ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

‘ସି-ଭୋଟର-ଇଣ୍ଡିଆ ଟୁଡେ’ ସର୍ଭେ : ଯୋଗୀ ଦେଶର ନଂ୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ‘ସି-ଭୋଟର’ ଏବଂ ‘ଇଣ୍ଡିଆ ଟୁଡେ’ର ମୁଡ୍ ଅଫ୍ ଦି ନେସନ୍ (ଏମ୍ଓଟିଏନ୍) ସର୍ଭେରୁ ଏହା ଜଣାପଡ଼ିଛି । ୨୦୨୩ ଜୁଲାଇ ୧୫ରୁ ୨୦୨୩ ଅଗଷ୍ଟ ୧୪ ମଧ୍ୟରେ ଏହି ସର୍ଭେ…
ଅଧିକ ଖବର ଦେଖନ୍ତୁ...

ଗୁଳି ଶବ୍ଦରେ କମ୍ପିଲା କୋର୍ଟ ପରିସର, ଦୁଇ କଏଦୀଙ୍କୁ ଗୁଳିମାଡ କଲେ ଅଜଣା ଆତତାୟୀ

ପାଟନା: ଦୁଇଜଣ କଏଦୀଙ୍କୁ କୋର୍ଟରେ ହାଜର କରିବାକୁ ଆଣିବାବେଳେ ଗୁଳିମାଡ କଲେ ଅଜଣା ଆତତାୟୀ | ବିହାରର ସମସ୍ତିପୁର କୋର୍ଟ ପରିସରରେ ଆଜି ଏଭଳି ଗୁଳିକାଣ୍ଡ ଘଟିଛି | ମିଳିଥିବା ସୂଚନା ମୁତାବକ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇ ଜଣ ଅପରାଧୀଙ୍କ ଉପରକୁ ଅଜଣା ଆତତାୟୀମାନେ ଗୁଳି ଚଳାଇଥିଲେ |…
ଅଧିକ ଖବର ଦେଖନ୍ତୁ...

ଇସ୍ରୋକୁ ନେହେରୁ ପ୍ରତିଷ୍ଠା କରିଥିଲେ, ମୋଦୀ କେବଳ କ୍ରେଡିଟ୍ ନେବାକୁ ଚାହୁଁଛନ୍ତି : କଂଗ୍ରେସ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବେଙ୍ଗାଲୁରୁରେ ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସିହତ ଚନ୍ଦ୍ରଯାନ-୩ ଅବତରଣ କରିଥିବା ସ୍ଥାନର ନାମ…
ଅଧିକ ଖବର ଦେଖନ୍ତୁ...

ମାଇଁ ସହ ଭଣଜାର ଚାଲିଥିଲା ପ୍ରେମ କାହାଣୀ, ମନ ଭରିଗଲା ପରେ କଲା ହତ୍ୟା

ପାଟନା: ମାଇଁ ପ୍ରେମରେ ପଡିଲା ଭଣଜା | ଆଉ ୪ ବର୍ଷ ଧରି ଏକାଠି ରହିବା ପରେ ମାଇଁ ଯେତେବେଳେ ବିବାହ ପାଇଁ ବାଧ୍ୟ କଲା, ସେତେବେଳେ ରାସ୍ତାରୁ ହଟାଇଦେଲା | ବିହାରର ବାଙ୍କାରେ ପୁଲିସ ଆଜି ମା-ଝିଅ ହତ୍ୟାକାଣ୍ଡକୁ ନେଇ ଏକ ବଡ ଖୁଲାସା କରିଛି ଓ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି | ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ, ୧୩ଟି ସୁରକ୍ଷା ରିପୋର୍ଟ ଜାଲ୍ ?

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ଦୁଇ ଜଣିଆ ଯାଞ୍ଚ ଦଳ ଏୟାର ଇଣ୍ଡିଆର ଆଭ୍ୟନ୍ତରୀଣ ନିରାପତ୍ତା ଉପରେ କରାଯାଇଥିବା ଅଡିଟରେ ଅନେକ ତ୍ରୁଟି ଠାବ କରିବା ପରେ ଏହି ବିମାନ ସେବା କମ୍ପାନିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଡିଜିସିଏ…
ଅଧିକ ଖବର ଦେଖନ୍ତୁ...

ଅଚେତ କମାଣ୍ଡୋଙ୍କ ଚିକିତ୍ସା ପାଇଁ ଅଧାରୁ ଭାଷଣ ବନ୍ଦ କଲେ ମୋଦୀ

ନୂଆଦିଲ୍ଲୀ: କୌଣସି ଆମ୍ବୁଲାନ୍ସ ଯାଉଥିବାବେଳେ ବାଟ ଛାଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର ତାଙ୍କ କାରକେଡକୁ ଅଟକାଇଛନ୍ତି। ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଚେତା ହରାଇଥିବା ଜଣେ କମାଣ୍ଡୋଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଆସିଲା ଆୟକର ବିଭାଗର ନୂଆ ତଥା ସଂଶୋଧିତ ଓ୍ବେବସାଇଟ୍, ଅଧିକ ସୁବିଧାରେ ଟିକସ ଫାଇଲ୍ କରିପାରିବେ ଟିକସଦାତା

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍…
ଅଧିକ ଖବର ଦେଖନ୍ତୁ...

ଛାଡପତ୍ର କୌଣସି ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ କହି ସ୍ୱାମୀଙ୍କ ମାମଲା ଖାରଜ କରିଦେଲେ ହାଇକୋର୍ଟ

ପାଟନା: ଛାଡପତ୍ର କୌଣସି ବ୍ୟକ୍ତିଗତ ବିଷୟ ନୁହେଁ କାରଣ ବିବାହ ଦ୍ୱାରା ସମାଜର ଭଲ ହୋଇଥାଏ | ଶୁକ୍ରବାର ପାଟନା ହାଇକୋର୍ଟ କିଛି ଏଭଳି କହି ଜଣେ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି। ଏହି ବ୍ୟକ୍ତି ୧୯୮୦ ମସିହାରେ ବିବାହ କରିଥିଲେ। ତେବେ ପତ୍ନୀଙ୍କ ବିରୋଧରେ କ୍ରୁରତା ଏବଂ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରପୃଷ୍ଠରେ ଗଡୁଛି ପ୍ରଜ୍ଞାନ ରୋଭର, ଇସ୍ରୋ ଛାଡ଼ିଲା ନୂଆ ଭିଡିଓ  

ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ପ୍ରଜ୍ଞାନ ରୋଭର ବିକ୍ରମ୍ ଲାଣ୍ଡରରୁ ବାହାରି…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଯାଆନ୍ତୁ, ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ନିର୍ବାଚନ ଲଢନ୍ତୁ: ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଗତକାଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ | ସରକାର ଲଗାତାର ସମ୍ବିଧାନ ବିରୋଧୀ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...