ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

ପତ୍ନୀ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଆସିକା: ଆସିକା ଥାନା ଅଧୀନ ମଙ୍ଗଳପୁର ଗ୍ରାମରେ ୨୦୨୨ ସେପ୍ଟେମ୍ବର ୨୨ ତାରିଖ ରାତିରେ ମଦ୍ୟପ ସ୍ୱାମୀ ବିଜୟ ପ୍ରଧାନର ଗେଡ଼ାବାଡ଼ି ମାଡ଼ରେ ପତ୍ନୀ ମଞ୍ଜୁଳା ପ୍ରଧାନ(୪୭)ଙ୍କ ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ…
ଅଧିକ ଖବର ଦେଖନ୍ତୁ...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆସିକା: ଗ୍ଞ୍ଜାମ ଜିଲ୍ଲା ଆସିକା ଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁତୋଟାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି। ମୃତଦେହଟି ୪ରୁ ୫ ଦିନର ହୋଇଥିବା ଆନୁମାନ କରାଯାଉଛି। ତେଣୁ ଗଳିତ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି। ଘଟଣାସ୍ଥଳରେ ଆସିକା…
ଅଧିକ ଖବର ଦେଖନ୍ତୁ...

କପି କରି ଧରାପଡ଼ିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୁଲିସ କହିଛି। ବୈଦ୍ୟନାଥପୁର ଥାନା ପୁଲିସ କେସ୍ ନମ୍ବର ୧୦୦/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରୀକ୍ଷାରେ କପି କରି…
ଅଧିକ ଖବର ଦେଖନ୍ତୁ...

୫-ଟି ଅଧ୍ୟକ୍ଷଙ୍କ ଉପରକୁ ଟମାଟୋ ମାଡ କଲେ ବ୍ୟକ୍ତି

ଭୁବନେଶ୍ୱର: ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଗଞ୍ଜାମ ବେଲଗୁଣ୍ଠା ଗସ୍ତରେ ଯାଇଥିବାବେଳେ ସାମନାକୁ ଆସିଛି ଅଭାବନୀୟ ଦୃଶ୍ୟ । ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ କରିଛନ୍ତି ଜଣେ ବ୍ୟକ୍ତି । ତେବେ ଟମାଟୋ ମାଡ ପରେ ବି ଅଟକି ନଯାଇ, ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନରୁ ୫.୮୨ ଲକ୍ଷ ଚୋରି

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବସ୍‌ଷ୍ଟାଣ୍ଡ୍‌ ସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୫.୮୨ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଅଞ୍ଚ‌ଳର ବିଦେଶୀ ମଦ ଦୋକାନରେ ସିରିଜ୍‌ ଚୋରି ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଛି l କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଟିକା ଦେବାପରେ ୫ ମାସର ଶିଶୁପୁତ୍ରର ମୃତ୍ୟୁ ଅଭି‌ଯୋଗ

ବୁଗୁଡ଼ା: ଟିକା ଦେବା ପରେ ଜଣେ ୫ ମାସର ଶିଶୁପୁତ୍ରର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୃତ ଶିଶୁ ଜଣକ ବୁଗୁଡ଼ା ଖଦାଳ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ। ସୂଚନା ପ୍ରକାରେ ଆଜି ସାପ୍ତାହିକ ଟିକାଦାନ ଦିବସ ଥିବାରୁ ଆଶାଦିଦିଙ୍କ ପରାମର୍ଶ କ୍ରମେ ସକାଳ ୧୧ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ନବୀନ ବାବୁଙ୍କୁ ହଟାଇ ବିଜେପିକୁ କ୍ଷମତା ଆଣିବାର ସମୟ ଆସିଛି: ଡକ୍ଟର ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି।  ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

୨୨ରେ ଆସୁଛନ୍ତି ରାଜନାଥ ସିଂହ: ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିବେ!

ବ୍ରହ୍ମପୁର: ଆସନ୍ତା ୨୨ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡ଼ିଶା ଗସ୍ତରେ ବ୍ରହ୍ମପୁର ସ୍ଥାନ ପାଇଛି। ସେହିଦିନ ଅପରାହ୍ନରେ ପ୍ରାୟ ଗୋଟାଏ ବେଳେ ଆମ୍ବପୁଆଠାରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ, ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଯୋଗଦେବାର…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର: ବନ୍ଦ ଘରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦୁଇ ଜଣ ହେଲେ ଡାଲି ନିଲାବେଣି (୩୫) ଓ ତାଙ୍କ ୯ ବର୍ଷର ପୁଅ। ବିଲମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ସୂଚନା ଅନୁଯାୟୀ, ଡାଲି ନିଲାବେଣିଙ୍କ…
ଅଧିକ ଖବର ଦେଖନ୍ତୁ...

ଆର୍ମିର ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ: ୪୮୮ ମିଟର କପଡ଼ା ଜବତ କଲା ପୁଲିସ

ବ୍ରହ୍ମପୁର: ଆର୍ମିର ଏକ ସ୍ବତନ୍ତ୍ର ଡ୍ରେସ କପଡ଼ା ବିକି ହରଡ଼ଘଣାରେ ଦୋକାନୀ। ଦୋକାନୀଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ପୁଲିସ ଓ ମିଲିଟାରି ଗୁଇନ୍ଦା ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ଦୋକାନରୁ ୪୮୮ ମିଟର କପଡ଼ା ଜବତ କରିଛି ଟାଉନ ଥାନା ପୁଲିସ। ଗୋଳାବନ୍ଧ ଆର୍ମି…
ଅଧିକ ଖବର ଦେଖନ୍ତୁ...