ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଅଜଣା ବାଇକ୍‌ ଧକ୍କାରେ ଯୁବକ ମୃତ

ବୀରମହାରାଜପୁର: ବୀରମହାରାଜପୁର-ଅମରପାଲି ରାସ୍ତାର ମେଣ୍ଡିଲିପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃ୍ତ୍ୟୁ ହୋଇଛି। ମୃତକ ଜଣ ହେଲେ ମୁର୍ଷୁଣ୍ଢୀ ପଞ୍ଚାୟତ କର୍ଡାପାଲ ଗ୍ରାମର ଶିବ ସାମଲଙ୍କ ଏକମାତ୍ର ପୁତ୍ର ନିମାଇଁ ସାମଲ(୨୭ବର୍ଷ)। ନିମାଇଁ ରବିବାର ବିଳମ୍ବିତ ରାତିରେ…
ଅଧିକ ଖବର ଦେଖନ୍ତୁ...

ତରଭାରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଶିବିର

ତରଭା: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ତରଭା ବ୍ଲକ୍‌ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ଏସ୍‌ପି ଅମରେଶ ପଣ୍ଡା ଶିବିରରେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ। ମୋଟ ୨୫ଟି ପଞ୍ଜୀକୃତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣ ଲୋକମହୋତ୍ସବ ଉଦ୍‌ଘାଟିତ: ‘ସମସ୍ତଙ୍କ ପ୍ରୟାସରେ ଜିଲ୍ଲାର ବିକାଶ ଜାରିରହିଛି’

ସୋନପୁର: ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସୁବର୍ଣ୍ଣ ଲୋକମହୋତ୍ସବ-୨୦୨୩ ଶନିବାର ରାମେଶ୍ବର ଷ୍ଟାଡିୟମସ୍ଥିତ ଫକିର ପଟ୍ଟନାୟକ ମୁକ୍ତମଞ୍ଚରେ ନୃତ୍ୟ, ସଙ୍ଗୀତ ମହାପାର୍ବଣକୁ ନେଇ ଉଦ୍‌ଘାଟିତ ହୋଇଛି। ଶନିବାର ସକାଳେ ମା’ ସୁରେଶ୍ବରୀଙ୍କୁ ଆବାହନ ଓ ପୂଜନ କରାଯିବା…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ସୋନପୁର: ଆସନ୍ତା ଶନିବାରଠାରୁ ସୁବର୍ଣ୍ଣପୁର ଲୋକ ମହୋତ୍ସବ ରାମେଶ୍ବର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଏ ସଂପର୍କରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ସବିଶେଷ ସୂଚନା ଦେଇଛନ୍ତି। ଚଳିତ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ହକି ବିଶ୍ବକପ୍‌କୁ ଜନାଦୃତ କରିବାକୁ ଜିଲ୍ଲା ପ୍ରଶାସନର ପ୍ରୟାସ

ସୋନପୁର : ଓଡ଼ିଶାରେ ପୁରୁଷ ହକି ବିଶ୍ବକପ୍ ମହାକୁମ୍ଭ ଆସନ୍ତା ଶୁକ୍ରବାର ଆରମ୍ଭ ହେବ। ଏଥିପାଇଁ ସମଗ୍ର ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ସରିଛି। ହକି ଖେଳକୁ ଜନାଦୃତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ବସ୍‌ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଧର୍ମଶାଳା ରାସ୍ତାର ଭୁଦୋବର ଗ୍ରାମ ନିକଟରେ ଏକ ସରକାରୀ ବସ୍‌ ଓଲଟି ପଡ଼ିବାରୁ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଛନ୍ତି। ସୂଚନାନୁସାରେ ପୁରୀରୁ ପାତାଳୀ ଶ୍ରୀକ୍ଷେତ୍ର ଆସୁଥିବା ସରକାରୀ ବସ୍‌ଟି ଆଜି ଭୋର୍‌ରେ ଭୁଦୋବର ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଖାଉଟି ଅଦାଲତରେ ବିଏସ୍‌ଏନ୍‌ଏଲ୍‌ ଦଣ୍ତିତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଦ୍ବାରା ବିଏସ୍‌ଏନ୍‌ଏଲ୍‌ ଦଣ୍ତିତ ହୋଇଛି। ଆୟୋଗ ଏକ ମାମଲାର ବିଚାର କରି ଉପଭୋକ୍ତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିେର୍ଦ୍ଦଶ ଦେଇଛନ୍ତି। ସୂଚନା ଅନୁଯାୟୀ, ୨୦୦୦ ଫେବ୍ରୁଆରି ୮ ତାରିଖରେ ବିଏସ୍ଏନ୍ଏଲ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ହଜାର ହଜାର କ୍ବିଣ୍ଟାଲ ପିଡିଏସ୍‌ ଚାଉଳ ପୋଡ଼ିଗଲା: ୧୨ ହଜାର କୁଇଣ୍ଟାଲ ନିଅଣ୍ଟ ପାଇଁ କିଏ ଦାୟୀ?

ଡୁଙ୍ଗୁରିପାଲି/ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ବିମଳିନୀ ଭାରତୀ ପିଇଜି ବା ଘରୋଇ ଉଦ୍ୟୋଗ ଗୋଦାମରେ ଗତ ଡିସେମ୍ବର ୧୪ ତରିଖ ଦିନ ନିଆଁ ଲାଗି ହଜାର ହଜାର କୁଇଣ୍ଟାଲ ପିଡିଏସ୍‌ ଚାଉଳ ପୋଡ଼ିଗଲା। କିରୋସିନ ଗନ୍ଧ ଯୋଗୁଁ ଏହା ମନୁଷ୍ୟକୃତ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଗୋଦାମରେ ନିଆଁ ଲାଗିବା ଘଟଣା: ମାଲିକ ନାମରେ ମାମଲା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅରିଗାଁସ୍ଥିତ ପିଇଜି ବା ଘରୋଇ ଉଦ୍ୟୋଗ ଚାଉଳ ଗୋଦାମ ମାଲିକଙ୍କ ନାମରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ବିନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେସ୍‌ ନଂ ୩/୨୩ ଏକ ମାମଲା ରୁଜୁ ହୋଇଛି ବୋଲି ଆଇଆଇସି ପବିତ୍ର ସାହୁ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରାମପୁର ପେକ୍ସରେ ଖରିଫ ଧାନ ବିକିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଏସ୍‌.ରାମପୁର: ସ୍ଥାନୀୟ ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ସ୍ଥାନୀୟ ପେକ୍ସରେ ଖରିଫ ଧାନ ବିକ୍ରୟ କରିଥିଲେ। ଶ୍ରୀ ପୂଜାରୀ ଆଜି ରାମପୁର ପେକ୍ସକୁ ଯାଇ ଆଇରିସ ସିଷ୍ଟମରେ ଆଖି ସ୍କାନ୍‌ କରି ଧାନ ବିକ୍ରୟ କରିଛନ୍ତି। ୪ଟି ଟୋକନ୍‌ରେ ମୋଟ ୨୭୫.୭୦ କୁଇଣ୍ଟାଲ ଖରିଫ ଧାନ ବିକ୍ରୟ…
ଅଧିକ ଖବର ଦେଖନ୍ତୁ...