ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଟ୍ୟୁସନ୍‌ରୁ ଫେରିବା ବେଳେ ନାବାଳକକୁ ଅପହରଣ! ପୁଲିସର ତଦନ୍ତ ଆରମ୍ଭ

ଓଡ଼ଗାଁ : ଗତକାଲି ରାତିଠାରୁ ଟ୍ୟୁସନ୍‌ ସାରି ଆଉ ଘରକୁ ଫେରିନାହାନ୍ତି ଜଣେ ନାବାଳକ। ଘରଠାରୁ ୫୦ ମିଟର ଦୂରରେ ଥିବା ଏକ ବାଉଁଶ ବୁଦା ଭିତରୁ ତାଙ୍କ ସାଇକେଲ୍ ଉଦ୍ଧାର କରାଯାଇଥିବାରୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କ ଆଉ ଏକ ସଫଳତା: ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଲା ସଫଳତାର କାହାଣୀ

ଦଶପଲ୍ଲା : ଆମେରିକାରେ ଗବେଷଣାରତ ଓଡ଼ିଆ ବୈଜ୍ଞାନିକ ତଥା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଂଜନ ବେହେରାଙ୍କୁ ମିଳିଛି ଆଉ ଏକ ସଫଳତା। ତାଙ୍କର ସଫଳତାର କାହାଣୀ ଇଷ୍ଟ୍ ଟେନିସୀ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି। ଯାହାକି ସମଗ୍ର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ କୋଟିପତି ଏସଆଇ: ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ ଲକ୍ଷ ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ସଂପତ୍ତି ଦେଖି ଆଖି ଖୋସି ହୋଇଯାଉଛି। ସେ ଜଣେ କୋଟିପତି ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ ଅଭିମନ୍ୟୁ ଚୌଧୁରୀ ଓ ତାଙ୍କ ସମ୍ପର୍କୀୟଙ୍କ ୧୪ଟି ବ୍ୟାଙ୍କ ଆକାଉଣ୍ଟରୁ ୮୬ ଲକ୍ଷ ୮୩ ହଜାର ୧୬୨ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ତମାଣ୍ଡୋ ଥାନା ଏସ୍ ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ଏସଆଇ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ତମାଣ୍ଡୋ ଥାନା ଏସ  ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ନିର୍ବାଚନରେ ମାତିବା ପ୍ରସଙ୍ଗ: ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ

ନୟାଗଡ଼ : ପଦ୍ମପୁର ଉପନିର୍ବାଚନରେ ସାମିଲ୍‌ ହେବା ନୟାଗଡ଼ ନବଘନପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲା ଶିକ୍ଷା କାର୍ଯ୍ୟ‌ାଳୟ ପକ୍ଷରୁ ଆଜି ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୨ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ନିର୍ବାଚନରେ ମାତିଲେ ନୟାଗଡ଼ର ଶିକ୍ଷକ

ନୟାଗଡ଼ : ପଦ୍ମପୁର ବିଧାନସଭା ଆସନ ଉପନିର୍ବାଚନ ନେଇ ରାଜ୍ୟ ଉଠୁଛି ପଡ଼ୁଛି। ବି‌ଜେଡି-ବିଜେପିର ନେତାମାନେ ନିଜ ଦଳକୁ ଜିତାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଦଳୀୟ ‌ପ୍ରେମ ଦେଖାଇ ନୟାଗଡ଼ର ଜଣେ ଶିକ୍ଷକ ଉତ୍ସାହିତ ହୋଇ ପଦ୍ମପୁର ନିର୍ବାଚନରେ ମାତିଥିବା ଦେଖାଯାଇଛି। ଦଳର ଜ‌ଣେ…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ  ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଉପରେ ପ୍ରଶାସନିକ ଛାଟ: ସହକାରୀ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ସୋନପୁର/ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ରେ ଗତ ପ୍ରାୟ ବର୍ଷେ ହେବ ଦୁର୍ନୀତି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ପୁଣି ଜଣେ ଯନ୍ତ୍ରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ଭାପୁର ବ୍ଲକ୍‌ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପୂର୍ବରୁ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ବିଦାହେଲେ ଅବକାରୀ ଏସ୍‌ଆଇ, ଚୋରା ମଦ ବେପାରୀଙ୍କୁ ସୁରକ୍ଷା ଦେଉଥିଲେ

ନୟାଗଡ଼ : ଚୋରା ଦେଶୀ ମଦ ବେପାରୀଙ୍କଠାରୁ ଚାନ୍ଦା ନେଇ ଚୋରା ମଦ କାରବାରକୁ ‌ପ୍ରୋତ୍ସାହନ ଦେବା ‌ନୟାଗଡ଼ ସଦର ଅବକାରୀ ଥାନା ଏସ୍‌ଆଇ ତଥା ଖଣ୍ଡପଡ଼ା ଅବକାରୀ ଥାନା ଦାୟିତ୍ବ‌ରେ ଥିବା ଏସ୍‌ଆଇ ହଟିଆ ବେହେରାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଥିବା ଉପଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପରେ ବୋମାମାଡ଼; ଦେଢ଼ଲକ୍ଷ ଲୁଟ୍‌, ୩ ଆହତ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍‌ ସିଧାମୂଳା ପଞ୍ଚାୟତ ଅଧୀନ ରାଜକିଆରୀ ଛକରେ ଥିବା ଭାନୁମତି ପେଟ୍ରୋଲ ପମ୍ପରୁ ବିଳମ୍ବିତ ସନ୍ଧ୍ୟାରେ ଲୁଟ୍‌ ହୋଇଛି। ରାତି ପ୍ରାୟ ୯ଟାରେ କଣ୍ଟିଲୋ-ଗଣିଆ ୪୭ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ ପମ୍ପରେ ଏକ ନାଲି ରଙ୍ଗର କାର୍‌ ଆସି…
ଅଧିକ ଖବର ଦେଖନ୍ତୁ...