ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବଳକା ମଦ ନଷ୍ଟ କରିବାକୁ ୧୭୮୨ କୋଟି ଟଙ୍କା ଖର୍ଚ୍ଚ କରିବେ ଫ୍ରାନ୍‌ସ୍‌ ସରକାର, କିନ୍ତୁ କାହିଁକି?

ପ୍ୟାରିସ୍‌: ବଳିପଡ଼ିଥିବା ମଦ ନଷ୍ଟ କରିବା ପାଇଁ ଫ୍ରାନ୍‌ସ୍‌ ସରକାର ୨୦୦ ନିୟୁତ ‌ୟୁରୋ (ଭାରତୀୟ ମୁଦ୍ରାରେ ୧୭,୮୨,୨୯,୯୨,୬୫୬ ଟଙ୍କା) ମଞ୍ଜୁର କରିଛନ୍ତି ବୋଲି ‘ବିବିସି’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ, ବଳକା ମଦ ଯୋଗୁଁ କଠିନ ସମସ୍ୟାରେ ପଡ଼ିଥିବା ମଦ…
ଅଧିକ ଖବର ଦେଖନ୍ତୁ...

ଧକ୍କା ଦେଇ ଟ୍ରାକ୍ଟର୍‌କୁ ୫୦୦ ମିଟର୍‌ ଘୋଷାଡ଼ି ନେଲା ଟ୍ରକ୍‌; ଖଣ୍ଡ ଖଣ୍ଡ ହୋଇ ରାସ୍ତାରେ ପଡ଼ିଲା ଟ୍ରାକ୍ଟର୍‌…

ହୋସିଆର୍‌ପୁର: ଶୁକ୍ରବାର ଦିନ ପଞ୍ଜାବର ହୋସିଆର୍‌ପୁର ଅଞ୍ଚଳରେ ଧକ୍କା ଦେଇଥିବା ଟ୍ରାକ୍ଟର୍‌କୁ ଗୋଟାଏ ଟ୍ରକ୍‌ ପ୍ରାୟ ୫୦୦ ମିଟର୍‌ ଦୂରକୁ ଟାଣି ନେବାରୁ ଟ୍ରାକ୍ଟର୍‌ ଚକରେ ଲାଖି ରହିଥିବା ଟ୍ରାକ୍ଟର୍‌ ଡ୍ରାଇଭର୍‌ଙ୍କ ଶବ ଖଣ୍ଡ ବିଖଣ୍ଡ ହୋଇ ରାସ୍ତାରେ ଛିଟିକି ପଡ଼ିଥିବା କଥା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଶିବଶକ୍ତି ସ୍ଥଳ ଓ ଜବାହର ସ୍ଥଳ: ଚନ୍ଦ୍ରଯାନ-୩ର ଅବତରଣ ସ୍ଥାନର ନାମକରଣ ପାଇଁ ବିବାଦ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଶିବଶକ୍ତି ସ୍ଥଳ’ ଭାବେ ନାମିତ କରିବାରୁ ‘ବିଜେପି’ ଓ ‘କଂଗ୍ରେସ’ ମଧ୍ୟ ଯୁକ୍ତିତର୍କ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

୨୦୨୪ ସାଧାରଣ ନିର୍ବାଚନ: ତୃଣମୂଳ ସ୍ତରରୁ ବିଜେପି ଆରମ୍ଭ କଲାଣି ପ୍ରସ୍ତୁତି

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ, ବିଜେପିର ସମସ୍ତ ସାଂସଦଙ୍କୁ ସେମାନଙ୍କର ସଂସଦୀୟ କ୍ଷେତ୍ର ସଂବନ୍ଧିତ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଦଳ…
ଅଧିକ ଖବର ଦେଖନ୍ତୁ...

ଅବତରଣ ବିନ୍ଦୁକୁ ‘ଶିବଶକ୍ତି’ କୁହାଯିବ: ଇସ୍ରୋରେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ଗସ୍ତ ସାରି…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ନିଆଁ ଲାଗି ୧୦ ମୃତ: ଗ୍ୟାସ୍‌ ସିଲିଣ୍ଡର ରଖି ଚା’ କରୁଥିଲେ ଯାତ୍ରୀ

ମଦୁରାଇ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଶନିବାର ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛି। ମଦୁରାଇ ୟାର୍ଡରେ ଟ୍ରେନ୍ ପାର୍କିଂ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ୟୁପି: ସ୍କୁଲ୍‌ରେ ମୁସ୍‌ଲିମ ଛାତ୍ରଙ୍କୁ ମାଡ଼ ବିବାଦ ତେଜିଲା

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଜଣେ ମୁସଲିମ ଛାତ୍ରଙ୍କୁ ପିଟିବା ପାଇଁ ଅନ୍ୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦେବାକୁ ନେଇ ରାଜନୀତି ସରଗରମ ହୋଇଛି। ପ୍ରାୟ ଘଣ୍ଟାଏ ଧରି ଜଣେ ମୁସଲିମ ଛାତ୍ରଙ୍କୁ ଶ୍ରେଣୀର ଅନ୍ୟ ଛାତ୍ରମାନେ ମାଡ଼ ମାରିବାର ଏକ ଭିଡିଓ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିସନ୍ ଆଦିତ୍ୟ-ଏଲ୍‌-୧ ଲଞ୍ଚ କରିପାରେ ଇସ୍ରୋ

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିବା ପରେ ଆସନ୍ତା ସପ୍ତାହରେ କରୋନା ଓ ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ସୂର୍ଯ୍ୟ ମିସନ ‌ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଆଦିତ୍ୟ-ଏଲ୍‌୧ ମହାକାଶ ଯାନକୁ ଇସ୍ରୋ ପୃଥିବୀଠାରୁ ୧.୫…
ଅଧିକ ଖବର ଦେଖନ୍ତୁ...

ମହାକାଶକୁ ଯିବ ମହିଳା ରୋବଟ ‘ବ୍ୟୋମମିତ୍ର’

ନୂଆଦିଲ୍ଲୀ: ଗଗନଯାନ ମିସନ୍‌ ଅନ୍ତର୍ଗତ ଭାରତ ମହାକାଶକୁ ମହିଳା ରୋବଟ ‘ବ୍ୟୋମମିତ୍ର’ ପଠାଇବ। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍‌ଡିଟିଭି ଜି୨୦-କନକ୍ଲେଭ୍‌କୁ ଏକ ସାକ୍ଷାତକାର ଦେଇ ଆଜି ଏହା କହିଛନ୍ତି। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମେ ମହାକାଶକୁ …
ଅଧିକ ଖବର ଦେଖନ୍ତୁ...

ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେ: ନବୀନ ପୁଣି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେ ଅନୁଯାୟୀ ନବୀନ ହେଉଛନ୍ତି ଓଡ଼ିଶାର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ସର୍ଭେରେ ସାମିଲ ହୋଇଥିବା ମୋଟ୍‌ ୩,୭୬୦…
ଅଧିକ ଖବର ଦେଖନ୍ତୁ...