ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ବିଚ୍‌ ରାସ୍ତାରେ ଆର୍‌ଆଇଙ୍କୁ ମାଡ଼

ରାଜନଗର : ଗୋଟଏ ପଟେ କଣାସ ତହସିଲ୍‌ର ଜଣେ ଅତିରିକ୍ତ ତହସିଲ୍‌ଙ୍କୁ ମାଡ଼ମରା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଠିକ୍‌ ସେହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରର ଜଣେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ ହୋଇଛି। କୌଣସି କାରଣ ନ ଥାଇ ଜଣେ ଯୁବକ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ନାଁରେ ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଦେବଗଡ : ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବଙ୍କ ନାଁରେ ଫେକ୍‌ ଫେସବୁକ ଆକାଉଣ୍ଟ କରି କେହି ଜଣେ ବିଭିନ୍ନ ବ୍ୟକ୍ତିଙ୍କ ସହ ଚାର୍ଟିଂ କରିବା ସହ ଅର୍ଥ ମାଗୁଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଜାଣିବା ପରେ ଖୋଦ୍‌ ବିଧାୟକ ଦେବଗଡ଼ ଥାନାରେ ଏତଲା ଦେବା ସହ କେହି ତାଙ୍କୁ ବଦନାମ କରିବାକୁ ଏଭଳି…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ମହିଳା ଶ୍ରମିକଙ୍କ ମୃତ୍ୟୁ

କଳିଙ୍ଗନଗର/ଦାନଗଦୀ :ସଡ଼କ ଦୁର୍ଘଟଣାରେ କଳିଙ୍ଗନଗର ଭିସା ଷ୍ଟିଲ୍‌ର ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେ କାମ ସାରି ଘରକୁ ଫେରୁଥିବାବେଳେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପୂର୍ବରୁ ଶବ ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ କଟି ଯୁବକଙ୍କ ମୃତ୍ୟୁ

ପୁରୀ: ନିରାକାରପୁରରେ ଶନିବାର ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ କଟି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ନିରାକାରପୁର ଲେବୁଲ କ୍ରସିଂ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକମାନେ ଶନିବାର ଦେଖିବାକୁ ପାଇଥିଲେ। ତେବେ ଉକ୍ତ ଯୁବକ ଜଣକ ଚେନ୍ନାଇ ସୁପରଫାଷ୍ଟ…
ଅଧିକ ଖବର ଦେଖନ୍ତୁ...

୪ ସାଥୀ ଯବାନଙ୍କ ଗୁଳି କରିଥିବା ଯବାନ ଗିରଫ

ମାଲକାନଗିରି: ପଡ଼ୋଶୀ ଛତିଶଗଡ଼ରେ ଶନିବାର ୪ ଜଣ ସାଥୀ ଯବାନଙ୍କୁ ଗୁଳି କରିଥିବା ଅଭିଯୋଗରେ ଜଣେ ଯବାନ ଗିରଫ ହୋଇଛନ୍ତି। ଗୁଳି କରିଥିବା ଯବାନ ସନ୍ତରାମଙ୍କୁ ପୁଲିସ ଗିରଫ କରିଛି ବୋଲି ବସ୍ତର ଡିଆଇଜି ସୁନ୍ଦର ରାଜ ସ୍ପଷ୍ଟ କରିଛନ୍ତି। ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିବା ଯବାନଙ୍କ ମଧ୍ୟରୁ ୨ଜଣ…
ଅଧିକ ଖବର ଦେଖନ୍ତୁ...

ଚପଲ ଆଣିବା ହେଲା କାଳ, ୮ ବର୍ଷ ଶିଶୁକନ୍ୟାର ସଲିଳ ସମାଧି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନଳଗୋହୀରା ଗାଁର ସୁବଳ ରାଉତଙ୍କ ମଝିଆଁ ଝିଅକୁ ଶନିବାର ପୋଖରୀ ମଧ୍ୟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୂର୍ବାହ୍ନ ୧୦ଟାରୁ ନିଖୋଜ ୩ୟ ଶ୍ରେଣୀ ଛାତ୍ରୀ ନିଜ ଘରପାଖ ପୋଖରୀରେ ବୁଡ଼ି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ସୁବଳ ରାଉତଙ୍କ ମଝିଆ ଝିଅ…
ଅଧିକ ଖବର ଦେଖନ୍ତୁ...

ଦେବଗଡ଼: ବିଧାୟକଙ୍କ ନାମରେ ନକଲି ଆଇଡି ଖୋଲି ଯୁବକ ଗିରଫ

ଦେବଗଡ଼: ବିଧାୟକ ନିତେଶ ଗଙ୍ଗଦେବଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିବା ଘଟଣାରେ ସମ୍ବଲପୁର ଫାଟକ ଅଞ୍ଚଳର ଜଣେ ଯୁବକ ସୂରଜ ମଣ୍ଡଲକୁ ପୁଲିସ ଗିରଫ କରିଛି। ପୂର୍ବରୁ ଦେବଗଡ଼ ବିଧାୟକଙ୍କ ନାମରେ ନକଲି ଆଇଡି ପ୍ରସ୍ତୁତ କରି ସୂରଜ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଟଙ୍କା ମାଗିଥିଲା। ଏଥି ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

କଣାସ ତହସିଲଦାରଙ୍କୁ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା  କଣାସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଶନିବାର ତିନିଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କଣାସ ତହସିଲଦାର ସଞ୍ଜୟ ପ୍ରତିହାରୀ ଅଫିସରେ ଥିବା ସମୟରେ ତିନିଜଣ ଯୁବକ ବାବୁଲି ପାତ୍ର ଓ ଅନ୍ୟ ଦୁଇଜଣ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଆନ୍ଧ୍ରର ବିଶାଖାପାଟନମ୍‌ ଜିଲ୍ଲା ମାଡେଗାରେଲୁ ଗ୍ରାମର ଦୁଇଜଣଙ୍କୁ ମାଓବାଦୀ ଶୁକ୍ରବାର ରାତିରେ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ମାଡେଗୋରେଲୁ ଗ୍ରାମରେ ରହୁଥିବା ଦୁଇଜଣ ଗ୍ରାମବାସୀଙ୍କୁ ମାଓବାଦୀ ପୁଲିସ ଇନ୍‌ଫର୍ମର ବୋଲି ସନ୍ଦେହ କରିଥିଲେ। ତେଣୁ…
ଅଧିକ ଖବର ଦେଖନ୍ତୁ...

୨ବର୍ଷର ଶିଶୁକୁ ହତ୍ୟା ଘଟଣା, ଜେଜେବାପା ଗିରଫ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର (ଆଦିବାସୀ) ଗ୍ରାମର ମନୁ ଗଣ୍ଡଙ୍କ ୨ବର୍ଷର ଝିଅ ଜ୍ୟୋତ୍ସ୍ନାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଜେଜେବାପା ରାଇମନ ଗଣ୍ଡଙ୍କୁ ପୁଲିସ ଗିରଫ କରିଛି। ନିଶାଶକ୍ତ ଅବସ୍ଥାରେ ରାଇମନ ଏଭଳି କାଣ୍ଡ କରିଥିବା ପୁଲିସ…
ଅଧିକ ଖବର ଦେଖନ୍ତୁ...