ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଜଳୁଛି ସଂରକ୍ଷିତ ଜଙ୍ଗଲ; ମହୁଲ ସଂଗ୍ରହ ପାଇଁ ଲାଗୁଛି ନିଆଁ

ନୂଆଗାଁ: ଖରାଦିନ ଆସିଲେ ନୂଆଗାଁ ବ୍ଲକ୍‌ର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ନିତିଦିନିଆ କଥା। ହେଲେ ନିଆଁକୁ ବନ ବିଭାଗ କର୍ମଚାରୀମାନେ ରାତିଦିନ ଏକ କରି ଲିଭାଇବା ପାଇଁ ପ୍ରୟାସ ଜାରି ରଖୁଥିଲେ ସୁଦ୍ଧା ସ୍ଥିତି ଅଣାୟତ୍ତ ହେଉଛି। କିଛି ବ୍ୟକ୍ତି ମହୁଲ ଓ ଅଙ୍ଗାର ସଂଗ୍ରହ ପାଇଁ ଜଙ୍ଗଲରେ…
ଅଧିକ ଖବର ଦେଖନ୍ତୁ...

ଗଛରେ ପିଟି ହେଲା ବାଇକ୍: ଚାଲିଗଲା ଚାଳକଙ୍କ ଜୀବନ, ଜଣେ ଗୁରୁତର

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବରଡାଖେମଣ ଜଙ୍ଗଲ ରାସ୍ତାରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦୁଇଜଣ ଯୁବକ ଏକ ବାଇକରେ ନିଜ ଘରକୁ ଫେରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

୫୭ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା: ଚାଲିଗଲା ବାଇକ୍ ଆରୋହୀଙ୍କର ଜୀବନ

ଦଶପଲ୍ଲା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଯଉବନ ପେଟ୍ରୋଲ ପମ୍ପ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ୍ ଭ୍ୟାନ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର…
ଅଧିକ ଖବର ଦେଖନ୍ତୁ...

ଫାଇଲ୍‌ ତଳେ ଅଟକିଛି ସାଇନ୍ସ ସେଣ୍ଟର

ଖଣ୍ଡପଡ଼ା: ଦିନ ପରେ ଦିନ ବିତୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁ ସାଇନ୍ସ ସେଣ୍ଟର ଶିଳାନ୍ୟାସକୁ ଚାରି ବର୍ଷ ପରେ ମଧ୍ୟ ମାଟି ମୁଠାଏ ପଡ଼ିନାହିଁ। ମହାନ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖରଙ୍କ ଜନ୍ମସ୍ଥାନ ଖଣ୍ଡପଡ଼ା ସହରାଞ୍ଚଳ ନିକଟରେ ଏକ ବିଜ୍ଞାନକେନ୍ଦ୍ର ସ୍ଥାପନ ନିମନ୍ତେ ତତ୍କାଳୀନ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା; ଜଣେ ମୃତ, ୬ ଆହତ

ରଣପୁର: ଚାନ୍ଦପୁର ବାଇପାସ୍‌ ନିକଟରେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଚାନ୍ଦପୁର ବାଇପାସ୍‌ ନିକଟ ଗୌରଚନ୍ଦ୍ରପୁର ଛକରେ ଏହି ଦୁର୍ଘଟଣା ଘଟିଛି। ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସରେ ପ୍ରସବ ପରେ ଆଖିବୁଜିଲେ ମହିଳା

ନୟାଗଡ଼ : ମାତ୍ର ୫ ଦିନ ବ୍ୟବଧାନରେ ନୟାଗଡ଼ ଜିଲ୍ଲାରେ ପୁଣି ଏକ ମାତୃମୃତ୍ୟୁ ଘଟଣା ଘଟିଛି। ଆମ୍ବୁଲାନ୍ସରେ ପ୍ରସବ ପରେ ଜଣେ ମହିଳା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର, ଚିକିତ୍ସାଳୟରେ ପହଞ୍ଚୁ ପହଞ୍ଚୁ ମହିଳାଙ୍କର ପ୍ରାଣବାୟୁ…
ଅଧିକ ଖବର ଦେଖନ୍ତୁ...

ବିଲହୁଡ଼ାରେ ସନ୍ତାନ ପ୍ରସବ, ଆଖିବୁଜିଲେ ପ୍ରସୂତି

ଦଶପଲ୍ଲା : ଏବେ ବି ଗାଁକୁ ନାହିଁ ନିତିଦିନିଆ ରାସ୍ତା। ଏହାର ପରିଣାମ ଆଜି ଜଣେ ପ୍ରସୂତିଙ୍କୁ ଭୋଗିବାକୁ ପଡ଼ିଛି। ଆମ୍ବୁଲାନ୍ସ ପାଖରେ ପହଞ୍ଚି ନପାରି, ବିଲହୁଡ଼‌ାରେ ଏକ ଶିଶୁପୁତ୍ରକୁ ଜନ୍ମ‌ଦେଇ ପ୍ରାଣ ହରାଇଛନ୍ତି। ଶିଶୁପୁତ୍ର ସୁସ୍ଥ ଅଛି, ଯିଏକି ଜନ୍ମ ହେଉହେଉ ମାତୃସ୍ନେହରୁ ବଞ୍ଚିତ…
ଅଧିକ ଖବର ଦେଖନ୍ତୁ...

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କଲେ ପଡ଼ୋଶୀ

ନୟାଗଡ଼: ପଡ଼ୋଶୀ ଠେଙ୍ଗାରେ ପିଟିପିଟି ଜଣେ ଯୁବକଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ କାଦୁଆପଡ଼ା ଗାଁରେ। ସୂଚନା ଅନୁଯାୟୀ, କାଦୁଆପଡ଼ା ଗାଁର ଶରତ କୁମାର ପଣ୍ଡା ଓ ଗୋବିନ୍ଦ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ଲୋଭରେ ଦିବ୍ୟାଙ୍ଗ ପୁଅକୁ ହତ୍ୟା!

ଦଶପଲ୍ଲା: ସମ୍ପତ୍ତି ଲୋଭରେ ଜଣେ ଦିବ୍ୟାଙ୍ଗ ପୁଅକୁ ନିଜର ସାବତମା’ ହତ୍ୟା କରିଥିବା ନେଇ ଅଭି‌ଯୋଗ ହୋଇଛି। ଦିବ୍ୟାଙ୍ଗ ପୁଅ ବିବାହ ହୋଇଗଲେ ସମ୍ପତ୍ତି ମିଳିବ ନାହିଁ। ଏଥିପାଇଁ ସାବତମା’ ଜଣକ ନିର୍ଯାତନା ଦେଇଆସୁଥିଲେ। ଶେଷ‌ରେ, ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ବାଡ଼େଇବାଡ଼େଇ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲାରେ ଅଭାବନୀୟ ଘଟଣା: ଦିବ୍ୟାଙ୍ଗଙ୍କୁ ପିଟିପିଟି ମାରିଦେଲେ ସାବତ ମା!

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସିମିଳିସାହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ ୩୭ ବର୍ଷିୟ ଦିବ୍ୟାଙ୍ଗଙ୍କର ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କର ବାହାଘର ଠିକ୍ ହୋଇଥିଲା। ସେ ଦିବ୍ୟାଙ୍ଗ ହେଲେ ବି ଅଟୋ…
ଅଧିକ ଖବର ଦେଖନ୍ତୁ...