ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ତିନି ସନ୍ତାନ ପାଇଁ ମାୟାବର୍ହା ସରପଞ୍ଚ ଅଯୋଗ୍ୟ ଘୋଷିତ

ସୋନପୁର/ରାମପୁର: ତିନି ସନ୍ତାନ ଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ମାୟାବର୍ହା ସରପଞ୍ଚ ପ୍ରମୋଦିନୀ ଜୁଆଡ଼ିଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ପଞ୍ଚାୟତ ନିର୍ବାଚନରେ ପ୍ରମୋଦିନୀ ମାୟାବର୍ହା ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ। ୩ଟି ସନ୍ତାନ…
ଅଧିକ ଖବର ଦେଖନ୍ତୁ...

‘ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ଆବଶ୍ୟକ’

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାପକ୍ଷୟ ଲୋକମହୋତ୍ସବ କମିଟି ସଭାପତି ସୁଧାଂଶୁ ଶେଖର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଲାବୋରେଟୋରି ଟେକ୍‌ନିସିଆନ୍‌

ସୋନପୁର/ତରଭା : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବରି‌ଷ୍ଠ ଲାବୋରେଟୋରି ଟେକ୍‌ନିସିଆନ୍‌ ଅକ୍ଷୟ ପଟ୍ଟନାୟକ। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ ତରଭା ଥାନା ସୂର୍ଯ୍ୟମୁଣ୍ଡା ଗାଁ’ର ମୁକୁନ୍ଦ ସାହୁ ଏବଂ କିଛି ଲୋକ ୭…
ଅଧିକ ଖବର ଦେଖନ୍ତୁ...

୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଲଟିଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍

ତରଭା: ଭିଜିଲାନ୍ସ ଜାଲରେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଲ‌ାବୋରାଟୋରି ଟେକନିସିଆନ୍(ଏଲଟି)। ଆଜି ସକାଳେ ଏଲଟି ଅକ୍ଷୟ କୁମାର ପଟ୍ଟନାୟକ ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସୂଚନା ଅନୁଯାୟୀ, ତରଭା ବ୍ଲକ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି - ରାମପୁର ରୋଡ଼ ଠାରେ ଆଜି ଭୋର ୫ଟାରେ ପୁରୀ-ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ଧକ୍କାରେ ଅବିନାଶ ମିଶ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସ୍ବର୍ଗତ ଅବିନାଶ ବଲାଙ୍ଗିରର ପୂର୍ବତନ ଲୋକସଭା ସଦସ୍ୟ ବାଳଗୋପାଳ ମିଶ୍ରଙ୍କ ସାନପୁଅ। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

୧୫ ବର୍ଷ ପରେ ଫେରିଲେ ହଜିଲା ପୁଅ!

ତରଭା: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍‌ ନୂଆଁପାଲି ଗାଁର ଲଛମନ ବାଗଙ୍କ ବଡ଼ପୁଅ ପୂର୍ଣ୍ଣ ବାଗ ୧୫ ବର୍ଷ ପରେ ଘରକୁ ଫେରିଛନ୍ତି। ସୂଚନା ଅନୁଯାୟୀ, ପୂର୍ଣ୍ଣ ବାଗ ୨୦୦୮ ମସିହାରେ ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନପାଇବାରୁ ତରଭା ଥାନାରେ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଭିତରେ ଯୁବକଙ୍କ ଝୁଳନ୍ତା ଶବ ଉଦ୍ଧାର

ବୀରମହାରାଜପୁର: ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧୀନସ୍ଥ ଗୌଡ଼ଗାଡ଼ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣକ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା କମ୍ପରା ଗାଁର ଗୋବର୍ଦ୍ଧନ ସେଠୀଙ୍କ ପୁଅ ଗିରି ସେଠୀ (୩୨ବର୍ଷ) ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଅଜଣା ବାଇକ୍‌ ଧକ୍କାରେ ଯୁବକ ମୃତ

ବୀରମହାରାଜପୁର: ବୀରମହାରାଜପୁର-ଅମରପାଲି ରାସ୍ତାର ମେଣ୍ଡିଲିପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃ୍ତ୍ୟୁ ହୋଇଛି। ମୃତକ ଜଣ ହେଲେ ମୁର୍ଷୁଣ୍ଢୀ ପଞ୍ଚାୟତ କର୍ଡାପାଲ ଗ୍ରାମର ଶିବ ସାମଲଙ୍କ ଏକମାତ୍ର ପୁତ୍ର ନିମାଇଁ ସାମଲ(୨୭ବର୍ଷ)। ନିମାଇଁ ରବିବାର ବିଳମ୍ବିତ ରାତିରେ…
ଅଧିକ ଖବର ଦେଖନ୍ତୁ...

ତରଭାରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

ତରଭା: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ତରଭା ବ୍ଲକ୍‌ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଏସ୍‌ପି ଅମରେଶ ପଣ୍ଡା ଶିବିରରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ। ମୋଟ ୨୫ଟି ପଞ୍ଜୀକୃତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣ ଲୋକମହୋତ୍ସବ ଉଦ୍‌ଘାଟିତ: ‘ସମସ୍ତଙ୍କ ପ୍ରୟାସରେ ଜିଲ୍ଲାର ବିକାଶ ଜାରିରହିଛି’

ସୋନପୁର: ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସୁବର୍ଣ୍ଣ ଲୋକମହୋତ୍ସବ-୨୦୨୩ ଶନିବାର ରାମେଶ୍ବର ଷ୍ଟାଡିୟମସ୍ଥିତ ଫକିର ପଟ୍ଟନାୟକ ମୁକ୍ତମଞ୍ଚରେ ନୃତ୍ୟ, ସଙ୍ଗୀତ ମହାପାର୍ବଣକୁ ନେଇ ଉଦ୍‌ଘାଟିତ ହୋଇଛି। ଶନିବାର ସକାଳେ ମା’ ସୁରେଶ୍ବରୀଙ୍କୁ ଆବାହନ ଓ ପୂଜନ କରାଯିବା…
ଅଧିକ ଖବର ଦେଖନ୍ତୁ...