Daily Archives

October 8, 2022

ଦୁଇଟି ଟ୍ରେନ ସଂପ୍ରସାରଣ ଦାବି କଲା ଜନକଲ୍ୟାଣ ମଂଚ

ଜୟପୁର: ଦୁଇଟି ଟ୍ରେନର ସମ୍ପ୍ରସାରଣ ଦାବି କରି ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ ଜୟପୁର ଷ୍ଟେସନ ମ୍ୟାନଜର ଗୋକୁଳାନନ୍ଦ ସାହୁଙ୍କ ଜରିଆରେ ବିଶାଖାପାଟଣା ଇଷ୍ଠ କୋଷ୍ଟ ରେଲୱେର ଡିଆରଏମଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି । ଏହାକୁ ଷ୍ଟେସନ ମ୍ୟାନଜର ଶ୍ରୀ ସାହୁ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଛୋଟ ତେଜରାତି ଦୋକାନୀଙ୍କ ଝିଅ ଅଭିସ୍ମିତା ତିୱାରୀ ଓଏଏସ୍‌ ହେଲେ

କେନ୍ଦୁଝର/ଆନନ୍ଦପୁର: କେନ୍ଦୁଝରର ଅଭିସ୍ମିତା ତିୱାରୀ ଓସିଏସ୍‌ ପରୀକ୍ଷାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି। ସେ ପ୍ରଥମ ‌ଚେଷ୍ଟାରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କେନ୍ଦୁଝର ନିଉକଲୋନିରେ ରହୁଥିବା ଅଭିସ୍ମିତା ନିର୍ମଳା କନଭେଣ୍ଟ ସ୍କୁଲ୍‌ରୁ ଦଶମ ଶ୍ରେଣୀ…
ଅଧିକ ଖବର ଦେଖନ୍ତୁ...

ଇମ୍ରାନ ଖାଁଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ରାୱଲପିଣ୍ଡି: ଶନିବାରଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ରାଓ୍ବାଲପିଣ୍ଡିର ଏକ ଛୋଟ ଟାଉନରେ ତାହାର ଜରୁରୀ ଅବତରଣ କରାଯାଇଛି । ଇମ୍ରାନ ଡେରା ଇସମାଇଲ ଖାନରୁ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖ ଓ ଯୁବରାଜଙ୍କ ଘରେ ରହିବେ କି? ଏହି ଦୁହେଁ ଦେଉଛନ୍ତି ତାଙ୍କ ଘରେ ରହିବାର ସୁଯୋଗ

ମୁମ୍ବାଇ: ଯଦି ଆପଣ ଶାହରୁଖ ଖାନ କିମ୍ବା ଯୁବରାଜ ସିଂଙ୍କ ଘରେ ରହିବାର ସୁଯୋଗ ପାଆନ୍ତି, ତେବେ ଆପଣ ସେଠାରେ ରହିବେ କି? ଆପଣ କହିବେ,ଏହା ସମ୍ଭବ କି? ଯଦି ଆପଣଙ୍କର ପ୍ରିୟର କ୍ରିକେଟର, ଅଭିନେତା କିମ୍ବା ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ଘରେ ରହିବାର ସ୍ୱପ୍ନ ଅଛି, ତେବେ ଆପଣ ମଧ୍ୟ ଏହାକୁ…
ଅଧିକ ଖବର ଦେଖନ୍ତୁ...

ବଢ଼ୁଛି ବିବାଦ: ରିଲିଜ ଉପରେ ରୋକ ଲଗାଇବାକୁ ଦିଲ୍ଲୀ କୋର୍ଟରେ ପିଟିସନ ଦାଖଲ

ମୁମ୍ବାଇ: ଟିଜର ରିଲିଜ ପରଠାରୁ ବିବାଦରେ ଛନ୍ଦି ହେବାରେ ଲାଗିଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷ। ଫିଲ୍ମର ଭିଏଫଏକ୍ସ କାମ ଏବଂ କଳାକାରଙ୍କ ଲୁକକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏବେ ରିଲିଜ ଉପରେ ରୋକ ଲଗାଇବାକୁ ଦିଲ୍ଲୀ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ଫୋନ୍‌ ନମ୍ବର ମାଗି ଦୀପିକାଙ୍କ ଠାରୁ ଶକ୍ତ ଚାପୁଡ଼ା ଖାଇଲେ ମହିଳା

ବ୍ରହ୍ମପୁର: ସ୍ଥାନୀୟ ଦେଶୀବେହେରାସାହିରେ ୬୭ ଦିନ ହେବ ଧାରଣାରେ ବସିଥିବା ଦୀପିକା ଆଜି ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି। ଆଜି ଅପରାହ୍ନରେ ଦୀପିକା ସେହିଭଳି ଧାରଣାରେ ବସିଥିଲେ। ଏହି ସମୟରେ ଜଣେ ମହିଳା ଆସି ଦୀପିକାଙ୍କୁ ପ୍ରମିଳା…
ଅଧିକ ଖବର ଦେଖନ୍ତୁ...

ଥରୁର, ଖଡଗେଙ୍କ ପରି ଲୋକ ଅନ୍ୟ କାହାଦ୍ବାରା ନିୟନ୍ତ୍ରିତ ହେବେନାହିଁ : ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ଉପରେ ନିଜର ବୟାନ ରଖିଛନ୍ତି ରାହୁଲ ଗାନ୍ଧି । ସେ ଶନିବାର କହିଛନ୍ତି ଯେ ଦଳର ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଶଶି ଥରୁର, ହେଉଛନ୍ତି ଉଚ୍ଚ ଆଦର୍ଶ ରଖିଥିବା ଲୋକ । ସେମାନଙ୍କର ନିଜସ୍ବ ଗାରିମା ଓ…
ଅଧିକ ଖବର ଦେଖନ୍ତୁ...

ବିଇଓ କାର୍ଯ୍ୟାଳୟରେ କେଳେଙ୍କାରୀ: ୩୯ ଲକ୍ଷ ହଡ଼ପ୍ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର ବିଇଓ କାର୍ଯ୍ୟାଳୟରେ କେଳେଙ୍କାରୀ ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଶିକ୍ଷକଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ୍…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଲାଭ ହେବ। ଗୁରୁ, ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ। ରବି ଓ ସୋମବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଶିବସେନା ନିର୍ବାଚନୀ ଚିହ୍ନ ଉପରେ ସାମୟିକ ରୋକ ; ଉଦ୍ଧବ ଓ ଏକନାଥ ଗୋଷ୍ଠୀଙ୍କୁ ଅଲଗା ଅଲଗା ଚିହ୍ନ ମିଳିବ

ମୁମ୍ବାଇ : କିଏ ପ୍ରକୃତ ଶିବସେନା ତାହାକୁ ନେଇ ଉଦ୍ଧବ ଗୋଷ୍ଠୀ ଓ ଏକନାଥ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଚାଲିଥିବାବେଳେ ଶିବସେନାର ନିର୍ବାଚନୀ ଚିହ୍ନ ଧନୁ ଓ ତୀର ଉପରେ ସାମୟିକ ଭାବେ ନିଷେଧାଜ୍ଞା ଜାରି କରିଛନ୍ତି ନିର୍ବାଚନ କମିସନ । ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...