ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ବାପା ମାଡ଼ରେ ପୁଅ ମୃତ

ଔପଦା : ଜମିବାଡ଼ି ବିବାଦକୁ ନେଇ ବାପା ମାଡ଼ରେ ପୁଅର ପ୍ରାଣ ଯାଇଛି। ଘଟଣା ଘଟିଛି ଔପଦା ଥାନା ଅନ୍ତର୍ଗତ ବୁଦାଖୁଣ୍ଟା ରାଜସ୍ୱ ଗ୍ରାମ ଦୁର୍ଗାପୁର ସାହିରେ। ମୃତକ ହେଉଛନ୍ତି ସେହି ସାହିର ରାମ ସିଂ(୬୫)ଙ୍କ ପୁଅ ଜଙ୍ଗଲ ସିଂ(୪୦)। ସୂଚନା ଅନୁସାରେ, ଜମିବାଡ଼ିକୁ କେନ୍ଦ୍ରକରି ଏହି ଗ୍ରାମର ରାମ…
ଅଧିକ ଖବର ଦେଖନ୍ତୁ...

ଶିକାରୀ ଗୁଳିରେ ସବୁଜ ବାହିନୀ ଗୁରୁତର

ନୀଳଗିରି : ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟରେ ଆଜି ସନ୍ଧ୍ୟାରେ ଗୁଳି ଫୁଟିଛି। ଶିକାରୀ ଗୁଳିରେ ସବୁଜବାହିନୀ ସଭ୍ୟ ଚନ୍ଦନ ବାଗ(୩୮) ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, କୁଲଡିହା ଅଭୟାରଣ୍ୟରେ ବାଲିଚୁଆ ବିଟ୍‌ ହାଉସ୍‌…
ଅଧିକ ଖବର ଦେଖନ୍ତୁ...

ନୀଳଗିରିରେ ମାଙ୍କଡ଼ ଆତଙ୍କ: ୮ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ଵାର୍ଡ ନମ୍ବର ୨(ଘାଟବର ସାହି) ଓ ଓ୍ଵାର୍ଡ ନମ୍ବର ୬(ମଙ୍ଗଳା ସାହି)ରେ ବୁଧବାର ସକାଳୁ ମାଙ୍କଡ ଆତଙ୍କ ଦେଖାଯାଇଛି। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ୮ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ…
ଅଧିକ ଖବର ଦେଖନ୍ତୁ...

ନୀଳଗିରି: ପୋଖରିରେ ବୁଡ଼ି ୩ ବର୍ଷର ଶିଶୁ ମୃତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ କଳିଗଡ଼ି ଗ୍ରାମର କାଳିଆ ବାରିକଙ୍କ ପୁଅ ସୁମନ(୩) ପୋଖରିରେ ବୁଡ଼ିବାରୁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁମନ ଆଉ ୨ଜଣ ଶିଶୁଙ୍କ ସହିତ ଖେଳିବାକୁ ଯାଇଥିଲା। ସେମାନେ ଘର ନିକଟରେ ଥିବା ପୋଖରି ଆଡ଼କୁ ମଧ୍ୟ ବୁଲିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ଦେଶର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ

ବାଲେଶ୍ୱର/ଚାନ୍ଦିପୁର : ଭାରତର ପ୍ରଥମ ଯୁଦ୍ଧାସ୍ତ୍ର ସଂଗ୍ରହାଳୟ (ୱିପନ୍‌ ପାର୍କ) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ପ୍ରତିଷ୍ଠା କରାଯାଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପରିସରସ୍ଥ ପିଏକ୍ସଇ କଂପ୍ଲେକ୍ସରେ ଏହି ସଂଗ୍ରହାଳୟକୁ ଆଜି ଡିଆରଡିଓର ଅଧ୍ୟକ୍ଷ ଏସ୍‌.…
ଅଧିକ ଖବର ଦେଖନ୍ତୁ...

‘ନିର୍ଭୟ’ ପରୀକ୍ଷା ସଫଳ

ବାଲେଶ୍ୱର/ଚାନ୍ଦିପୁର : ଭାରତୀୟ ପ୍ରତିରକ୍ଷା ଗବେଷଣା ବିଜ୍ଞାନୀଙ୍କୁ ଆଜି ବଡ଼ଧରଣର ସଫଳତା ମିଳିଛି। କ୍ରମାଗତ ତିନି ତିନିଥର ବିଫଳତା ପରେ ଆଜି ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ନିର୍ଭୟ’ର ୫ମ ପରୀକ୍ଷା ସଫଳ ହୋଇଛି। ରିସର୍ଚ୍ଚ ସେଣ୍ଟର ଇମାରତ…
ଅଧିକ ଖବର ଦେଖନ୍ତୁ...

ବିଜୁ ପକ୍କାଘର ଯୋଜନା ଫେଲ୍‌

ଗତବର୍ଷ ବଣ୍ଟା ଯାଇଥିଲା ଲକ୍ଷ୍ୟଧାର୍ଯ୍ୟର ୪୩ ପ୍ରତିଶତ ବାଲେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ଗ୍ରାମୀଣ ପକ୍କାଘର ଯୋଜନା ବାଲେଶ୍ୱର ଜିଲ୍ଲାରେ ଫେଲ୍‌ ମାରିଛି। ଚଳିତ ଆର୍ଥିକ ବର୍ଷର ୭ ମାସ ଭିତରେ ଜିଲ୍ଲାରେ ଏହି ଯୋଜନାରେ ଗୋଟିଏ ବି ଘର ବଣ୍ଟାଯାଇନି। ଜିଲ୍ଲାରେ ଏବର୍ଷ ୬ ଶହ ଘର ବଣ୍ଟାଯିବ…
ଅଧିକ ଖବର ଦେଖନ୍ତୁ...

ଦୁଇ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ

ବାଲେଶ୍ୱର/ଜଳେଶ୍ୱର: ଜଳେଶ୍ୱର ଅବକାରୀ ବିଭାଗ ଓ ବାଲେଶ୍ୱର ସଦର ରେଂଜ ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌ ଆଜି ମିଳିତ ଚଢ଼ଉ କରି ଦୁଇ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ୍‌ ସୁଗର ଜବତ କରିଛନ୍ତି। ଏହି କାରବାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର…
ଅଧିକ ଖବର ଦେଖନ୍ତୁ...

ମଦ ବିରୋଧୀ ଆନ୍ଦୋଳନ ବେଳେ ଗଣ୍ଡଗୋଳ : ଢ଼େଲା ମାଡ଼ରେ ଭାଙ୍ଗିଲା ପୁଲିସ ଗାଡ଼ି

ଜଳେଶ୍ୱର : ଚୋରାମଦ କାରବାର ରୋକିବା ଦାବିରେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ବାଇଗଣବାଡ଼ିଆ ଗାଁ ଲୋକେ ତାତିଛନ୍ତି। ଗତ ରାତିରେ ସେମାନେ ରାସ୍ତାରୋକ କଲା ବେଳେ ପୁଲିସ ଉପରେ ବି ଆକ୍ରମଣ କରିଛନ୍ତି। ଲୋକମାନଙ୍କ ଢ଼େଲାମାଡ଼ରେ ପୁଲିସ ଗାଡ଼ି ଭାଂଗିଛି। ମଦ ବେପାର ସଂପର୍କରେ ପୁଲିସ ଜାଣି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଜଣେ ମୃତ, ଟିଏମ୍‌ସି ମେୟରଙ୍କ ସହ ୧୦ ଆହତ

ବାଲେଶ୍ୱର/ଜଳେଶ୍ୱର : ୬୦ ନଂ ଜାତୀୟ ରାଜପଥର ଜମାଳପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପୁରୀକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଧୀନ ହୁଗୁଳି ଚନ୍ଦନନଗର ମେୟର ତଥା ତୃଣମୂଳ କଂଗ୍ରେସ ନେତା ରାମ ଚକ୍ରବର୍ତ୍ତୀଙ୍କ…
ଅଧିକ ଖବର ଦେଖନ୍ତୁ...