ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଝିଅ ଆରୁଷିର ଆତ୍ମା ଅପବାଦରୁ ମୁକ୍ତ ହେବା ଚାହାନ୍ତି ତଲଓ୍ଵାର ଦମ୍ପତି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାକାଣ୍ଡ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଦୋଷମୁକ୍ତ ହୋଇଥିବା ଆରୁଷିଙ୍କ ପିତା ରାଜେଶ ତଲଓ୍ଵାର ଓ ମା’ ନୂପୁର ତଲଓ୍ଵାର ଗାଜିଆବାଦ ଜିଲ୍ଲାର ଦାସନା ଜେଲରୁ ଖଲାସ ହେବା ପରେ ଏବେ ସାଧାରଣ ଜୀବନଯାପନ ଆରମ୍ଭ କରିଛନ୍ତି। ତେବେ ନିଜ ଝିଅକୁ…
ଅଧିକ ଖବର ଦେଖନ୍ତୁ...

ହାଫିଜ୍‌ର ଗୃହବନ୍ଦୀ ମିଆଦ ପୁଣି ବଢ଼ିବ!

ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ତଥା ଜମାତ୍‌-ଉଦ୍‌-ଦାଓ୍ଵା ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ଆଉ ଅଧିକ ଦିନ ଗୃହବନ୍ଦୀ କରି ରଖିବା ପାଇଁ କରିଥିବା ଆବେଦନକୁ ପାକିସ୍ତାନ ପ୍ରତ୍ୟାହାର କରିନେବାର ମାତ୍ର ଦୁଇ ଦିନ ପରେ ହାଫିଜ୍‌ର ନଜରବନ୍ଦୀ ଅବଧି ବଢ଼ାଇବା ପାଇଁ ପୁଣି ଆବେଦନ କରିଛି।…
ଅଧିକ ଖବର ଦେଖନ୍ତୁ...

ପଞ୍ଚକୁଳା ହିଂସା: ଡେରା କମ୍ପାନି ସିଇଓ ଗିରଫ

ପଞ୍ଚକୁଳା(ହରିୟାଣା) : ଗତ ଅଗଷ୍ଟ ୨୫ରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ସିଂହ ସ୍ୱାଧ୍ୱୀ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପଞ୍ଚକୁଳାରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଥିଲା। ତେବେ ଏହି ହିଂସାକାଣ୍ଡ ଉସୁକାଇବାରେ ପ୍ରଚ୍ଛନ୍ନ ଭୂମିକା ଥିବା ଅଭିଯୋଗରେ ଡେରା…
ଅଧିକ ଖବର ଦେଖନ୍ତୁ...

ଭାରତକୁ ସାମରିକ ଶାସନ ସୁହାଇବ!

ଓ୍ଵାସିଂଟନ: ଭାରତର ଚାରି ପଞ୍ଚମାଂଶରୁ ଅଧିକ ନାଗରିକ ସେମାନଙ୍କ ଗାଣତନ୍ତ୍ରିକ ସରକାର ଉପରେ ଭରସା ରଖିଛନ୍ତି। ଅପରପକ୍ଷେ, ଅଧାରୁ ଅଧିକ ଦେଶବାସୀ ମଧ୍ୟ ଭାରତରେ ସାମରିକ ଶାସନକୁ ମଧ୍ୟ ପସନ୍ଦ କରନ୍ତି ବୋଲି ଏକତ ସର୍ଭେରୁ ଜଣାଯାଇଛି। ଓ୍ଵାସିଂଟନ ସ୍ଥିତ ବିଶ୍ୱସ୍ତରୀୟ ପ୍ୟୁ ଗବେଷଣା କେନ୍ଦ୍ରର…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ ରାମ ରହିମ୍‌ଙ୍କୁ ଭେଟିଲେ ପତ୍ନୀ

ନୂଆଦିଲ୍ଲୀ: ରୋହତକ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ୍‌ଙ୍କୁ ସୋମବାର ତାଙ୍କ ପତ୍ନୀ ହରଜିତ୍‌ କୌର ଦେଖା କରି ଦୀପାବଳି ଶୁଭକାମନା ଜଣାଇଛନ୍ତି। ସାକ୍ଷାତ ପାଇଁ ହରଜିତ୍‌ଙ୍କ ସହ ତାଙ୍କ ପୁଅ ଯଶମିତ୍‌ ସିଂହ ଇନ୍‌ସାନ୍‌, ବଡ଼ଝିଅ ଚରଣପ୍ରୀତ ଏବଂ ସାନଜ୍ୱାଇଁ…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଆର୍‌ଏସ୍‌ଏସ୍‌ ନେତାଙ୍କୁ ହତ୍ୟା

ଲୁଧିଆନା : ସକାଳେ ଲୁଧିଆନା ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୋହନ ଶାଖାର ମୁଖ୍ୟ ଶିକ୍ଷକ ରବୀନ୍ଦ୍ର ଗୋସାଇଁ(୫୮)ଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ବିଜେପି ଶାଖାର ମଧ୍ୟ ମଣ୍ଡଳ ପ୍ରଧାନ ଥିବା ରବୀନ୍ଦ୍ର ସକାଳେ ଶାଖାରୁ ଫେରି ସ୍ଥାନୀୟ ଗଗନଜିତ…
ଅଧିକ ଖବର ଦେଖନ୍ତୁ...

ଆଫଗାନ ପୁଲିସ ମୁଖ୍ୟାଳୟରେ ତାଲିବାନ ହମ୍‌ଲା: ୫୦ ମୃତ, ୨୦୦ରୁ ଅଧିକ ଆହତ

କାବୁଲ(ଆଫଗାନିସ୍ତାନ): ଆଫଗାନିସ୍ତାନର ପାକ୍ତିଆ ପ୍ରଦେଶର ରାଜଧାନୀ ସହର ଗାର୍ଦଜ୍‌ ସ୍ଥିତ ପୁଲିସ ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ କାର ବିସ୍ଫୋରଣ ଏବଂ ଭିତରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଅତି କମ୍‌ରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆର ଚେତାବନୀ: କେତେବେଳେ ବି ହୋଇପାରେ ଆଣବିକ ଯୁଦ୍ଧ

ଜାତିସଂଘ: ଏକ ଆଣବିକ ଯୁଦ୍ଧ ଜଳ ଜଳ ହୋଇ ଦିଶୁଛି। ତାହା ଯେ କୌଣସି ମୁହୂର୍ତ୍ତରେ ବି ଘଟିପାରେ। ଜାତିସଂଘରେ ଉତ୍ତର କୋରିଆର ଉପରାଷ୍ଟ୍ରଦୂତ କିମ୍‌ ଇନ୍‌ ରେ‍୍ୟାଙ୍ଗ ଏପରି ଚେତାବନୀ ଦେଇଛନ୍ତି। ସମ୍ପ୍ରତି ଆମେରିକା ପ୍ରରୋଚନାରେ କୋରିଆ ଉପଦ୍ୱୀପରେ ଯେପରି ସ୍ଥିତି ଜାରି ରହିଛି, ସେଥିରୁ ସେ…
ଅଧିକ ଖବର ଦେଖନ୍ତୁ...

‘ଆଧାରକାର୍ଡ’କୁ ପରିଚୟ ଭାବେ ବ୍ୟବହାର କରି ଭୋଟ ଦେଇ ହେବ: କୃଷ୍ଣାମୂର୍ତ୍ତି

ହାଇଦ୍ରାବାଦ: ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟିଏସ୍‌ କୃଷ୍ଣାମୂର୍ତ୍ତି ମଙ୍ଗଳବାର କହିଛନ୍ତି, ଆଧାରକାର୍ଡକୁ ବ୍ୟବହାର କରି ଭୋଟ ଦେଇ ହେବ। ବର୍ତମାନ ନିର୍ବାଚନ ଆୟୋଗ ଭୋଟ ପରିଚୟ ପତ୍ର ଅନୁପସ୍ଥିତିରେ ଅନ୍ୟ କାଗଜପତ୍ର ସହିତ ପାସପୋର୍ଟକୁ ମଧ୍ୟ ପରିଚୟ ପତ୍ର ଭାବରେ ଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରାମ ରହିମ ୫୦ଦିନ ସଜା କାଟିବା ପରେ, ଦୀପାବଳି ପାଇଁ ଜେଲକୁ ମିଠା ନେଇଗଲେ ପତ୍ନୀ

ସିର୍‌ସା: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ରୋହତକ ଜେଲ ୫୦ଦିନ ସଜା କାଟିବା ପରେ ସୋମବାର ତାଙ୍କୁ ଭେଟିବା ପାଇଁ ପତ୍ନୀ ହରଜିତ୍‌ କୌର, ପୁଅ ଜମମିତ୍‌ ସିଂହ ଇନ୍‌ସା, ଝିଅ ଚରଣପ୍ରୀତ, ଜ୍ୱାଇଁ ରୁହା-ଏ-ମିଥ ଓ ଅମରପ୍ରୀତ ଯାଇ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ଡେରା ସଚ୍ଚା ସୌଦା…
ଅଧିକ ଖବର ଦେଖନ୍ତୁ...