ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଜିଲ୍ଲାରେ ଆବାସ ଯୋଜନା ଦୁର୍ନୀତି: ତଦନ୍ତ ପରେ ୨୯୪୦ ଅଯୋଗ୍ୟ ପ୍ରମାଣିତ

ନୟାଗଡ଼ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ନୟାଗଡ଼ ଜିଲ୍ଲା ନିମନ୍ତେ ୧୯ ହଜାର ୧୧୯ଟି ଘର ମଞ୍ଜୁର ହୋଇ ସମାନ ସଂଖ୍ୟକ ସାମ୍ଭାବ୍ୟ ହିତାଧିକାରୀ ତାଲିକା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ଏହି ସାମ୍ଭାବ୍ୟ ତାଲିକାରେ ଥିବା ଅଯୋଗ୍ୟ ପରିବାର ନାମରେ ଅଭିଯୋଗ ଆହ୍ବାନ…
ଅଧିକ ଖବର ଦେଖନ୍ତୁ...

ଜରାଜୀର୍ଣ୍ଣ ପୁରାତନ ଗୋପୀନାଥ ଜିଉ ମନ୍ଦିର: ଗର୍ଭଗୃହରେ ଫାଟ, ଚରିଯାଇଛି ଚେର

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗଡଜାତ ଅଞ୍ଚଳ ମଧ୍ୟରେ ଦଶପଲ୍ଲା ଗଡ଼ଜାତ ସଂସ୍କୃତିର ପରମ୍ପରା ହେଉଛି ଅନ୍ୟତମ। ରାଜାରାଜୁଡ଼ା ଅମଳରୁ ପ୍ରତିଷ୍ଠିତ ଦଶପଲ୍ଲାର ସର୍ବପୁରାତନ ତଥା ବଡ଼ ମନ୍ଦିର ଭାବେ ରାଧାକାନ୍ତ, ଜଗନ୍ନାଥ, ମହାବୀର ଏବଂ ଗୋପୀନାଥ ମନ୍ଦିର ବେଶ୍ ଜଣାଶୁଣା। ଏସବୁ ମନ୍ଦିରର…
ଅଧିକ ଖବର ଦେଖନ୍ତୁ...

ନୂଆଗାଁ ବ୍ଲକରେ ପାନୀୟ ଜଳ ସମସ୍ୟା: ଚୁଆଖୋଳି ପାଣି ସଂଗ୍ରହ କରୁଛନ୍ତି ଗ୍ରାମବାସୀ

ନୂଆଗାଁ : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ। ଅସହାୟ ଗରିବଗୁରୁବା ଲୋକଙ୍କ କୋହକୁ ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି। ପ୍ରତିବର୍ଷ ନୂଆଗାଁ ବ୍ଲକ୍‌ ପାନୀୟ ଜଳ ଯୋଗାଣ ବିଭାଗର ଅସଲ ମୁଖା ଖୋଲୁଥିବା ସହ…
ଅଧିକ ଖବର ଦେଖନ୍ତୁ...

ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ: ପ୍ରକଳ୍ପ ଗୋଟିଏ କିନ୍ତୁ କାମ ହୋଇଛି ଦୁଇଟି

ନୂଆଗାଁ : ନୂଆଗାଁ ବ୍ଲକ୍‌ ସିକ୍ରୀଡା ପଞ୍ଚାୟତ ଗୌଡଚାଞ୍ଚରାପଲ୍ଲୀ ଗ୍ରାମରେ ବର୍ଷ ବର୍ଷଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟା ବର୍ତ୍ତମାନ ଦୂର ହେଉଥିବା ବେଳେ ଏଠାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପକୁ ନେଇ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଗ୍ରାମରେ ବିଧାୟକ ପାଣ୍ଠିରୁ ସୋଲାର…
ଅଧିକ ଖବର ଦେଖନ୍ତୁ...

ପୁଅକୁ ପଥରରେ ଛେଚି ଦେଲା ବାପା

ନୟାଗଡ଼ : ଇଟାମାଟି ଥାନା ଅଧୀନ ପଞ୍ଚାୟତସ‌ାହି ଦୈତାରୀ ମହାନ୍ତିଙ୍କ ପୁଅ ଶିବ ପ୍ରସାଦ ମହାନ୍ତି(୫୨) ବହୁ ସମୟରେ ମଦ ତଥା ଅନ୍ୟାନ୍ୟ ନିଶା ଖାଇ ଘରେ ଝଗଡ଼ା କରେ। ଏହାକୁ ନେଇ ପରିବାରରେ ସବୁବେଳେ ଅଶାନ୍ତି ଲାଗିରହିଥାଏ। ଏଭଳି ସ୍ଥିତିରେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲାରେ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ୍‌: ଏକାଠି ହେଲେ ୧୪ ବିଧାୟକ

ଦଶପଲ୍ଲା : ଦଶପଲ୍ଲା ସ୍ପୋର୍ଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡ଼ିଆଠାରେ ବିଧାୟକ ଏକାଦଶ ଓ ନୟାଗଡ଼ ଜିଲ୍ଲା ପ୍ରଶାସନ ଏକାଦଶ ପକ୍ଷରୁ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏହି ରୋଚକ ମ୍ୟାଚ୍‌ରେ କେହି କାହାରିକୁ ଗୋଲ୍‌ ଦେଇ…
ଅଧିକ ଖବର ଦେଖନ୍ତୁ...

ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ପ୍ରଥମ ପର୍ୟ୍ୟାୟ ରଥକାଠ

ଦଶପଲ୍ଲା: ମହାବୀର କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଅଭିମୁେଖ ଆଜି ବାହାରିଛି ଚଳିତବର୍ଷ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁନିର୍ମାଣ ହେବାକୁ ଥିବା ପ୍ରଥମ ପର୍ୟ୍ୟାୟ ରଥ କାଠ। ପୂର୍ବାହ୍ନେର ଦଶପଲ୍ଲାର ଆରାଧ୍ୟେଦବ ପ୍ରଭୁ ମହାବୀର ମନ୍ଦିର ସମ୍ମୁଖେର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପେର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଞ୍ଚାୟତ ଜାନିସାହି ଗ୍ରାମର କାର୍ଯ୍ୟରତ ଜଣେ ସହିଦ୍ ଯବାନଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ସହିଦ୍ ଯବାନ ଜଣଙ୍କ ହେଲେ ଗ୍ରାମର ସ୍ବର୍ଗତ ଅଜୁର୍ନ ପ୍ରଧାନଙ୍କ ପୁଅ ମହେଶ୍ବର ପ୍ରଧାନ (୫୬)। ସେ…
ଅଧିକ ଖବର ଦେଖନ୍ତୁ...

ରାଇସ୍ ମିଲରେ ଅଘଟଣ: ଚାଉଳ ବସ୍ତା ତଳେ ଚାପି ହୋଇ ଚାଲିଗଲା ଦୁଇ ଶ୍ରମିକଙ୍କର ଜୀବନ

ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଥିବା ଏକ ରାଇସ୍ ମିଲ୍ ରେ ଅଘଟଣ ଘଟିଛି। ଚାଉଳ ବସ୍ତା ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଚିଛି। ଓଡଗାଁ ଥାନା ମା ମଙ୍ଗଳା ରାଇସ୍ ମିଲ୍ ରେ ଚାଉଳ ଷ୍ଟକୟାର୍ଡରେ ଚେକିଂ କରୁଥିବା ସମୟରେ ଦୁଇ ଶ୍ରମିକଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇଲା ଡଙ୍ଗା: ନଦୀକୁ ଖସିପଡ଼ିଲେ ଯାତ୍ରୀ, ଅଳ୍ପକେ ବର୍ତ୍ତିଲେ

ଓଡ଼ାପଡ଼ା : ଓଡ଼ାପଡ଼ା ବ୍ଲକ୍‌ ନାଧରା ଗ୍ରାମ ନିକଟ ଗୋ କନେକଶ୍ୱର ମହାଦେବ ମନ୍ଦିରଠାରେ ଆୟୋଜିତ ମକର ମେଳା ଦେଖି କେ‌ତେକ ଯାତ୍ରୀ ବ୍ରାହ୍ମଣୀ ନଦୀ‌ରେ ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ସେମାନେ ନଦୀରେ ଖସିପଡ଼ିଥିଲେ। ତେବେ, ଯାତ୍ରୀମାନେ ସୁରକ୍ଷିତ ଭାବେ ନଦୀକୂଳକୁ…
ଅଧିକ ଖବର ଦେଖନ୍ତୁ...