ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପାରିବାରିକ କଳହରୁ ପୋଡ଼ିହୋଇ ଦମ୍ପତି ଗୁରୁତର, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରରେ ପୋଡ଼ିହୋଇ ଦମ୍ପତି ଗୁରୁତର ହୋଇଛନ୍ତି। ଆନନ୍ଦପୁର ଥାନା କାଠକଟା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜନୈକ ମହିଳା ନିଜ ଦେଶରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ଦେହରେ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପାଣି ପାଇଁ ତେଲକୋଇ ବ୍ଲକ୍‌ରେ ଧାରଣା

ତେଲକୋଇ: ଗାଁରେ ଅଛି ଦୁଇଟି ନଳକୂପ। ଗୋଟିଏ ସମ୍ପୂର୍ଣ୍ଣ ଖରାପ। ଅନ୍ୟ ନଳକୂପରୁ ବାହାରୁଥିବା ପାଣି ବ୍ୟବହାରଯୋଗ୍ୟ ନୁହେଁ। ‘ବସୁଧା’ ଯୋଜନାରେ ପାଇପ୍‌ ପାଇପ୍‌ ଯୋଗେ ଜଳ ଯୋଗାଣ ହେଉଥିଲା। ତିନିମାସ ହେଲା ଜଳ ଯୋଗାଣ ବନ୍ଦ ରହିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣି…
ଅଧିକ ଖବର ଦେଖନ୍ତୁ...

ଗୋରୁ ବୋଝେଇ ଗାଡ଼ି ଜବତ: ଚାଳକ ଫେରାର

ଉଦୟପୁର: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍‌ ଗଦଗଦି ଗ୍ରାମର ବେହେରାସାହି ନିକଟରୁ ଗତକାଲି ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପାଟଣା ଥାନା ପୁଲିସ ଜବତ କରିଛି। ଦେବଗଡ଼ ପଟୁ ୧୦ଟି ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ ଗୋରୁ ବୋଝେଇ ହୋଇ କେନ୍ଦୁଝର ଆସୁଛି ବୋଲି କିଛି ଯୁବକ ଖବର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ମୁଖ୍ୟ ଡାକଘରେ ମିଳୁନି ପାସପୋର୍ଟ ସେବା

କେନ୍ଦୁଝର: କେନ୍ଦୁଝର ମୁଖ୍ୟ ଡାକଘରେ ପାର୍ସପୋର୍ଟ ସେବାକେନ୍ଦ୍ର ଖୋଲାଯାଇଛି। ଗତ ୨୦ ଦିନ ହେବ ଏଠାରେ ସେବା ମିଳୁ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପ୍ରିଲ ୧ରୁ ସର୍ଭର କାମ କରୁ ନଥିବାରୁ ନୂତନ ପାସ୍‌ପୋର୍ଟ ତିଆରି ଓ ନବୀକରଣ ପାଇଁ ଆସୁଥିବା ଲୋକ ହଇରାଣ ହେଉଛନ୍ତି। ଫଳରେ…
ଅଧିକ ଖବର ଦେଖନ୍ତୁ...

ଉତ୍କଟ ପାନୀୟଜଳ ସମସ୍ୟା: ଶୋଷ ମେଣ୍ଟାଉଛି ଚୁଆପାଣି

ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତ ଗୋପୀସାଗର ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏହି ଗ୍ରାମରେ ୨୩ଟି ପରିବାର ବାସ କରୁଛନ୍ତି। ଗାଁରେ ଗୋଟିଏ ବି ନଳକୂଅ ନାହିଁ। ଗ୍ରାମବାସୀ ପାଣି ପାଇଁ ନିକଟରେ ବହି ଯାଉଥିବା ନାଳ ଉପରେ ନିର୍ଭର କରିଥାନ୍ତି।…
ଅଧିକ ଖବର ଦେଖନ୍ତୁ...

ଚମ୍ପୁଆରେ ସନାତନଙ୍କୁ ବିଜେଡି ଟିକେଟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି। ଚମ୍ପୁଆର ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ଙ୍କ କେନ୍ଦୁଝର ଜିଲ୍ଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀ ସମେତ ପଡ଼ୋଶୀ କରଞ୍ଜିଆ ନିର୍ବାଚନମଣ୍ଡଳୀରେ ସଂଗଠନ ରହିଛି। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଭାଗୀରଥିଙ୍କ ଟିକେଟ କଟିଲା, ଅଭିମନ୍ୟୁ ବିଜେଡି ପ୍ରାର୍ଥୀ

ଆନନ୍ଦପୁର/ହାଟଡିହି: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ଟିକେଟ୍‌ କାଟି ଅଭିମନ୍ୟୁ ‌େସଠୀଙ୍କୁ ପ୍ରାର୍ଥୀ କରିଛି। ଅଭିମନ୍ୟୁ ହେଉଛନ୍ତି ହାଟଡିହି ବ୍ଲକ୍‌ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସ୍ବାମୀ। ‌ ୨୦୦୯ ପରଠାରୁ ଆନନ୍ଦପୁର…
ଅଧିକ ଖବର ଦେଖନ୍ତୁ...

ଜଳଭଣ୍ଡାରରେ ଜଳ ନାହିଁ: ୧୫ ଦିନରେ ଶୁଖିଯିବ ବଡ଼ଘାଗରା ଡ୍ୟାମ୍‌

କେନ୍ଦୁଝର: ଖରା ଆରମ୍ଭରୁ ଦେଖାଦେଲାଣି କଳକଷ୍ଟ। ନଦୀନାଳ, କେନାଲ ସବୁ ଶୁଖି ଯାଇଥିବା ବେଳେ ଏବେ ଜଳଭଣ୍ଡାର ଶୁଖିବା ଆରମ୍ଭ କଲାଣି। ଏହି ଧାରା ଆଉ କିଛିଦିନ ଜାରି ରହିଲେ ‌କେନ୍ଦୁଝର ସହରବାସୀ ପାଣି ପାଇଁ ଛଟପଟ ହେବେ ବୋଲି କୁହାଯାଉଛି। ‌କେନ୍ଦୁଝର ଜିଲ୍ଲାରେ ରହିଛି ବଡ଼ଘାଗରା, କାନ୍‌ଝାରୀ,…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ରାଜନୀତି: ସବୁ ଦଳରେ ବିରୋଧ ଓ ବିଦ୍ରୋହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି। ହାତଗଣତି କିଛି ନିର୍ବାଚନମଣ୍ଡଳୀକୁ ଛାଡ଼ିଦେଲେ ସବୁଠି ଟିକେଟ ପାଇଥିବା ପ୍ରାର୍ଥୀମାନେ ନିଜର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଶାସକ ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍,ଚାଳକ ଗୁରୁତର

ପଦ୍ମପୁର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ଭୋର ୫ଟାରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ  ଓମିନି ଆମ୍ବୁଲାନ୍ସ ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଛି। ଫଳରେ ଗାଡି ସାମ୍ନା ଭାଗ ଚୁରମାର ହୋଇଯାଉଥିଵାବେଳେ ଚାଳକ ଭିତରେ ଚାପି…
ଅଧିକ ଖବର ଦେଖନ୍ତୁ...