ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପ୍ରେମିକାର ସଦ୍ୟଜାତ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କଲା ଯୁବକ

ନ୍ୟାୟ ପାଇବା ଆଶାରେ ମୃତଦେହକୁ ଗତକାଲିଠୁ ଆଜି ସନ୍ଧ୍ୟା ଯାଏ ଘରେ ରଖିଲେ ପରିବାର ଲୋକ ଏବେ ପୁଲିସ କହୁଛି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଢେଙ୍କାନାଳ : ପ୍ରେମ ପ୍ରତାରଣାଠୁ ବଳିଗଲା ପୁଲିସର ସମ୍ବେଦନହୀନତା। ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରେମିକା ଗର୍ଭରୁ ଜନ୍ମଲାଭ କରିଥିବା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣରେ ପୁଣି ମାଓ ଉତ୍ପାତ

ବିଜେଡି ନେତାଙ୍କ ଫାର୍ମ ହାଉସରେ ପଶିଲେ କୋରାପୁଟ : ପଡୋଶୀ ଆନ୍ଧ୍ରପ୍ରଦେଶରେ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଦୁଇଜଣ ଆଦିବାସୀ ଲୋକଙ୍କୁ ହତ୍ୟା କରିଛନ୍ତି। ବିଶାଖାପାଟଣା ଜିଲ୍ଲା ଜିମାଣ୍ଡୁଗୁଲୁ ବ୍ଲକର ମାଡିଗାରୁଭୁ ଗ୍ରାମରେ ଆଜି ସକାଳୁ ସଶସ୍ତ୍ର ମାଓବାଦୀ ପହଞ୍ଚି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ କର୍ମଚାରୀ ଓ ଡ୍ରାଇଭରଙ୍କୁ ଅପହରଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବେଦାନ୍ତ କମ୍ପାନିର ଜନୈକ କର୍ମଚାରୀ ସତ୍ୟ ରଂଜନ ସାହୁ ଓ ଡ୍ରାଇଭର ଗୌରୀଶଙ୍କର ନାଏକ ସମ୍ବଲପୁରରୁ ନୂଆ ବଲେନୋ ଗାଡ଼ି କିଣି ଫେରୁଥିବା ବେଳେ ସିକେରକୁପା ନିକଟରେ ଦୁର୍ବୁତ୍ତମାନଙ୍କ ଦ୍ୱାରା ଗାଡ଼ି ସହ ଅପହୃତ ହୋଇଛନ୍ତି। ଏହି ଅପହରଣକାରୀ…
ଅଧିକ ଖବର ଦେଖନ୍ତୁ...

ଧସିଲା ୪ଶହ ଫୁଟ୍‌ ବୈତରଣୀ ନଦୀବନ୍ଧ

ଆରଡ଼ି : କୋଚିଳା ଓ ଗେଙ୍ଗଟି ନଦୀବନ୍ଧ ପରେ ପୁଣି ବୈତରଣୀ ନଦୀବନ୍ଧ ବିପଦ ମୁହଁକୁ ଟାଣିହୋଇ ଯାଇଛି। ଗତ ରାତିରେ ୪୦୦ ଫୁଟ୍‌ ବନ୍ଧ ଧସିପଡ଼ିଛି। ବନ୍ଧ ଧସି ନଦୀ ଗର୍ଭରେ ମିଶିଯିବା ପରେ ମୁକୁଳା ବନ୍ଧ ଆଁ କରିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ଲୋକ ଅଦାଲତ

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୨୮ ହଜାର ୩୬୨ଟି ମାମଲାର ଆପୋଷ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତି ପୂରଣ ବାବଦରେ ୮୦ କୋଟି ୫୬ ଲକ୍ଷ ୪୯ ହଜାର ୯୨୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ…
ଅଧିକ ଖବର ଦେଖନ୍ତୁ...

ଜଗମୋହନ ମରାମତି : ଆରମ୍ଭ ହେଲା ସିଲିଂ ଡିଜାଇନ୍‌

ପୁରୀ : ଜଗମୋହନ ମରାମତି ପ୍ରକ୍ରିୟା ଜାରି ରହିଛି। ନିୟମିତ ସମୟ ବ୍ୟବଧାନରେ ହାଇକୋର୍ଟ ଏହାର ସ୍ଥିତାବସ୍ଥା ତଥା ପ୍ରଗତି ସମ୍ବନ୍ଧରେ ସତ୍ୟପାଠ ଜରିଆରେ ତଥ୍ୟ ହାସଲ କରୁଛନ୍ତି। ଏହି କ୍ରମରେ ୧୨ ତାରିଖ ଦିନ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଳିତ ଭାବେ ହାଇକୋର୍ଟରେ ଏହାର ସ୍ଥିତାବସ୍ଥା…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପିର ବାଟ ଓଗାଳିଲେ

ରାଉରକେଲା : ମୋଟର ଯାନ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ମାନର ଇସ୍ପାତ (ଅଟୋ ଗ୍ରେଡ୍‌ ଷ୍ଟିଲ୍‌) ଉତ୍ପାଦନ ନିମନ୍ତେ ଭାରତୀୟ ଇସ୍ପାତ ପ୍ରାଧିକରଣ ଓ ବିଶ୍ୱର ଏକ ନମ୍ବର ଇସ୍ପାତ ଉତ୍ପାଦନକାରୀ ଆର୍ସେଲର୍‌-ମିତ୍ତଲ ମଧ୍ୟରେ ଖୁବଶୀଘ୍ର ଯୁଗ୍ମ ଉଦ୍ୟୋଗ ଚୁକ୍ତି ସ୍ୱାକ୍ଷର ହେବ। ‘ବ୍ଲୁମ୍‌ବର୍ଗ’…
ଅଧିକ ଖବର ଦେଖନ୍ତୁ...

ଅଟକାଇଲେ ମହାନଦୀ ପାଣି

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମିତ କଲ୍‌ମା ବ୍ୟାରେଜରୁ ଏବେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତିଶଗଡ଼ ଅକ୍ଟୋବର ମାସରୁ କଲ୍‌ମାର ଗେଟ୍‌ ପକାଇବା ଆରମ୍ଭ କରିଥିଲା। ଗତ ୫ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ହାତରୁ ଖସି ଗଲେ ଲାଞ୍ଜିଗଡ଼ ଥାନା ଏଏସ୍‌ଆଇ

ଭବାନୀପାଟଣା: ଏକ ଅପମୃତ୍ୟୁ ମାମଲାରେ ସମ୍ପୃକ୍ତ ପରିବାରର ସଦସ୍ୟଙ୍କୁ ଗିରଫ କରି କୋର୍ଟଚାଲାଣ ଭୟ ଦେଖାଇ ମାମଲା ରଫାଦଫା ପାଇଁ ଲାଞ୍ଜିଗଡ଼ ଥାନାର ଏଏସ୍‌ଆଇ ପରମେଶ୍ୱର ନାଗ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଘଟଣା ଭିଜିଲାନ୍‌ସରେ ଅଭିଯୋଗ ହୋଇଥିଲା। କିନ୍ତୁ ଭିଜିଲାନ୍ସ ହାତରେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ପ୍ରତାପ ରଥ ପାଇବେ ‘କଳିଙ୍ଗ ରତ୍ନ ସମ୍ମାନ’

କଟକ : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ରଥ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆସନ୍ତା ୧୭ତାରିଖ ରବିବାର ସଂଧ୍ୟା ୬ଟାରେ ସାରଳାଭବନରେ ଆୟୋଜିତ ସଂସଦର ୩୬ତମ ବାର୍ଷିକ…
ଅଧିକ ଖବର ଦେଖନ୍ତୁ...