ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଚୋରା ମଦ ବେପାରୀଙ୍କ ସହ ସମ୍ପର୍କ ରଖି କନେଷ୍ଟବଳ ନିଲମ୍ବିତ, ଏସ୍‌ଆଇଙ୍କୁ ନିଲମ୍ବନ ପାଇଁ ଚିଠି

ନୟାଗଡ଼: ଚୋରା ମଦ ବେପାରୀଙ୍କ ସହିତ ସମ୍ପର୍କ ରଖିବା ନୟାଗଡ଼ ସଦର ଅବକାରୀ ଥାନାର ୨ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। କନେଷ୍ଟବଳ ପ୍ରଦୀପ୍ତ ନାୟକଙ୍କୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ନିଲମ୍ବନ କରିଥିବା ବେଳେ, ଏସ୍ଆଇ ହଟିଆ ବେହେରାଙ୍କୁ ନିଲମ୍ବନ ପାଇଁ ଅବକାରୀ କମିସନଙ୍କୁ ଜିଲ୍ଲାପାଳ ଚିଠି…
ଅଧିକ ଖବର ଦେଖନ୍ତୁ...

ପଦାକୁ ଆସିଲା ଅବକାରୀ କର୍ମଚାରୀଙ୍କ କଲ୍‌ ରେକର୍ଡିଂ: ‘ଚାନ୍ଦା ଦିଅ, ଚୋରା ମଦ କାରବାର କର’

ନୟାଗଡ଼ : ଚୋରା ମଦ କାରବାରକୁ ରୋକିବା ଅବକାରୀ ପୁଲିସର କାମ ହୋଇଥିବା ବେଳେ ଖୋଦ୍‌ ଅବକାରୀ ପୁଲିସ ପ୍ରୋତ୍ସାହନ‌ରେ ନୟାଗଡ଼ରେ ଚାଲିଛି ଚୋରା ମଦ କାରବାର। ମାସକୁ ମାସ ଚାନ୍ଦା ନେଇ ଅବକାରୀ ପୁଲିସ କିଭଳି ଚୋରା ମଦ କାରବାର କରିବାକୁ ‌ପ୍ରୋତ୍ସାହନ ଦେଉଛି, ତା’ର ପ୍ରମାଣ ‘ସମ୍ବାଦ’…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲା ଜଙ୍ଗଲକୁ ଟାର୍ଗେଟ କରୁଛନ୍ତି ଶିକାରୀ ଓ ମାଫିଆ

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲକୁ ଛାଇ ଗଲେଣି ଶିକାରୀ ଓ କାଠ ମାଫିଆ। ଅହରହ ଜଙ୍ଗଲରୁ ବହୁ ମୁଲ୍ୟବାନ ଗଛ କଟା ଚାଲିଥିବା ବେଳେ ଗୁଳିକରି ବନ୍ୟଜନ୍ତୁ ଶିକାର କରୁଛନ୍ତି। ଗତକାଲି ଏସ୍ଟିଏଫ୍ ଜଣେ ଶିକାରୀଙ୍କୁ ଗିରଫ କରିବା ସହ ୨ଟି ବାଘଛାଲ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଛାଲ,…
ଅଧିକ ଖବର ଦେଖନ୍ତୁ...

ଏସଟିଏଫ୍ ପଞ୍ଝାରେ ଚୋରା ବେପାରୀ: ଦୁଇଟି କଲରାପତରିଆ ବାଘଛାଲ ଜବତ

ନୟାଗଡ଼/ଦଶପଲ୍ଲା: ଶିକାରୀ ଓ ମାଫିଆଙ୍କ କପ୍ଳାରେ ଦଶପଲ୍ଲା ବନାଚଂଳ। ଏହି ବନାଚଂଳରେ ଶିକାରୀମାନେ ସକ୍ରିୟ ଥିବାନେଇ ବିଭିନ୍ନ ସମୟରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇ ଆସୁଥିବା ବେଳେ ଏସ୍‌ଟିଏଫ୍ ପଞ୍ଝାରେ ଗତକାଲି ପୁଣି ଜଣେ ବାଘ ଶିକାରୀ ପଡିଛି। ତାଠାରୁ ଏସଟିଏଫ୍ ୨ଟି କଲରାପତରିଆ ବାଘ ଛାଲ…
ଅଧିକ ଖବର ଦେଖନ୍ତୁ...

ରାସନ୍ କାର୍ଡ ପାଇଁ ଟଙ୍କା ମାଗିବା, ମାଡ଼ ମାରିବା ଘଟଣା: ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ପିଅନ ନିଲମ୍ବିତ

ନୟାଗଡ଼: ଗତ ୨ ତାରିଖ ଦିନ ନୟାଗଡ଼ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଜଣେ ଯୁବକଙ୍କୁ ମାଡ଼ ମାରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଉକ୍ତ କାର୍ଯ୍ୟାଳୟର ପିଅନ ଚନ୍ଦ୍ରମଣି ଭଟ୍ଟକୁ ମହଙ୍ଗା ପଡ଼ିଛି। ଏ ନେଇ ଗତ ୩ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

୨ ଲୁଟେରାଙ୍କ ସମେତ ସୁନାଦୋକାନୀ ଗିରଫ

ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ପୁଲିସ ମୋବାଇଲ, ସୁନାଅଳଙ୍କାର ଲୁଟ୍ କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୨ ଲୁଟେରା ଓ ଜଣେ ସୁନାଅଳଙ୍କାର ଚୋରା ବେପାରୀ ରହିଛି। ଏନେଇ ଟାଉନ୍ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଉମାକାନ୍ତ…
ଅଧିକ ଖବର ଦେଖନ୍ତୁ...

କଙ୍ଗାରୁକୋର୍ଟ: ଗାଁ ଛାଡ଼ି ଦେଢ଼ବର୍ଷ ହେଲା ଯାତ୍ରୀନିବାସରେ ରହୁଛନ୍ତି ୨୦ ପରିବାର

ଓଡ଼ଗାଁ : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଆଜି ବି କଙ୍ଗାରୁକୋର୍ଟର ଶିକାର ହେଉଛନ୍ତି ଅନେକ ପରିବାର। ଉଜୁଡ଼ି ଯାଉଛି ଧନ ସଂପତ୍ତି ଓ ଗାଁ ଛାଡ଼ୁଛନ୍ତି ଅଧିକାଂଶ ପରିବାର। ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟିକଙ୍କ ସହ ମିଶିଲେ ସମାଜ ପ୍ରତି ନେତାଙ୍କ ଆଭିମୁଖ୍ୟ ବଦଳିବ: ସୌମ୍ୟ

ନୟାଗଡ଼/ଗଣିଆ : ଆମ ସମାଜରେ ସାହିତ୍ୟିକମାନେ ରାଜନୀତି, ରାଜନେତାଙ୍କୁ ଘୃଣା କରୁଥିବା ଦେଖାଯାଉଛି। ‌ଏଭଳି ଏକ ମନୋଭାବ ସମାଜରୁ ଦୂରହେବା ଆବଶ୍ୟକ। ସାହିତ୍ୟ ଓ ରାଜନୀତି ଉଭୟର ଲକ୍ଷ୍ୟ ସମାଜର ହିତ ସାଧନ କରିବା। ରାଜନେତାଟିଏ ମଧ୍ୟ ସାହିତ୍ୟିକ ସହିତ ମିଶିବା ଦରକାର। ସାହିତ୍ୟିକଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ବାଘଛାଲ କାରବାର ଥମିବା ନାଁ ନେଉନି: ନୟାଗଡ଼ ବନଖଣ୍ଡରୁ ପୁଣି ବାଘ ଶିକାରୀ ଗିରଫ

ନୟାଗଡ଼ : ବାଘ ଛାଲ କାରବାର ତଥା ଶିକାର ଅଭିଯୋଗରେ ନୟାଗଡ଼ ବନଖଣ୍ଡରୁ ପୁଣି ଜଣେ ଶିକାରୀ ଗିରଫ ହୋଇଛି। ଗିରଫ ଶିକାରୀ ତଥା ବେପାରୀର ନାମ କୃପାସିନ୍ଧୁ ବିଶ୍ବାଳ(୬୧)। ତାଙ୍କ ଘର ନୟାଗଡ଼ ଟାଉନ୍‌ ଥାନା ଅଧୀନ ଚଣ୍ଡୀବସ୍ତ ଗ୍ରାମରେ। କୃପାସିନ୍ଧୁ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସମେତ…
ଅଧିକ ଖବର ଦେଖନ୍ତୁ...

ବାଘ ଛାଲ କାରବାର: ନୟାଗଡ଼ରୁ ପୁଣି ଜଣେ ଶିକାରୀ ଗିରଫ

ନୟାଗଡ଼: ବାଘ ଛାଲ କାରବାର ତଥା ଶିକାର ଅଭିଯୋଗରେ ନୟାଗଡ଼ ବନଖଣ୍ଡରୁ ପୁଣି ଜଣେ ଶିକାରୀ ଗିରଫ ହୋଇଛି। ଗିରଫ ଶିକାରୀ ତଥା ବେପାରୀଙ୍କ ନାମ କୃପାସିନ୍ଧୁ ବିଶ୍ବାଳ(୬୧), ତାଙ୍କ ଘର ନୟାଗଡ଼ ଟାଉନ୍ ଥାନା ଅଧୀନ ଚଣ୍ଡିବସ୍ତ ଗ୍ରାମରେ। କୃପାସିନ୍ଧୁଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସମେତ…
ଅଧିକ ଖବର ଦେଖନ୍ତୁ...