ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଓଡ଼ିଶା ଆଶାକର୍ମୀ ସଂଘର ବିକ୍ଷୋଭ

ଖୋର୍ଦ୍ଧା: ବାମପନ୍ଥୀ ଶ୍ରମିକ ସଂଗଠନ ସିଆଇଟିୟୁ(ସିଟୁ) ସହ ଅନୁବନ୍ଧିତ ଓଡ଼ିଶଶ ଆଶାକର୍ମୀ ଆସୋସିଏସନ୍‌ର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସୋମବାର ବିଭିନ୍ନ ଦାବି ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଶିକ୍ଷକଙ୍କ ଧାରଣା

ଖୋର୍ଦ୍ଧା: ଆଜି ସୋମବାର ପୁଣିଥରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼ରେସନ୍‌ର ନିଷ୍ପତ୍ତିକ୍ରମେ ଖୋର୍ଦ୍ଧା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ (ବିଇଓ) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା

ଖୋର୍ଦ୍ଧା: ମାଣ୍ଡିଆ ଏକ ଶ୍ରେଷ୍ଠ ଖାଦ୍ୟ କିମ୍ବା ସାମୟିକ ଖାଦ୍ୟ ଶୀର୍ଷକ ଜିଲ୍ଲାସ୍ତରୀୟ ବିଜ୍ଞାନ ତର୍କ ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧୦ଟି ବ୍ଲକରୁ ବଛାବଛା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ମିସନ ଇନ୍ଦ୍ରଧନୁଷର ଶୁଭାରମ୍ଭ

ଖୋର୍ଦ୍ଧା: ପୂର୍ବ ଟୀକାକରଣ ଅଭିଯାନରେ କୌଣସି କାରଣରୁ ଟୀକା ନେଇ ପାରିନଥିବା ଗର୍ଭବତୀ ମହିଳା ଓ ଜନ୍ମରୁ ୫ ବର୍ଷ ଶିଶୁଙ୍କ ନିମନ୍ତେ ସୋମବାର ଠାରୁ ମିସନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଦଧିମାଛଗାଡ଼ିଆରେ ଗୁଣିଆ ଭୟ: ସ୍କୁଲକୁ ଗଲେନି ଛାତ୍ରଛାତ୍ରୀ, ଗୁଣି ସନ୍ଦେହରେ ଜଣକୁ ନିସ୍ତୁକ ଛେଚିଲେ ଗାଁଲୋକ

ଖୋର୍ଦ୍ଧା: ଚନ୍ଦ୍ରର ଦକ୍ଷିଣ ମେରୁରେ ବିଶ୍ବରେ ପ୍ରଥମ ଥର ପାଇଁ ଭାରତର ଉପଗ୍ରହ ପହଞ୍ଚିଛି। ସୂର୍ଯ୍ୟଙ୍କ ସମ୍ପର୍କରେ ଗବେଷଣା କରିବାକୁ ଆଦିତ୍ୟ ଉପଗ୍ରହ ପଠାଯାଇଛି। ବର୍ଷ ତମାମ ସ୍କୁଲରେ ବିଜ୍ଞାନ କର୍ମଶାଳା, ନାଟକ, ପ୍ରଦର୍ଶନୀ, ଆଲୋଚନା ହେଉଛି। ଏହାସତ୍ବେ ଗୁଣିଆ ଓ ଭୁତପ୍ରେତ ଭୟରେ ଆଜି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ନୂଆ ସଂସ୍ଥାକୁ ଟେଣ୍ଡର ବିରୋଧରେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନରେ ବସିଛନ୍ତି । ବିଶେଷ କରି ନୂଆ ସଂସ୍ଥାକୁ ଟେଣ୍ଡର ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ସଫେଇ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି…
ଅଧିକ ଖବର ଦେଖନ୍ତୁ...

ଡାକ ନଶୁଣିବାରୁ ୱାର୍ଡସଭ୍ୟଙ୍କ ମୁଣ୍ଡ ଫଟାଇଲେ ପୁଲିସ ବାବୁ

ଖୋର୍ଦ୍ଧା/ ନିରାକାରପୁର: ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ପୁଲିସର ଦୌରାତ୍ମ୍ୟ ଓ ମନମାନିର ଏକ ନିଚ୍ଛକ ଉଦାହରଣ ରବିବାର ଦେଖିବାକୁ ମିଳିଛି। ଆଜି କୌଣସି ଏକ ମାମଲା ସମ୍ପର୍କରେ ବୁଝିବାକୁ ଜଙ୍କିଆ ଥାନାକୁ ଯାଇଥିଲେ ଜନୈକ ୱାର୍ଡସଭ୍ୟ । ତାଙ୍କୁ ପଛରୁ ଡାକିଥିଲେ ଜଙ୍କିଆ ଥାନାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟରେ ‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା, ଭାଗନେଲେ ୧୦୨ ଛାତ୍ରଛାତ୍ରୀ

ଖୋର୍ଦ୍ଧା:  ପ୍ରତିବର୍ଷ ଭଳି ଓଡ଼ିଶାର ଅଗ୍ରଣୀ ଓଡ଼ିଆ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ରବିବାର ବ୍ଲକ ଓ ପୌରାଞ୍ଚଳସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା: ଖୋର୍ଦ୍ଧା ଉପଖଣ୍ଡର ଭାଗନେଲେ ଅଢେଇହଜାର ଛାତ୍ରଛାତ୍ରୀ

ଖୋର୍ଦ୍ଧା: ରାଜ୍ୟର ଅଗ୍ରଣୀ ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ବାର୍ଷିକ ପ୍ରତିଯୋଗିତାରେ ଆଜି ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକର ୯ଟି ପରୀକ୍ଷା କେନ୍ଦ୍ରରେ ଅଢ଼େଇ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷାରେ ଭାଗ ନେଇଛନ୍ତି।  ଚିତ୍ରାଙ୍କନକରେ ମୋଟ…
ଅଧିକ ଖବର ଦେଖନ୍ତୁ...