ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ପଛରୁ ଧକ୍କା ଦେଲା ଟ୍ରକ, ବାଇକରୁ ଛିଟିକି ପଡ଼ିବାରୁ ଉଡ଼ିଗଲା ପୁଲିସ କର୍ମଚାରୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ଟ୍ରକ ଧକ୍କାରେ ଜଣେ ହେଡ କନଷ୍ଟେବଳଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ମୃତ ହେଡ କନଷ୍ଟେବଳଙ୍କ ନାମ ବଲବୀର ସିଂହ ଯାଦବ ବୟସ ୩୨ବର୍ଷ ବୋଲି ଜଣାପଡ଼ିଛି। ଏହି ଘଟଣା ବିଷୟରେ ପୁଲିସ ଇନ୍ସପେକ୍ଟର ବୃଜେଶ…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ପାଇଲେ ପୋତାଧନ, ଲୁଟିନେଲେ ପୁଲିସ୍

ଅଲିରାଜପୁର : ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଶନିବାର ଜଣେ ଇନ୍ସପେକ୍ଟରଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଇଛି। ସେମାନେ ଶ୍ରମିକମାନେ ପାଇଥିବା ପ୍ରାୟ ୨୩୯ଟି ପୁରୁଣା ସୁନା ମୁଦ୍ରା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗତ ମାସରେ ଘଟିଥିଲା । ଗୁଜରାଟର ନବସାରି…
ଅଧିକ ଖବର ଦେଖନ୍ତୁ...

ସମ୍ମାନ ପାଇଁ ହତ୍ୟା: ଗର୍ଭବତୀ ଝିଅକୁ ହତ୍ୟା କରି ଫିଙ୍ଗିଦେଲେ ବାପା-ମା

କାନପୁର: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଶାହାପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଏକ ଦମ୍ପତି ସେମାନଙ୍କ ଅବିବାହିତ ଗର୍ଭବତୀ ଝିଅକୁ ହତ୍ୟା କରି ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ରବିବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ପୁଅର ମୃତଦେହକୁ ଏମ୍ସରେ ଛାଡ଼ି ଫେରାର ହୋଇଗଲେ ମାତା-ପିତା, ଖୋଜୁଛି ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ: ପିତାମାତା ନିଜ ସନ୍ତାନଙ୍କ ପାଇଁ ଜୀବନ ଦେଇଦେବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି କେହି ନିଜ ପିଲାକୁ ମୃତଦେହକୁ ଛାଡ଼ି ଫେରାର ହୋଇଯିବାର ?  ଏଭଳି ଏକ ଦୁଃଖଦ ଘଟଣା ଦିଲ୍ଲୀ ଏମ୍ସରୁ ସାମ୍ନାକୁ ଆସିଛି। ଗାଜିଆବାଦର ଜଣେ ୧୨ ବର୍ଷୀୟ ବାଳକର ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଓୱେସିଙ୍କ ହାତରେ ଅଛି କେସିଆରଙ୍କ କାରର ଷ୍ଟିୟରିଂ: ଅମିତ ଶାହା

ହାଇଦ୍ରାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ତେଲେଙ୍ଗାନାର ଖମାମରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଏଥର ବିଜେପି ଏଠାରେ କ୍ଷମତାକୁ ଆସିବ। ସେ କହିଛନ୍ତି ଯେ କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ ହେଉଛି ଚାରି ପିଢ଼ି ଧରି ଏମାନେ (ଜବାହରଲାଲ ନେହେରୁ,…
ଅଧିକ ଖବର ଦେଖନ୍ତୁ...

ଚକୋଲେଟ ତିଆରି କରିବା ଶିଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଚେନ୍ନାଇ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ | ଆଜି ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଚକୋଲେଟ କାରଖାନାକୁ ନେଇ ନିଜର ଅଭିଜ୍ଞତା…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରକୁ ଯିବା ସମ୍ଭବ ହେବା ପରେ ଆମେ ‘ଶିବଶକ୍ତି ସ୍ଥଳ’ରେ ମନ୍ଦିର ନିର୍ମାଣ କରିବୁ: ହିନ୍ଦୁ ମହାସଭାର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଛନ୍ତି। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’। ଏହା ପରେ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନକୁ ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ର ଦକ୍ଷିଣ ମେରୁର ତାପମାତ୍ରା କେତେ ? ଇସ୍ରୋ ଜାରି କଲା ନୂଆ ତଥ୍ୟ

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ-୩ ମିଶନର ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଚନ୍ଦ୍ର ମାଟିର ଅନୁସନ୍ଧାନ ଆରମ୍ଭ କରିଛି। ରବିବାର (ଅଗଷ୍ଟ ୨୭) ଇସ୍ରୋ ଟୁଇଟ୍ କରି ଏ ନେଇ ସୂଚନା ଦେଇଛି। ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ରାଜଭବନକୁ ରାଜାଭବନ କରନାହିଁ: ସଞ୍ଜୟ ସିଂ

ନୂଆଦିଲ୍ଲୀ: ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ ଭିତରେ ଆଜି ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି | ସଞ୍ଜୟ ସିଂ ତାଙ୍କ ଟୁଇଟ୍‌ରେ କହିଛନ୍ତି ଯେ ମୋଦୀ ଜୀ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀବାସୀଙ୍କୁ କ୍ଷମା ମାଗି ଏଭଳି କଥା କହିଲେ ମୋଦୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ବି ଚାଲିଛି।  । ଦିଲ୍ଲୀ ସରକାରଙ୍କ ସର୍କୁଲାର ଅନୁଯାୟୀ ସହରର ସମସ୍ତ ସ୍କୁଲ, କଲେଜ ଏବଂ ଦିଲ୍ଲୀର ମ୍ୟୁନିସିପାଲିଟି…
ଅଧିକ ଖବର ଦେଖନ୍ତୁ...