ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ମେଳାରୁ ଟେକିନେଇ ମହିଳାଙ୍କୁ ଦୁଷ୍କର୍ମ!

ଭୋଗରାଇ : ଆଜି ବି ଗାଁରେ ମହାଜନ ପ୍ରଥା ବଂଚିଛି! ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆହୁରି ମଧ୍ୟ ମହାଜନ ପ୍ରଥା ଖାଲି ଅର୍ଥ ନେଣଦେଣ ଭିତରେ ସୀମିତ ହୋଇ ରହିନାହିଁ। ଏହା ନିର୍ଯାତନା ଓ ଦୁଷ୍କର୍ମ ଭଳି ଘୃଣ୍ୟ ପରମ୍ପରା ଭିତରେ କେଉଁଠି ନା କେଉଁଠି ଓ କେମିତି ନା କେମିତି ଯେ ବଂଚିଛି, ତା’ର ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ, ସ୍କୁଟି ଚାଳକ ମୃତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ପାଣି ଭିତରୁ ଉପୁଡ଼ିଗଲା ୩ ଲିଙ୍ଗ!

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ଘଟିଛି ଅଭାବନୀୟ ଘଟଣା। ଆରାଧ୍ୟ ଦେବତା ବାବା ପଞ୍ଚଲିଙ୍ଗେଶ୍ୱର ଲିଙ୍ଗ ଉପୁଡ଼ି ଯାଇଛି। ଘଟଣା ସତ୍ୟ କି ଗୁଜବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଏହି ଖବର ସାରା ଇଲାକାର ଶୈବଭକ୍ତମାନଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପ୍ରଚାର…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ଆଜି ସଂଧ୍ୟାରେ ବାଲେଶ୍ୱର ସହର ପୁଲିସ୍‌ଲାଇନ ସାହୁ ତେଲ ଟାଙ୍କି ସାମ୍‌ନାରେ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜ୍ୟୋତିରଂଜନ ଜେନା (୨୦)। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ର ଅଭିଷେକ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷ ବୟସରେ ଏଭରେଷ୍ଟ ଚଢ଼ିଥିବା ପ୍ରେମଲତାଙ୍କ ସଂଘର୍ଷ ସିନେମାର କାହାଣୀ ଭଳି ରୋମାଞ୍ଚକ

ନୂଆଦିଲ୍ଲୀ : କୁହାଯାଏ ଇଚ୍ଛାଶକ୍ତି ଯଦି ଦୃଢ ଥାଏ, ତା’ହେଲେ କୌଣସି ବି କାମ ଅସମ୍ଭବ ନୁହେଁ। ଆସନ୍ତୁ ଜାଣିବା ଏମିତି ଏକ ମହିଳାଙ୍କ ବିଷୟରେ , ଯିଏ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ, ଜଣେ ପର୍ବତାରୋହୀ ଭାବେ ଶୀର୍ଷ ସଫଳତା ହାସଲ କରିଛନ୍ତି । ସେ ପ୍ରଥମ ବୟସ୍କା ଭାରତୀୟ ମହିଳା, ଯିଏ କି ୫୦…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବୋଲେରୋ ଓଲଟି ୧ ମୃତ, ୮ ଆହତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଆଡ଼ିଆ ଗ୍ରାମରେ ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ କଟିସାହି ଗ୍ରାମର ଦୁଇଜଣ ମହିଳା ଆହତ ହୋଇଛନ୍ତି।ଆଜି ଭୋରରୁ ବାଲିଆପାଳରେ ପାଖାପାଖି ଦୁଇଘଣ୍ଟା ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡାଙ୍କ ପରଲୋକ

ବାଲେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡାଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ବାଲେଶ୍ୱର ସହରର ଶାହାରାମପୁର ନିବାସୀ ପଣ୍ଡା ଅସୁସ୍ଥ ଥିବାରୁ ତାଙ୍କୁ ରବିବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂର୍ଯ୍ୟମଣି ନିକଟରେ କଟକରୁ…
ଅଧିକ ଖବର ଦେଖନ୍ତୁ...

ଦଶହରା ଛୁଟିରେ ଘରକୁ ଫେରୁଥିବା ଶ୍ରମିକ ଟ୍ରେନ୍‌ରୁ ଖସି ମୃତ

ବାଲେଶ୍ୱର: ଦଶହରା ଛୁଟିରେ ଘରକୁ ଫେରୁଥିବା ଜଣେ ଶ୍ରମିକ ମଙ୍ଗଳବାର ଟ୍ରେନରୁ ଖସି ପଡ଼ିବାରୁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ହେମପୁର ନିବାସୀ ଶ୍ରୀଧର ଜେନା(୪୨) ଭୁବନେଶ୍ୱରସ୍ଥିତ ଏକ ପାଇପ ଲାଇନ କମ୍ପାନୀରେ ଶ୍ରମିକ ଭାବରେ କାମ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଲିଆପାଳ: ରାସନକାର୍ଡ କଟାଯିବାକୁ ନେଇ ଉତ୍ତେଜନା

ବାଲେଶ୍ୱର: ବାଲିଆପାଳ ବ୍ଲକରେ ରାସନକାର୍ଡ କଟାଯିବାକୁ ନେଇ ମଙ୍ଗଳବାର ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ବ୍ଲକ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଜାମୁକଣ୍ଡା ପଞ୍ଚାୟତର ୭୦ଜଣଙ୍କ ରାସନକାର୍ଡ କଟାଯାଇଥିବା ଅଭିଯୋଗ ହୋଇଛି।
ଅଧିକ ଖବର ଦେଖନ୍ତୁ...