତୁ...

ଆକ୍ସନ ମୋଡରେ ଦିଲ୍ଲୀ ପୁଲିସ: ଏନକାଉଣ୍ଟର ଭୟ ଭିତରେ ରିମାଣ୍ଡରେ ଗଲା ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ: ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ରିମାଣ୍ଡରେ ନେଇଛି। ମୁସେ ୱାଲାଙ୍କୁ ହତ୍ୟା କରାଯିବା ପଛରେ ବିଷ୍ଣୋଇଙ୍କ ନାଁ…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ କେରଳ ହାଇକୋର୍ଟ

କୋଚି: ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିପୋର୍ଟରୁ ପ୍ରକାଶ, ସମଲିଙ୍ଗୀ ଦମ୍ପତି ଆଧିଲା ନାସରିନ୍‌ ଏବଂ ଫାଥିମା ନୁରାଙ୍କୁ; ଅଧିଲାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

କ୍ରସର ମାଲିକଙ୍କର ଘର ଆଗରେ ଛିଡ଼ା ହୋଇଥିଲା ବାଇକ୍‌, ଡ଼ିକି ଭାଙ୍ଗି ୪.୪୧ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସେମିଳିଗୁଡା: ଦିନ ଦ୍ୱି ପ୍ରହରରେ ବାଇକ୍‌ର ଡ଼ିକି ଭାଙ୍ଗି ୪ ଲକ୍ଷ ୪୧ ହଜାର ଟଙ୍କା ଲୁଟ୍‌ ହୋଇଥିବା କେରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ଆଜି ଦିନ ୧ଟା ସମୟରେ ସେମିଲିଗୁଡା ଥାନା ଅନ୍ତର୍ଗତ ମାଳିମାର୍ଲା ଗ୍ରାମର ସୁରେଶ କଣ୍ଟା, ବିଜୟ ଖିଲ ଓ ରଞ୍ଜିତ ମାଇରା…
ଅଧିକ ଖବର ଦେଖନ୍ତୁ...

ଅପରେସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଠି ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ୫୩ ବର୍ଷୀୟ ଠାକରେଙ୍କୁ ଭର୍ତ୍ତି କରାଯାଇଛି | ଆସନ୍ତାକାଲି ତାଙ୍କର ଆଣ୍ଠୁରେ ସର୍ଜରୀ କରାଯିବ | ଏହାପୂର୍ବରୁ ସେ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ତିନିମାସରେ ଧୀମା ହେଲା ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷର ୪ର୍ଥ ତିନିମାସ ଅର୍ଥାତ ଜାନୁଆରି-ମାର୍ଚ୍ଚରେ ଭାରତର ଜିଡିପି ଅଭିବୃଦ୍ଧି ୪.୧ ପ୍ରତିଶତକୁ ଧୀମା ହୋଇଯାଇଛି ବୋଲି ମଙ୍ଗଳବାର ପ୍ରକାଶିତ ସରକାରୀ ରିପୋର୍ଟରୁ ଜଣାପଡ଼ିଛି । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ଜାରି…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ: ଭୋର ୪ଟା ସୁଦ୍ଧା ବିବାହ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ । ଆଜି ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର…
ଅଧିକ ଖବର ଦେଖନ୍ତୁ...