ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ମୋଦୀଙ୍କ ଭଳି ପ୍ରଧାନମନ୍ତ୍ରୀ ଆମ ଦେଶରେ ଥିଲେ ଭାଗ୍ୟଶାଳୀ ହୋଇଥାଆନ୍ତେ ପାକିସ୍ତାନବାସୀ’

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୩’ ଜହ୍ନରେ ସଫଳତାପୂର୍ଣ୍ଣ ଅବତରଣ ପରେ ବିଶ୍ବ‌ରେ ଭାରତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ‘ଚନ୍ଦ୍ରଯାନ-୩’ କ୍ରମାଗତ ଭାବେ ନୂଆନୂଆ ଫଟୋ ପଠାଇ ଚାଲିଛି। ଏହି କ୍ରମରେ  ‘ଚନ୍ଦ୍ରଯାନ-୩’ ଓ ‘ଜି୨୦’ ସଫଳତାକୁ ନେଇ ପାକିସ୍ତାନବାସୀ ସମର୍ଥନ ଜଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ଯୋଗୁଁ ଭାଙ୍ଗିଗଲା ମାୟାବତୀଙ୍କ ୬୦ ଲକ୍ଷ ଟଙ୍କିଆ ହାତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁଁ ସହରର ସମସ୍ତ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ଓ ବଜ୍ରପାତ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରୁଛି। ସହରର ଅନେକ ସ୍ଥାନରେ ବଜ୍ରପାତ ହୋଇଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ମରକ୍କୋ ପରେ ୬ ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ମରକ୍କୋ ପରେ ୬ତୀବ୍ରତାର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ଜଣାଯାଇଛି। ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ଥିଲା। ଏହା ପୂର୍ବରୁ ଇଣ୍ଡୋନେସିଆର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

‘ଭାରତ’ ନାମ ବ୍ୟବହାର ହେଲେ ଆପତ୍ତି ନାହିଁ, କିନ୍ତୁ… :ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଇଣ୍ଡିଆ’ କିମ୍ବା ‘ଭାରତ’ ନାମକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତ (ନାମ)…
ଅଧିକ ଖବର ଦେଖନ୍ତୁ...

ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ! ଦୁଇ ସପ୍ତାହ ହେଲା ଦେଖିବାକୁ ମିଳୁନାହାନ୍ତି

ନୂଆଦିଲ୍ଲୀ: ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ! ଦୁଇ ସପ୍ତାହ ହେଲାଣି ଦେଖିବାକୁ ମିଳୁନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ଲି ଶାଂଗ୍‌ଫୁ। ଜନସାଧାରଣଙ୍କ ସାମ୍ନାକୁ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଂଗ୍‌ଫୁ ୨ସପ୍ତାହ ହେଲା ଆସି ନାହାନ୍ତି। ସେ କୁଆଡେ ଗଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ନିଜ ପୋଷାକ ପରିଧାନରେ ଭାରତୀୟ ପରମ୍ପରାକୁ ଆପଣାଇ ଚର୍ଚ୍ଚାରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

 ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ତଥା ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍‌ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତ ଯାତ୍ରା ସମୟରେ ଅକ୍ଷତା ନିଜ ପୋଷାକ ପରିଧାନରେ…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ପ୍ରଦୂଷଣ ହ୍ରାସ କରିବା ପାଇଁ ବାଣ ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଶୀତଦିନେ ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜଧାନୀରେ ସମସ୍ତ ପ୍ରକାର ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ ବସି ରୁଷ୍ ଗଲେ ଉତ୍ତର-କୋରିଆ ଶାସକ କିମ୍ ଜଙ୍ଗ୍

ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ରୁଷିଆ ଅଭିମୁଖେ ଯାତ୍ରା କରିଛନ୍ତି। ସେ ନିଜ ସ୍ୱତନ୍ତ୍ର ଟ୍ରେନରେ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। କିମ୍ ଏବଂ ରୁଷ ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରଯାନ ପ୍ରକଳ୍ପ: ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ଯିବ କ୍ଷୁଦ୍ର ବୁଡ଼ାଜାହାଜ ‘ମତ୍ସ୍ୟ’

ନୂଆଦିଲ୍ଲୀ: ମୂଲ୍ୟବାନ୍‌ ଧାତୁ ଏବଂ ‘କୋବାଲ୍‌ଟ୍‌, ନିକେଲ୍‌ ଓ ମାଙ୍ଗାନିଜ୍‌ ଭଳି ଖଣିଜ ପଦାର୍ଥର ସନ୍ଧାନ ନିମନ୍ତେ ଭାରତୀୟ ବୈଜ୍ଞାନିକମାନେ ‘ସମୁଦ୍ରଯାନ ପ୍ରକଳ୍ପ’ରେ ବଙ୍ଗୋପସାଗରର ୬୦୦୦ ମିଟର୍‌ ଗଭୀରକୁ ‘ମତ୍ସ୍ୟ’ ନାମକ କ୍ଷୁଦ୍ର ବୁଡ଼ାଜାହାଜ ପଠାଇବେ। ଏଥିରେ ୩ଜଣ ଯାତ୍ରୀ ସମୁଦ୍ର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସାଉଦୀ ଯୁବରାଜଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଉଦୀ ଯୁବରାଜ ମହମ୍ମଦ୍‌ ବିଲ୍‌ ସଲ୍‌ମାନ୍‌ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ କରିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ପରଠାରୁ ଏହା…
ଅଧିକ ଖବର ଦେଖନ୍ତୁ...