ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ବସ୍‌ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଧର୍ମଶାଳା ରାସ୍ତାର ଭୁଦୋବର ଗ୍ରାମ ନିକଟରେ ଏକ ସରକାରୀ ବସ୍‌ ଓଲଟି ପଡ଼ିବାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି। ସୂଚନାନୁସାରେ ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ର ଆସୁଥିବା ସରକାରୀ ବସ୍‌ଟି ଆଜି ଭୋର୍‌ରେ ଭୁଦୋବର ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତରେ ବିଏସ୍‌ଏନ୍‌ଏଲ୍‌ ଦଣ୍ତିତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଦ୍ବାରା ବିଏସ୍‌ଏନ୍‌ଏଲ୍‌ ଦଣ୍ତିତ ହୋଇଛି। ଆୟୋଗ ଏକ ମାମଲାର ବିଚାର କରି ଉପଭୋକ୍ତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିେର୍ଦ୍ଦଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୦୦ ଫେବ୍ରୁଆରି ୮ ତାରିଖରେ ବିଏସ୍ଏନ୍ଏଲ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ହଜାର ହଜାର କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ପୋଡ଼ିଗଲା: ୧୨ ହଜାର କୁଇଣ୍ଟାଲ ନିଅଣ୍ଟ ପାଇଁ କିଏ ଦାୟୀ?

ଡୁଙ୍ଗୁରିପାଲି/ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ବିମଳିନୀ ଭାରତୀ ପିଇଜି ବା ଘରୋଇ ଉଦ୍ୟୋଗ ଗୋଦାମରେ ଗତ ଡିସେମ୍ବର ୧୪ ତରିଖ ଦିନ ନିଆଁ ଲାଗି ହଜାର ହଜାର କୁଇଣ୍ଟାଲ ପିଡିଏସ୍‌ ଚାଉଳ ପୋଡ଼ିଗଲା। କିରୋସିନ ଗନ୍ଧ ଯୋଗୁଁ ଏହା ମନୁଷ୍ୟକୃତ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଗୋଦାମରେ ନିଆଁ ଲାଗିବା ଘଟଣା: ମାଲିକ ନାମରେ ମାମଲା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ପିଇଜି ବା ଘରୋଇ ଉଦ୍ୟୋଗ ଚାଉଳ ଗୋଦାମ ମାଲିକଙ୍କ ନାମରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେସ୍‌ ନଂ ୩/୨୩ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ପବିତ୍ର ସାହୁ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାମପୁର ପେକ୍ସରେ ଖରିଫ ଧାନ ବିକିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଏସ୍‌.ରାମପୁର: ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସ୍ଥାନୀୟ ପେକ୍ସରେ ଖରିଫ ଧାନ ବିକ୍ରୟ କରିଥିଲେ। ଶ୍ରୀ ପୂଜାରୀ ଆଜି ରାମପୁର ପେକ୍ସକୁ ଯାଇ ଆଇରିସ ସିଷ୍ଟମରେ ଆଖି ସ୍କାନ୍‌ କରି ଧାନ ବିକ୍ରୟ କରିଛନ୍ତି। ୪ଟି ଟୋକନ୍‌ରେ ମୋଟ ୨୭୫.୭୦ କୁଇଣ୍ଟାଲ ଖରିଫ ଧାନ ବିକ୍ରୟ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଆହତ

ଡୁଙ୍ଗୁରିପାଲି/ଏସ୍‌.ରାମପୁର: ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍‌-ରାମପୁର ଥାନା ବାଙ୍କିପାଲି ହାଇସ୍କୁଲ ବୁଲାଣିଠାରେ ଏକ ଅଜଣା ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେବାରୁ ବାଇକ ଚାଳକ ଠାକୁର ବାଗ (୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ସବୁବେଳେ ଧର୍ମର ଜୟ ହୁଏ: ରାଜ୍ୟପାଳ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ହେଉଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରା ଅବସରରେ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

‘ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ’

ସୋନପୁର: ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଆସଥିବା ବେଳେ କହିଛନ୍ତି। ରାଜ୍ୟପାଳ ବୀରମହାରାଜପୁର ଆଂଚଳିକ ଧନୁଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ସନ୍ଧ୍ୟାରେ ସୋନପୁର…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ମୁହାଁ ସୁବର୍ଣ୍ଣପୁରର କପା

ସୋନପୁର : କପାଦରକୁ ନେଇ ଅସନ୍ତୁଷ୍ଟ ସୁବର୍ଣ୍ଣପୁରର ଚାଷୀ। ସରକାର କ୍ବିଣ୍ଟାଲ ପିଛା ୬୩୮୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି। ଚାଷୀଙ୍କ କହିବା କଥା, କପା ଚାଷରେ ଯେତିକି ଖର୍ଚ୍ଚ ହେଉଛି ତଦନୁସାରେ ସରକାର ଦର ଧାର୍ଯ୍ୟ କରୁନାହାନ୍ତି। ଫଳରେ, ଚାଷୀ ଆର୍ଥିକ କ୍ଷତି ସହୁଛି। ଏହାର ଫାଇଦା ନେଇ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଗୁଇନ୍ଦା ବିଭାଗ ଗାଡ଼ି ଧକ୍କାରେ ଗଞ୍ଜେଇ ବେପାରୀ ମୃତ୍ୟୁ ଘଟଣା: ଅନ୍ୟତମ ଅଭିଯୁକ୍ତ ଗିରଫ, ଗାଡ଼ି ଜବତ୍

ସୋନପୁର/ଉଲୁଣ୍ଡା: ଶନିବାର ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ବଲେରୋ ଧକ୍କାରେ ଜଣେ ଗଞ୍ଜେଇ ବୋପରୀର ମୃତ୍ୟୁ ଘଟିଥିଲା। ଉଲୁଣ୍ଡା ଥାନା କୁତପାଲି ଛକରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରକାଶଥାଉ କି, ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ କୌଶଲ୍ୟା ବିହାରର ପ୍ରଦୀପ ମହାନ୍ତି (୫୩) ଏବଂ…
ଅଧିକ ଖବର ଦେଖନ୍ତୁ...