ଅନୁସନ୍ଧାନ କରୁଥିବା ବର୍ଗ

ନୟାଗଡ଼

ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ନୁହେଁ, ସ୍ୱତନ୍ତ୍ର ସ୍ତମ୍ଭ ହେବା ଉଚିତ: ସୌମ୍ୟ

ଦଶପଲ୍ଲା : ଦଶପଲ୍ଲା ପ୍ରେସ୍‌ କ୍ଲବ୍‌ର ଦ୍ୱାଦଶ ବାର୍ଷିକ ଉତ୍ସବ ସ୍ଥାନୀୟ ଗାନ୍ଧୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ପ୍ରେସ୍‌ କ୍ଲବର ସଭାପତି ସୁରେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ

ନୟାଗଡ଼ : ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଦଶପଲ୍ଲା ଥାନା ଅଧୀନ ଗୋବର୍ଦ୍ଧନପୁରର ବଳିଆ ନାଏକ ଓରଫ୍‌ କାର୍ତ୍ତିକ(୩୨)କୁ ୧୦ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ସହକାରୀ ଦୌରାଜଜ୍‌ ତଥା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞାପାରମିତା ମହାପାତ୍ର…
ଅଧିକ ଖବର ଦେଖନ୍ତୁ...

ପୁଲିସ ଉପରକୁ ଡକାୟତର ଗୁଳିଚାଳନା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ

ନୟାଗଡ଼ : ପୁଲିସ ଉପରକୁ ଗୁଳିଚାଳନା କରିଥିବା ଅପରାଧରେ ଆଜି ଦୋଷୀ ସୁରେଶ ରାଉତ(୪୨)ଙ୍କୁ ନୟାଗଡ଼ ଜିଲ୍ଲା ସହକାରୀ ଦୌରାଜଜ୍‌ ତଥା ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ପ୍ରଜ୍ଞାପାରମିତା ମହାପାତ୍ର ଦଣ୍ତାଦେଶ କରିଛନ୍ତି। ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ସମେତ ୫ ହଜାର ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ଝରକା ତାଡ଼ିଲେ ଦୁର୍ବୃତ୍ତ: ଲୁଟି ନେଲେ ୨୦ ଲକ୍ଷ ଟଙ୍କାର ସୁନାଗହଣା

ନୟାଗଡ଼: ନୟାଗଡ଼ ଟାଉନ୍ ଥାନା ଅଧୀନ ଶ୍ରୀରାମନଗରରୁ ଗତକାଲି ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିବା ଜଣାପଡ଼ିଛି । ଦିନଦ୍ବିପ୍ରହରରେ ରୋଷେଇ ଘର ଝରକା ତାଡ଼ି ଦୁର୍ବୃତ୍ତ ଘରମଧ୍ୟରେ ପଶି କଳାକନା ବୁଲାଇ ଦେଇଛନ୍ତି। ଏନେଇ ଗୃହକର୍ତ୍ତା ସୁଦାମ ଚରଣ ଜେନା ଟାଉନ୍ ଥାନାରେ ଏତଲା…
ଅଧିକ ଖବର ଦେଖନ୍ତୁ...

ବଧୂହତ୍ୟା ଅଭିଯୋଗ: ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ଶବ ରଖି ସାରାରାତି ଧାରଣା ଦେଲେ ମୃତକଙ୍କ ପରିବାର

ଖଣ୍ଡପଡ଼ା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ଗ୍ରାମରେ ବଧୂହତ୍ୟା ଅଭିଯୋଗ ହୋଇଛି। ଏ ନେଇ ପରିବାର ଲୋକେ ଜଗନ୍ନାଥପ୍ରସାଦ ଫାଣ୍ଡି ଆଗରେ ଶବ ରଖି ସାରାରାତି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍- ଲୁନା ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ବୃଦ୍ଧଙ୍କ ଜୀବନ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁରଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍ ଓ ଲୁନା ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଆଜି ଏକ ଚିତ୍ରାଳୟ ଗାଡ଼ି ଇଟାମାଟିରୁ ରଣପୁର ଆସୁଥିଲା। ଏଣେ ଅପର ପାର୍ଶ୍ବରୁ ଏକ ଲୁନାରେ ଦୁଇଜଣ ବୃଦ୍ଧ ନିଜ…
ଅଧିକ ଖବର ଦେଖନ୍ତୁ...

ଫାଟିଗଲା କଂପ୍ରେସର୍‌: ନୟାଗଡ଼ରେ ମହାରାଷ୍ଟ୍ରର ୨ ଶ୍ରମିକ ମୃତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବିଛାଇବା ବେଳେ ଦୁର୍ଘଟଣା ଘଟି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଶ୍ରମିକ ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ମୃତ ଶ୍ରମିକ ସୋନୁ…
ଅଧିକ ଖବର ଦେଖନ୍ତୁ...

ବିଧବା ମହିଳାଙ୍କୁ ମଦ ପିଆଇ ଗଣଦୁଷ୍କର୍ମ

ଦଶପଲ୍ଲା : ଦଶପଲ୍ଲା ଥାନା ଅଧୀନସ୍ଥ ସରିଗଣ୍ତା ପଞ୍ଚାୟତର ଡିମିରିକୁଟି ଗ୍ରାମ ନିକଟରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ମଦ ପିଆଇ ଗଣଦୁର୍ଷ୍କମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦୁର୍ଷ୍କମ ପରେ ମହିଳା ଜଣକ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ପାଇପଲାଇନ ନିର୍ମାଣ ବେଳେ ଅଘଟଣ: କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣ। ଗ୍ୟାସ ପାଇପ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ, ୩ ଗୁରୁତର। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁଇ ମୃତକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଉଭୟଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ଚୋରି କରିଛନ୍ତି ନା କିଣିଛନ୍ତି? ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର

ନୟାୁଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା…
ଅଧିକ ଖବର ଦେଖନ୍ତୁ...