ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ନୀଳଗିରି: ଯୁବକଙ୍କ ତଣ୍ଟିକାଟି ହତ୍ୟା

ନୀଳଗିରି: ଗତକାଲି ରାତିରେ ନୀଳଗିରି ଥାନା ଅନ୍ତର୍ଗତ ରାଧାକିଶୋରପୁର ଗ୍ରମେର ନରେନ୍ଦ୍ର ସିଂହ(୪୨)ଙ୍କୁ ସେହିଗ୍ରାମର ପିଙ୍କୁଆ ଜେନା(୨୪ ବର୍ଷ) ତଣ୍ଟିକାଟି ହତ୍ୟା କରିଛି। ହତାକାଣ୍ଡ ପରେ ବିଳମ୍ବିତ ରାତିରେ ପିଙ୍କୁଆ ଯାଇ ଅଯୋଦ୍ଧା ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଅନୈତିକ ସମ୍ପର୍କକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଦୁର୍ଘଟଣାରେ ଯୁବକ ମୃତ

ବାଲେଶ୍ୱର: ଆଜି ଅପରାହ୍‌ଣରେ ସଦର ଥାନା ଅନ୍ତର୍ଗତ ମଡର୍ଣ୍ଣ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ଟ୍ରକ୍‌ ଧକ୍‌କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଚାନ୍ଦିପୁର ଥାନା ଅନ୍ତର୍ଗତ ମୁଲ୍ଲାନଗର ଗ୍ରାମର ରତ୍ନାକର ବେହେରାଙ୍କ ପୁଅ ଅକ୍ଷୟ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

ବଡ଼ସାହି: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣେ ମହିଳା ଶ୍ରମିକଙ୍କର ଗତକାଲି ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଊର୍ମିଳା ମହାଳିକ। ଗତ ଅଗଷ୍ଟ ୧୩ରେ ସେ ପିକ୍‌ଅପ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେଦିନ ଦୁର୍ଘଟଣାରେ ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଜଡ଼ିଦା ଗ୍ରାମର ୫…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ଅନ୍ତର୍ଗତ ଦହିମାଳ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇ ଅବକାରୀ ବିଭାଗକୁ ହଟହଟା ହେବାକୁ ପଡ଼ିଛି। ଅବକାରୀ ବିଭାଗ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିବା ବେଳେ ଗାଁ ଲୋକେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି…
ଅଧିକ ଖବର ଦେଖନ୍ତୁ...

ଭୋଗ ଖାଇ ଯୁବତୀ ମୃତ

ନୀଳଗିରି : ଲକ୍ଷ୍ମୀ ପୂଜା ଭୋଗ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁର ରାଜା ବେହେରାଙ୍କ ଝିଅ ବେବି (୧୮)। ବେବି ଗତକାଲି ତାଙ୍କ ପଡ଼ୋଶୀଙ୍କ ଘରକୁ ଲକ୍ଷ୍ମୀପୂଜା ଭୋଗ ଖାଇବାକୁ ଯାଇଥିଲେ। ରାତିରେ ସେ ଅସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ଭାବେ ମନୋନୀତ

ବାଲେଶ୍ୱର : ମିଳିତ ଜାତିସଂଘର ଗ୍ଲୋବାଲ କୋ-ଅପରେସନ୍‌ ସୋସାଇଟିର ଭାରତ ଶାଖାର ମହାସଚିବ ତଥା ଓଟିଡିସିର ପ୍ରାକ୍ତନ ଅଧ୍ୟକ୍ଷ ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ରୂପେ ମିଳିତ ଜାତିସଂଘକୁ ମନୋନୀତ ହୋଇଛନ୍ତି। ଡ. ମହାପାତ୍ରଙ୍କ ଶାନ୍ତି ଉଦ୍ଦେଶ୍ୟରେ ଜୀବନବ୍ୟାପୀ କର୍ମ ପାଇଁ ଏପରି…
ଅଧିକ ଖବର ଦେଖନ୍ତୁ...

ଚୋରି ବଳଦକୁ ଉଦ୍ଧାର କଲେ ଗ୍ରାମବାସୀ

ବାଲେଶ୍ୱର: ବାଲେଶ୍ୱର ସହରର ସୁନ୍‌ହଟଠାରେ ଆଜି ଭୋରୁ ଚୋରି ହୋଇ ଯାଉଥିବା ୪ଟି ବଳଦଙ୍କୁ ଉଦ୍ଧାର କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟା ବେଳେ କିଛି ବ୍ୟକ୍ତି ଏହି ବଳଦମାନଙ୍କୁ ଗୋଡ଼ାଇ ନେଇ ଯାଉଥିବା ବେଳେ ସନ୍ଦେହରେ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇଥିଲେ। ଏଥିରେ ଦୁଇ ବ୍ୟକ୍ତି ଦୌଡ଼ି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ବାଲେଶ୍ୱର : ଟ୍ରକ ଧକ୍କାରେ ବାଲେଶ୍ୱର ସହର ସହଦେବଖୁଣ୍ଟା ନୂଆସାହି ଛକରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଉଛନ୍ତି ଖନ୍ତାପଡ଼ା ଥାନା ଅଧୀନ ଶାସନପଦା ଗାଁର ଦେବେନ୍ଦ୍ରନାଥ ନାୟକ(୬୫)। ଏନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ସହଦେବଖୁଣ୍ଟା-ରେମୁଣା ରାସ୍ତା ୨ଘଣ୍ଟା ଧରି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଲଗାଇ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌

ସୋର : ମୁଣ୍ଡରେ ବନ୍ଧୁକ ଲଗାଇ ସୋର ଅଞ୍ଚଳରେ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଳୁଟ୍‌ ହୋଇଛି। ଏ ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ପୁଲିସ ତନାଘନା କରୁଥିଲେ ବି ଲୁଟେରାଙ୍କ ପତ୍ତା ପାଇବାରେ ସଫଳ ହୋଇନାହିଁ। ସୂଚନା ଅନୁସାରେ, ଆଜି ସଂଧ୍ୟା ୭ଟା ବେଳେ ପାଞ୍ଚନମ୍ବର ଜାତୀୟ ରାଜପଥ…
ଅଧିକ ଖବର ଦେଖନ୍ତୁ...