ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ: ଗଞ୍ଜାମରୁ ଶିଙ୍ଗ, ଚମଡ଼ା ଚାଲାଣ

ବ୍ରହ୍ମପୁର: ଆସନ୍ତାକାଲି ବିଶ୍ବ ବନ୍ୟପ୍ରାଣୀ ଦିବସ। ଉକ୍ତ ଦିନ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ଯେ ପର୍ଯ୍ୟନ୍ତ ଶିକାରୀ ଓ ମାଫିଆଙ୍କ ଉପରେ ରୋକ ଲଗାଯାଇ ପାରି ନାହିଁ, ସେ ପର୍ଯ୍ୟନ୍ତ ବନ୍ୟଜନ୍ତୁ ସୁରକ୍ଷିତ ନୁହନ୍ତି। ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

କୁଆରମୁଣ୍ଡା/ବୀରମିତ୍ରପୁର: ପତ୍ନୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବାଙ୍କୁ ଗତ ୧ ବର୍ଷ ହେଲା ନିଜଘରେ ପତ୍ନୀ ଭାବେ ରଖି ଆସୁଥିବା ଜଣେ ବ୍ୟକ୍ତି ଉକ୍ତ ବିଧବାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଳଙ୍ଗବିରା ଗ୍ରାମର ଗନ୍ଦୁରାଟୋଲିରେ…
ଅଧିକ ଖବର ଦେଖନ୍ତୁ...

ପେନସନ୍ ଆଣିବାକୁ ଯାଇଥିଲେ, ଟଳିପଡ଼ିଲେ ବୃଦ୍ଧ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସି ରାଣୀପଡ଼ା ବାସିନ୍ଦା ଉଦୟନାଥ ବେହେରା (୭୪) ଆଜି ପେନସନ୍ ଉଠାଇବାକୁ ପୋଲସରା ଉପଡାକଘରକୁ ଯାଇଥିଲେ। ହେଲେ ହୃଦ୍‌ଘାତର ଶିକାର ହୋଇଥିଲା ଏବଂ ଏଥିରେ ପ୍ରାଣ ହରାଇଛନ୍ତି। ଡାକ ଅଫିସ୍ ଭିତରେ ହୃଦ୍‌ଘାତ ଯୋଗୁଁ ତାଙ୍କୁ ସଂଗେ ସଂଗେ ପୋଲସରା…
ଅଧିକ ଖବର ଦେଖନ୍ତୁ...

ସମାଜ ବିକାଶରେ ନିଜର ଜ୍ଞାନ ବିନିଯୋଗ କରନ୍ତୁ: ରାଷ୍ଟ୍ରପତି

ବ୍ରହ୍ମପୁର/ଗୋପାଳପୁର: ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ର ପ୍ରାପ୍ତିର ଉତ୍ସବ ନୁହେଁ, ଏହା ହେଉଛି ସାଧନା ଓ ସଫଳତାର ସ୍ବୀକୃତି ପର୍ବ। ଏହା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍ବପ୍ନ ଓ ଦ୍ବାର ଉନ୍ମୋଚନ କରିବ। ପୁରାତନ କାଳରେ ବିଦ୍ୟାର୍ଥୀମାନେ ଗୁରୁକୁଳରେ ଅଧ୍ୟୟନ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ସୁରତ ବ୍ୟବସାୟୀଙ୍କୁ ହତ୍ୟା ଘଟଣା: ଦୁଇ ହତ୍ୟାକାରୀ ଗିରଫ, ପିସ୍ତଲ ଜବତ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରାରେ ବିଜେଡି ନଗର ସଭାପତି ରଞ୍ଜିତ କୁମାର ସାହୁଙ୍କ ଘ‌ରେ ସୁରତ ବ୍ୟବସାୟୀ ଗୋହିଲ ହେମନ୍ତ ସିଂଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୁଲିସ। ଏହି ହତ୍ୟାକାଣ୍ଡ ପଛରେ ବେଆଇନ ମଦ କାରବାର ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ-କିରାଣି

ଆସିକା: ଜଣେ ଗାଡ଼ି ମାଲିକଙ୍କ ବକେୟା ବିଲ୍‌ ପାସ୍‌ କରିବା ପାଇଁ ଲାଞ୍ଚ ନେଉଥିଲେ। ଏତିକିବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଳସମ୍ପଦ ବିଭାଗ ଆସିକା ସିଏଡି ଭିଜିଜନ୍‌-୮ (ସେଚାଞ୍ଚଳ ଉନ୍ନୟନ ଖଣ୍ଡ) ନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା। ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହ ଓ ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ହାଣି ହତ୍ୟା: ଖଣ୍ଡା ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ତଳସାହିରେ ଗୁଣିଗାରେଡ଼ି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ତ୍ରିଲୋଚନ ପ୍ରଧାନ। ସେ ଏକ ଦୋକାନ ଆଗରେ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରୁ ପିଅନଙ୍କ ମୃତଦେହ ଉଦ୍ଧାର

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ବରିଷ୍ଠ ଦେୱାନୀ ବିଚାରପତି ଓ ସହକାରୀ ଦୌରାଜଜ କୋର୍ଟରେ କାର୍ଯ୍ୟରତ ପିଅନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସଞ୍ଜୟ ଗତ ୩ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲାବେଳେ କୋର୍ଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ଗତକାଲି(ଗୁରୁବାର) ସେ ଛୁଟିରେ…
ଅଧିକ ଖବର ଦେଖନ୍ତୁ...

ଖଲ୍ଲିକୋଟ ବିଜେଡିରେ ବିଦ୍ରୋହ: ଅସନ୍ତୁଷ୍ଟ ନେତା କହିଲେ- ବିଧାୟିକା ହଟାଓ

ଖଲ୍ଲିକୋଟ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି। ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ବିରୋଧରେ ଅସନ୍ତୁଷ୍ଟ ଓ ନେତା କର୍ମୀମାନେ ଖୋଲାଖୋଲି ସ୍ବରୋତ୍ତୋଳନ କରିବା ସହ ‘ବିଧାୟିକା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର-ଭୁବନେଶ୍ବର: ଟିକେଟ୍‌ ମୂଲ୍ୟ ୪୦କୁ ଖସିଲା

ବ୍ରହ୍ମପୁର: ବହୁଦିନର ଦାବି ଶେଷରେ ପୂରଣ ହୋଇଛି। କରୋନା ପରେ ବୃଦ୍ଧି ପାଇଥିବା ପାସେଞ୍ଜର୍‌ ଟ୍ରେନ୍‌ ଟିକେଟ୍‌ ମୂଲ୍ୟକୁ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ପାସେଞ୍ଜର୍‌ ଟ୍ରେନ୍‌ରେ ବ୍ରହ୍ମପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀଙ୍କୁ ପୂର୍ବଭଳି ୪୦ଟଙ୍କା ଦେବାକୁ ପଡ଼ିବ। ଗତକାଲି ଠାରୁ…
ଅଧିକ ଖବର ଦେଖନ୍ତୁ...