ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

କନଷ୍ଟେବଲ୍‌ ନିଯୁକ୍ତି ମାମଲା: ଗୃହରକ୍ଷୀ ବର୍ଗରେ ସାନି ଚୟନ ତାଲିକା ପ୍ରକାଶ ପାଇଁ ସ୍ୟାଟ୍‌ଙ୍କ ନିର୍ଦ୍ଦେଶ

କଟକ : କନଷ୍ଟେବଳ ନିଯୁକ୍ତିରେ ଅନିୟମିତତା ଅଭିଯୋଗକୁ ନେଇ ରୁଜୁ ମାମଲାର ଶୁଣାଣି କରି ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଗୃହରକ୍ଷୀଙ୍କ ପାଇଁ ସଂରକ୍ଷିତ ବର୍ଗରେ ସାନି ଚୟନ ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଲିକାରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନକାରୀ…
ଅଧିକ ଖବର ଦେଖନ୍ତୁ...

ବଡ଼ ଭାଇର ତେଣ୍ଟା ମାଡ଼ରେ ସାନ ଭାଇ ମୃତ

ବାସୁଦେବପୁର : ଭଦ୍ରକ ଜିଲ୍ଲା କଶିଆ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଦେଇପୁର ବଡମଳିକ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମନ୍ୟ କଳିକୁ କେନ୍ଦ୍ର କରି ଦାଦାପୁଅ ଭାଇର ତେଣ୍ଟାମାଡରେ ସାନ ଭାଇର ଜୀବନ ଯାଇଛି। ଅଭିଯୋଗରୁ ଜଣାଯାଇଛି, ଗତ ମଙ୍ଗଳବାର ରାତିରେ ବିଦେଇପୁର ବଡମଳିକ ସାହିର ନଟିଆ…
ଅଧିକ ଖବର ଦେଖନ୍ତୁ...

ବିନା ଟେଣ୍ଡରରେ ଭାରତ-ଶ୍ରୀଲଙ୍କା ଟି-୨୦ ବୀମା

କଟକ : ସବୁ ନିୟମକୁ ଜଳାଞ୍ଜଳି ଦେଇ ଭାରତ-ଶ୍ରୀଲଙ୍କା ଟି-୨୦ ମ୍ୟାଚ୍‌ର ବୀମା ପାଇଁ ନିଷ୍ପତ୍ତି ନେଉଛି ଓଡ଼ିଶା କ୍ରିକେଟ ସଂଘ (ଓସିଏ)। ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନୁଷ୍ଠିତ ହୋଇ ଆସିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚରେ ବୀମାକୁ ନେଇ ଯେଉଁଭଳି ଢଙ୍ଗରେ ମନମାନୀ କରାଯାଇ ଆସିଛି,…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା : ସନ୍ଦିଗ୍ଧ ଯୁବକର ଲାଇ ଡିଟେକ୍ସନ୍‌ ଟେଷ୍ଟ୍‍

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅଧୀନ କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ପୁଲିସ ଅଟକ ରଖିଥିବା ଜଣେ ସନ୍ଦିଗ୍ଧ ଯୁବକର ଲାଇ ଡିଟେକସନ୍‌ ଟେଷ୍ଟ କରାଇଛି। ଏଥିପାଇଁ କୋରାପୁଟ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଦିନ ପ୍ରାୟ ସାଢ଼େ…
ଅଧିକ ଖବର ଦେଖନ୍ତୁ...

୧୩ ଡକାୟତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତିରେ ଏକ ଡକାୟତି ଗ୍ୟାଙ୍ଗର ୧୩ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ସମେତ ୧୫ ମୋବାଇଲ, ୬ ବାଇକ ଓ ୪ହଜାର ୩୦ ଟଙ୍କା ଜବତ କରିଛି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ମାଛଧରା ବନ୍ଦର ପାଇଁ ଆଉ ଏକ ସୁଯୋଗ : ‘ଇୟୁ’ ମାନ୍ୟତା ପାଇଁ ତତ୍‌ପରତା

ପାରାଦୀପ : ପାରାଦୀପ ମାଛଧରା ବନ୍ଦରକୁ ଇଆଇଏ (ରପ୍ତାନୀ ନିରୀକ୍ଷଣ ସଂସ୍ଥା) ମାନ୍ୟତା ମିଳିବା ପରେ ଏବେ ଇୟୁ (ଇଉରୋପୀୟ ସଂଘ) ମାନ୍ୟତା ପାଇଁ ସମ୍ଭାବନା ରହିଛି। ଆସନ୍ତା ନଭେମ୍ବର ମାସରେ ଇୟୁର ଏକ ପ୍ରତିନିଧି ଦଳ ଏଠାକୁ ଆସିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

ଉଗ୍ରରୂପ ନେଲା ମାଛଧରା ବିବାଦ : ୭ ବଖରା ଘର ଜାଳିଦେଲେ

ସିଂହପୁର/ବଂଝାରପୁର : ମାଛଧରାକୁ କେନ୍ଦ୍ର କରି ବଂଝାରପୁର ଥାନା ଅନ୍ତର୍ଗତ ଅଣ୍ଡାଳୋ ଓ ଫଳପୁର ଗ୍ରାମ ମଧ୍ୟରେ ଲାଗିଥିବା ବିବାଦ ଦିନକୁ ଦିନ ଆହୁରି ଉଗ୍ରରୂପ ଧାରଣ କରିଛି। । ଗତକାଲି ବିଳମ୍ବିତ ରାତିରେ ଅଣ୍ଡୋଳ ଗ୍ରାମରେ ଦୁର୍ବୃତ୍ତମାନେ ପଶି କେତେକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ,…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ଆଇଆଇସି ନିଲମ୍ବିତ

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ବୁଧବାର ଆଇଆଇସି ସନ୍ତୋଷ ବେହେରା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ବାହାବଳପୁର ସମୁଦ୍ରିକ ଥାନାର ଆଇଆଇସି ବେହେରାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା/ମହାକାଳପଡ଼ା: ଜାତୀୟ ରାଜପଥ ‘୫-ଏ’ର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ନିକଟରେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କେନ୍ଦ୍ରାପଡ଼ା ପୁଲିସ ବୁଧବାର ଅଭିଯୁକ୍ତ କାଳିଆ ବେହେରାଙ୍କୁ ଗିରଫ କରିଛି। ଗତ ଅକ୍ଟୋବର ୧୫ ଅପରାହ୍ନରେ ଘଟଣା ସମୟରେ ସ୍ଥାନୀୟ ଲୋକେ ଏକାଠି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ବସ୍ତା ବିଡିଓଙ୍କ ଗାଡ଼ି ଭାଙ୍ଗିଲେ ଭାଜପା କର୍ମୀ

ଭଦ୍ରକ: ସରକାରୀ କାମରେ ପିସି କାରବାର ଓ ବ୍ଲକ ଉନ୍ନୟନ କାମରେ ବ୍ୟାପକ ଦୁର୍ନୀତି ନେଇ ବୁଧବାର ବସ୍ତା ବ୍ଲକ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପୂର୍ବରୁ ଭାଜପା କର୍ମୀମାନେ ପ୍ରତିବାଦ, ବିକ୍ଷୋଭ ଓ ଧାରଣା ଦେଇଥିଲେ। ପୂର୍ବତନ…
ଅଧିକ ଖବର ଦେଖନ୍ତୁ...