ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଲୁଟେରାଙ୍କ ଦବ୍‌ଦବାରେ ନାଲ୍‌କୋନଗର:୮ ମାସରେ ୨୦ରୁ ଅଧିକ ଲୁଟ୍‌ପାଟ୍‌

ନାଲ୍‌କୋନଗର: ବେପାରି ହୁଅନ୍ତୁ ଅବା ଗୃହିଣୀ। ଦିନ ହେଉ ବା ଅନ୍ଧାର ରାତି। ଛୋଟିଆ ନାଲ୍‌କୋନଗର ଥାନା ଅଧୀନସ୍ଥ ପ୍ରାୟ ସବୁ ଅଞ୍ଚଳରେ ଏବେ ଲୁଟେରାଙ୍କ ପହଞ୍ଚ। ଯେଉଁଠି ପାରିଲେ, ସେଇଠି ଅତି ଅନାୟସରେ ଲୁଟିଲେ। କେବେ ମହିଳାଙ୍କ ବେକରୁ ଗହଣା ଝାମ୍ପିନେଲେ ତ, କେବେ ବାଳୁତ ଶିଶୁର ମୁଣ୍ଡ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ଗୋମାଂସ ଚାଲାଣକୁ ନେଇ ଉତ୍ତେଜନା, ରାସ୍ତାରୋକ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ସାକ୍ଷୀପଡ଼ା  ସରଲାଛକ ନିଖଟରେ ଏକ ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ କର୍ମୀମାନେ ଅଟକାଇ ପୁଲିସର ଜିମା ଦେଇଛନ୍ତିି। ପୁଲିସ ସମ୍ପୃକ୍ତ ଅଟୋରୁ ୧ କୁଇଣ୍ଟାଲ ଗୋମାଂସ ଜବତ କରିବା ସହିତ ଏହି ଘଟଣାରେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

ବଅଁରପାଳ ବ୍ଳକ୍‌ ଟେଣ୍ଟଲୋଇ ଗ୍ରାମରେ ଅଗ୍ନିକାଣ୍ଡ, ୭ ବଖରା ପୋଡି ପାଉଁଶ

ଅନୁଗୁଳ : ବଅଁରପାଳ ବ୍ଳକ୍‌ କୁକୁଡାଙ୍ଗ ଗ୍ରାମ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମରେ ଗୁରୁବାର ରାତିରେ ନିଆଁଲାଗି ଗ୍ରାମର ସନ୍ତୋଷ ନାଏକ, ଅବିନାଶ ନାଏକ, ପ୍ରଫୁଲ ନାଏକଙ୍କର ୭ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଗ୍ୟାସ ଟାଙ୍କି ଫାଟିଯିବାରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ଓପିଜିସି ୟୁନିଟ୍‌ ୧ ଅଚଳ

ଇବ୍‌ଥର୍ମାଲ : ଓପିଜିସି ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୟୁନିଟ୍‌ ୧କୁ ବାର୍ଷିକ ରକ୍ଷଣାବେକ୍ଷଣ ସକାଶେ ବନ୍ଦ ରଖାଯାଇଛି। ୨୧୦ ମେଗାଓ୍ଵାଟ୍‌ ସଂପନ୍ନ ଏହି ୟୁନିଟ୍‌ରୁ ବର୍ତ୍ତମାନ ଉତ୍ପାଦନ ବନ୍ଦ ରହିଛି। ଗ୍ରିଡ୍‌କୋ ଓ ଏସଏଲଡିସିର ଅନୁମତିକ୍ରମେ ଏହାକୁ ବନ୍ଦ ରଖାଯାଇଥିବା ଅଧିକାରୀ ସ୍ତରରେ…
ଅଧିକ ଖବର ଦେଖନ୍ତୁ...

ଚଣ୍ଡିଖମଣ ମନ୍ଦିର ପରିଚାଳନା ବିବାଦ : ପୂଜକଙ୍କୁ ଘୋଷାଡ଼ି ଆଣି ପିଟିଲେ

ଅନୁଗୁଳ : ଚଣ୍ଡିଖମଣ ଶିବ ମନ୍ଦିର ପରିଚାଳନାକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଆଜି ବିସ୍ଫୋରକ ରୂପ ନେଇଛି। ପୂଜକଙ୍କୁ ମନ୍ଦିର ଭିତରୁ ଘୋଷାଡ଼ି ଆଣି ଅମାନୁଷିକ ଭାବେ ମାଡ ମରାଯାଇଛି। ପୁଲିସ ବି ଆକ୍ରମଣରୁ ବାଦ୍‌ ପଡ଼ିନାହିଁ। ଉତ୍ତ୍ୟକ୍ତ ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାତ ଜଣ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସିଏଲ୍‌ କର୍ମଚାରୀଙ୍କ ମୃତ୍ୟୁ ନେଇ ଉତ୍ତେଜନା

ତାଳଚେର : ତାଳଚେର ବ୍ଲକ୍‌ ଏମ୍‌ସିଏଲ୍‌ ଲିଙ୍ଗରାଜ କୋଇଲା କ୍ଷେତ୍ର କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ବିଷ୍ଣୁ କୁମାର ଦାସଙ୍କର ଆଜି ସ୍ଥାନୀୟ ନେହରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ଚିକିତ୍ସାରେ ବିଳମ୍ବ ଓ ଭୁଲ୍‌ ଇଂଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା…
ଅଧିକ ଖବର ଦେଖନ୍ତୁ...

ନାଲ୍‌କୋରେ ସିରିଜ ଦୁର୍ଘଟଣା: ୪ଗୁୁରୁତର

ଅନୁଗୁଳ: ଅନୁଗୁଳସ୍ଥିତ ନାଲ୍‌କୋ ଷ୍ଟେଟବ୍ୟାଙ୍କ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହେବା ସହିତ ୫ରୁ ୬ଟି ଦୁଇ ଚକିଆଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ସୂଚନାଯୋଗ୍ୟ, ନାଲ୍‌କୋ ଷ୍ଟେଟବ୍ୟାଙ୍କ ଛକ ନିକଟ ଦେଇ ସୋମବାର…
ଅଧିକ ଖବର ଦେଖନ୍ତୁ...

କୂଅରୁ ହାତୀଛୁଆର ଗଳିତ ଶବ ଉଦ୍ଧାର

କିଶୋରନଗର : ମାଧପୁର ରେଂଜ ଅନ୍ତର୍ଗତ କିଶୋରନଗର ବ୍ଲକ୍‌ ସଂଜାମୁରା ପଞ୍ଚାୟତ କରଡ଼ାଦାଦର ଗାଁ ଧାନ କ୍ଷେତରେ ଥିବା ଏକ କୂଅରୁ ଆଜି ଗୋଟିଏ ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର କରାଯାଛି। ଏହା ୨ ବର୍ଷର ଏକ ଅଣ୍ଡିରା ହାତୀଛୁଆ। ପ୍ରାୟ ୨ ଦିନ ହେଲା କୂଅରେ ଖସିପଡ଼ି ଥିଲା ବୋଲି ବିଭାଗ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଚୁମ୍ବକୀୟ କ୍ଷେତ୍ର ଯୋଗୁଁ ପ୍ଲାଣ୍ଟ ପରିସରରେ ୨ ମାସରେ ୨ୟ ଥର ଦୁର୍ଘଟଣା

ଅନୁଗୁଳ/ନାଲକୋ ନଗର: ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟରେ ରବିବାର ପୁଣି ଥରେ ଦୁର୍ଘଟଣା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସକାଳେ ନାଲକୋ କର୍ମଚାରୀ କାର୍ବନ ଏରିଆର ମ୍ୟାନେଜର ନିଶାନ୍ତ ଲାକ୍ରାଙ୍କ ଗାଡି ପଟଲାଇନ-୪ ଅଞ୍ଚଳ ନିକଟରେ କାର୍‌ ଯୋଗେ ଓଡି୦୨ ଏନ୍‌…
ଅଧିକ ଖବର ଦେଖନ୍ତୁ...

ତାଳଚେରରେ ୨୪ ହାତୀ

ତାଳଚେର : ତାଳଚେର ଥର୍ମାଲ ଆସ୍‌ପଣ୍ଡ ନିକଟରେ ଗତ କିଛି ଦିନ ହେଲା ୪ଟି ହାତୀ ରହି ସନ୍ଥପଡ଼ା, ଦାସନାଳି, ଝାଡ଼ିଅମ୍ବା ପ୍ରଭୃତି ଗାଁରେ ଫସଲ ନଷ୍ଟ କରୁଥିଲେ। ଏମାନଙ୍କ ସହିତ ଆଉ ୨୦ଟି ହାତୀ ଆସି ମିଶିଥିବା ବେଳେ ଦଳରେ ୩ଟି ଦନ୍ତାହାତୀ ଏବଂ ଦୁଇଟି ଛୁଆହାତୀ ଅଛନ୍ତି। ଗତକାଲି ବିଳମ୍ବିତ…
ଅଧିକ ଖବର ଦେଖନ୍ତୁ...