ଅନୁସନ୍ଧାନ କରୁଥିବା ବର୍ଗ
ସୁବର୍ଣ୍ଣପୁର
ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ସୋନପୁର: ଆସନ୍ତା ଶନିବାରଠାରୁ ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏ ସଂପର୍କରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବିଶେଷ ସୂଚନା ଦେଇଛନ୍ତି। ଚଳିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପୁରୁଷ ହକି ବିଶ୍ବକପ୍କୁ ଜନାଦୃତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ
ସୋନପୁର : ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍ ମହାକୁମ୍ଭ ଆସନ୍ତା ଶୁକ୍ରବାର ଆରମ୍ଭ ହେବ। ଏଥିପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ସରିଛି। ହକି ଖେଳକୁ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଧର୍ମଶାଳା ରାସ୍ତାର ଭୁଦୋବର ଗ୍ରାମ ନିକଟରେ ଏକ ସରକାରୀ ବସ୍ ଓଲଟି ପଡ଼ିବାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି। ସୂଚନାନୁସାରେ ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ର ଆସୁଥିବା ସରକାରୀ ବସ୍ଟି ଆଜି ଭୋର୍ରେ ଭୁଦୋବର ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଖାଉଟି ଅଦାଲତରେ ବିଏସ୍ଏନ୍ଏଲ୍ ଦଣ୍ତିତ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଦ୍ବାରା ବିଏସ୍ଏନ୍ଏଲ୍ ଦଣ୍ତିତ ହୋଇଛି। ଆୟୋଗ ଏକ ମାମଲାର ବିଚାର କରି ଉପଭୋକ୍ତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିେର୍ଦ୍ଦଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୨୦୦୦ ଫେବ୍ରୁଆରି ୮ ତାରିଖରେ ବିଏସ୍ଏନ୍ଏଲ୍ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ହଜାର ହଜାର କ୍ବିଣ୍ଟାଲ ପିଡିଏସ୍ ଚାଉଳ ପୋଡ଼ିଗଲା: ୧୨ ହଜାର କୁଇଣ୍ଟାଲ ନିଅଣ୍ଟ ପାଇଁ କିଏ ଦାୟୀ?
ଡୁଙ୍ଗୁରିପାଲି/ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅରିଗାଁସ୍ଥିତ ବିମଳିନୀ ଭାରତୀ ପିଇଜି ବା ଘରୋଇ ଉଦ୍ୟୋଗ ଗୋଦାମରେ ଗତ ଡିସେମ୍ବର ୧୪ ତରିଖ ଦିନ ନିଆଁ ଲାଗି ହଜାର ହଜାର କୁଇଣ୍ଟାଲ ପିଡିଏସ୍ ଚାଉଳ ପୋଡ଼ିଗଲା। କିରୋସିନ ଗନ୍ଧ ଯୋଗୁଁ ଏହା ମନୁଷ୍ୟକୃତ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଗୋଦାମରେ ନିଆଁ ଲାଗିବା ଘଟଣା: ମାଲିକ ନାମରେ ମାମଲା
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅରିଗାଁସ୍ଥିତ ପିଇଜି ବା ଘରୋଇ ଉଦ୍ୟୋଗ ଚାଉଳ ଗୋଦାମ ମାଲିକଙ୍କ ନାମରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେସ୍ ନଂ ୩/୨୩ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ପବିତ୍ର ସାହୁ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ରାମପୁର ପେକ୍ସରେ ଖରିଫ ଧାନ ବିକିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଏସ୍.ରାମପୁର: ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସ୍ଥାନୀୟ ପେକ୍ସରେ ଖରିଫ ଧାନ ବିକ୍ରୟ କରିଥିଲେ। ଶ୍ରୀ ପୂଜାରୀ ଆଜି ରାମପୁର ପେକ୍ସକୁ ଯାଇ ଆଇରିସ ସିଷ୍ଟମରେ ଆଖି ସ୍କାନ୍ କରି ଧାନ ବିକ୍ରୟ କରିଛନ୍ତି। ୪ଟି ଟୋକନ୍ରେ ମୋଟ ୨୭୫.୭୦ କୁଇଣ୍ଟାଲ ଖରିଫ ଧାନ ବିକ୍ରୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଟ୍ରାକ୍ଟର ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଆହତ
ଡୁଙ୍ଗୁରିପାଲି/ଏସ୍.ରାମପୁର: ଡୁଙ୍ଗୁରିପାଲି ବ୍ଲକ୍ ଏସ୍-ରାମପୁର ଥାନା ବାଙ୍କିପାଲି ହାଇସ୍କୁଲ ବୁଲାଣିଠାରେ ଏକ ଅଜଣା ଟ୍ରାକ୍ଟର ବାଇକ୍କୁ ଧକ୍କା ଦେବାରୁ ବାଇକ ଚାଳକ ଠାକୁର ବାଗ (୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସବୁବେଳେ ଧର୍ମର ଜୟ ହୁଏ: ରାଜ୍ୟପାଳ
ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ହେଉଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବର ଦ୍ବିତୀୟ ଦିନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରା ଅବସରରେ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
‘ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ’
ସୋନପୁର: ଅଗାମୀ ଦିନରେ ଭାରତ ବିଶ୍ବର ନେତୃତ୍ବ ନେବ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଆସଥିବା ବେଳେ କହିଛନ୍ତି। ରାଜ୍ୟପାଳ ବୀରମହାରାଜପୁର ଆଂଚଳିକ ଧନୁଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରେ ସନ୍ଧ୍ୟାରେ ସୋନପୁର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...