Daily Archives

March 29, 2024

ମହିଳାଙ୍କୁ ଖଣ୍ଡାରେ ପ୍ରାଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଚଂପଟ

ବୌଦ୍ଧ: ସ୍ଥାନୀୟ ନୂଆସାହିଠାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ୬ଟା ବେଳେ ୫ ଜଣ ମହିଳା କଚେରି ପଡ଼ିଆ ପାର୍ଶ୍ଵରେ ବୁଟୁପାଲି ଅଭିମୁଖେ ଚାଲିଚାଲି ଯାଉଥିଲେ। ହଠାତ୍‌ ଜଣେ ଅଜଣା ବ୍ୟକ୍ତି ଜିଲ୍ଲା ନ୍ୟାୟାଳୟ ସାମ୍ନାରେ…
ଅଧିକ ଖବର ଦେଖନ୍ତୁ...

ଟିକେଟ ନ ପାଇବାରୁ କାନ୍ଦିଲେ କି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୋୖବେ!

ପାଟନା: ଏବେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି | କେନ୍ଦ୍ରରେ ଶାସକ ବିଜେପି ଏପର୍ଯ୍ୟନ୍ତ ଏହି ନିର୍ବାଚନ ପାଇଁ ୪୦୦ରୁ ଅଧିକ ନାମ ଘୋଷଣା କରିଛି। ନିକଟରେ ଦଳ ବିହାରରେ ୧୭ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଏଥର ବିହାରରେ ଦଳ ତିନିଜଣ ସାଂସଦଙ୍କ ଟିକେଟ୍…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ: କୋଲକାତା ଆଗରେ ୧୮୩ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲର ୧୦ମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଆଗରେ ୧୮୩ ରନର ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

‌‌‌ଭଉଣୀ ବାହାଘରଥିବା ବେଳେ ଆକାଉଣ୍ଟ ବ୍ଲକ ଦେଖି ଭୋଭୋ ହୋଇ କାନ୍ଦୁଛନ୍ତି ଡେଲିଭରି ବଏ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ଜୋମାଟୋ ‌ଡେଲିଭରି ବଏଙ୍କ ଭିଡିଓ ଭାଇରାଲ ହୋଇଛି। ଯିଏକି ରାସ୍ତାରେ ଛିଡ଼ା ହୋଇ ଭୋଭୋ ହୋଇ କାନ୍ଦୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୋହମ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ସେୟାର…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଖଞ୍ଜିଥିଲେ ବୋମା; ବିସ୍ଫୋରଣରେ ଆହତ ଯୁବକଙ୍କୁ ଜଙ୍ଗଲରେ ଚିକିତ୍ସା କରୁଥିଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ନକ୍ସଲଙ୍କ ଆଉ ଏକ ହିଂସାତ୍ମକ ଘଟଣା ପଦାକୁ ଆସିଛି। ଜଂଗଲରେ ସ୍ଥାନେସ୍ଥାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରେସର ବୋମା ଖଞ୍ଜିଥିବା ବେଳେ ଏହାର ଶିକାର ହୋଇଛନ୍ତି ଜଣେ ଯୁବକ। ଗୁରୁତର ବ୍ୟକ୍ତି ‌ହେଲେ ‌ଗୁଡ୍ଡୁ ଲେକାମ (୧୯)।…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ୟୁସୁଫପୁରରେ ପହଞ୍ଚିବ ମୁଖତାର ଅନସାରୀର ମୃତଦେହ, ସମଗ୍ର ଉତ୍ତରପ୍ରଦେଶରେ କଡା ସୁରକ୍ଷା ବ୍ୟବସ୍ଥା

ପ୍ରୟାଗରାଜ: କୁଖ୍ୟାତ ମାଫିଆ ମୁଖତାର ଅନସାରୀର ମୃତଦେହକୁ କଡାସୁରକ୍ଷା ମଧ୍ୟରେ ତାହାର ପୈତୃକ ଗ୍ରାମ ମହମ୍ମଦାବାଦର ୟୁସୁଫପୁର ଅଣାଯାଉଛି । ସଂଧ୍ୟା ୭ଟା ସୁଦ୍ଧା ଏହା  ପ୍ରୟାଗରାଜ ସୀମାରେ ପହଞ୍ଚିଛି।  ପ୍ରୟାଗରାଜ ସୀମାରେ ଥିବା ହାଣ୍ଡିଆ ବାଇପାସ୍ ରୁ ମୁକ୍ତାର ଅନସାରୀଙ୍କ ମରଶରୀର…
ଅଧିକ ଖବର ଦେଖନ୍ତୁ...

ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ସୁନାଗହଣା ଲୁଟିଲେ ଦୁର୍ବୃତ୍ତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା। ବୀରଗୋବିନ୍ଦପୁର ନିକଟରେ ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ସୁନାଗହଣା ଲୁଟି ନେଇଛନ୍ତି। ପୁଲିସ ସୂଚନା ଅନୁସାରେ, ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ଅଞ୍ଚଳର ନିଗମ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ଲକ୍ଷେ ଟଙ୍କିଆ ଗାଈ, ୨୫ ହଜାର ଟଙ୍କିଆ ବନ୍ଧୁକ

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ରେ ନାମାଙ୍କନର ଶେଷ ତାରିଖ ଥିଲା | ତେବେ ୪୦ଟି ଲୋକସଭା ଆସନ ବିଶିଷ୍ଟ ବିହାରରେ ପ୍ରଥମ ପର୍ଯ୍ୟାୟରେ ଚାରିଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ହେଉଛି ନୱାଡା, ଜାମୁଇ, ଗୟା ଏବଂ ଔରଙ୍ଗାବାଦ | ପ୍ରାର୍ଥୀମାନେ ଏହି ଚାରିଟି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ବିପୁଳ ସମ୍ବର୍ଦ୍ଧନା ସହ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି

ମାଲକାନଗିରି: ନବରଂଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ମାଲକାନଗିରିରେ ଶୁକ୍ରବାର ସନ୍ଧ୍ୟାରେ ପହଞ୍ଚିଥିଲେ। ଜିଲ୍ଲା ବିଜେପି ତରଫରୁ ତାଂକୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୁବାଷ ବୋଷ ଛକ ନିକଟରେ ଶତାଧିକ ବିଜେପି କର୍ମୀ ତାକୁ ପାଛୋଟି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଯୁବ କଂଗ୍ରେସ ନେତାଙ୍କ ମୃତ୍ୟୁ ପରେ ପୁଅର ଅଙ୍ଗଦାନ କଲେ ବାପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ସଚିବ ତଥା ସାମାଜିକ ସେବୀ ଅଙ୍କିତ ମିଶ୍ରଙ୍କ ମୃତ୍ୟୁ ହୋଇଯାଇଛି। ସୂଚନାଯୋଗ୍ୟ, ହୋଲି ପରଦିନ ଅଙ୍କିତ ମିଶ୍ର ତାଙ୍କ ବାସଭବନର ବାଲକୋନିରେ ଠିଆ ହୋଇଥିଲେ। ଏହି ସମୟରେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ…
ଅଧିକ ଖବର ଦେଖନ୍ତୁ...