ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଭାରତର ଦାରିଦ୍ର୍ୟକୁ ଲୁଚାଉଛନ୍ତି ମୋଦୀ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର କହିଛନ୍ତି ଯେ, କେନ୍ଦ୍ର ସରକାର ବିଦେଶୀ ଅତିଥିଙ୍କଠାରୁ ଦେଶର ବାସ୍ତବତାକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି। ରାହୁଲ ତାଙ୍କ ଅଫିସିଆଲ ଏକ୍ସ (ଟ୍ବିଟର) ହ୍ୟାଣ୍ଡେଲରେ ଲେଖିଛନ୍ତି, ଭାରତ ସରକାର ଆମର ଗରିବ ଜନତା ଓ ପ୍ରାଣୀଙ୍କୁ ଲୁଚାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜିନପିଙ୍ଗଙ୍କ ଅନୁପସ୍ଥିତି ନେଇ ବାଇଡେନଙ୍କ ଟିପ୍ପଣୀ: ଆସିଥିଲେ ଭଲ ହୋଇଥାନ୍ତା, କିନ୍ତୁ ସବୁକିଛି ଭଲ ଚାଲିଛି

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁପସ୍ଥିତି କୌଣସି ଫରକ କି ପ୍ରଭାବ ପକାଇନି। ଏକଥା ଆଜି ପୁଣିଥରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଟିପ୍ପଣୀ ସ୍ପଷ୍ଟ କରିଦେଇଛି। ବାଇଡେନଙ୍କ ସହ ଥିବା ଆମେରିକା ଗଣମାଧ୍ୟମ ପ୍ରତିନିଧି ଆଜି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି: ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡ଼ୁ ଗିରଫ

ଅମରାବତୀ: ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ନନ୍ଦୟାଲା ସହରର ଜ୍ଞାନପୁରମ୍‌ର ଆର୍‌କେ ଫଙ୍କସନ୍ ହଲରୁ ଶନିବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଲସ୍କର ଆତଙ୍କବାଦୀ ଆବୁ କାସିମକୁ ପିଓକେରେ ହତ୍ୟା

ରାୱଲକୋଟ: ଲସ୍ମର-ଏ-ତୋଇବାର କୁଖ୍ୟାତ ଆତଙ୍କବାଦୀ ତଥା ଭାରତ ଦ୍ବାରା ‘ୱାଣ୍ଟେଡ୍‌’ ଘୋଷିତ ରିୟାଜ ଅହମଦ ଓରଫ ଆବୁ କାସିମକୁ ପାକ୍-ଅଧିକୃତ କାଶ୍ମୀରର ରାୱଲକୋଟ ଅନ୍ତର୍ଗତ ଅଲ୍‌-କୁଦସ ମସଜିଦ ଭିତରେ ଗୁଳି କରି ହତ୍ୟା କରାଯାଇଛି। ଖବର ଅନୁସାରେ, ରିୟାଜ ଅହମଦ ମସଜିଦକୁ ପ୍ରାର୍ଥନା…
ଅଧିକ ଖବର ଦେଖନ୍ତୁ...

ଜୋ‌କୋଭିକ-ମେଦଭେଦେଭ ଫାଇନାଲ୍‌

ନ୍ୟୁୟର୍କ: ସର୍ବିୟାର ନୋଭାକ ଜୋକୋଭିକ ଏବଂ ରୁଷିଆର ଡାନିଲ ମେଦଭେଦେଭ ଚଳିତ ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍‌ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ରବିବାର ମୁହାଁମୁହିଁ ହେବେ। ପୁରୁଷ ଏକକ ସେମିଫାଇନାଲ୍‌ରେ ୨୩ ଗ୍ରାଣ୍ଡ ସ୍ଲାମ ବିଜେତା ବିଶ୍ବର ଦୁଇ ନମ୍ବର ଜୋକୋଭିକ ୬-୩,…
ଅଧିକ ଖବର ଦେଖନ୍ତୁ...

‘ଜନ୍ମାଷ୍ଟମୀରେ ମୁଁ ଭଗବାନଙ୍କ ଦର୍ଶନ ପାଇଯାଇଛି’: ଯୋଗୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରେ ଆୟୋଜିତ ହୋଇଥିବା କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଆନ୍ଦୀବେନ ପଟେଲ ବି ସେଠାରେ ଉପସ୍ଥିତ ଥିଲେ। ଯୋଗୀ କହିଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କ ଧରାପୃଷ୍ଠରେ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଚାପି ଦେବା ପରେ ବି ଗାଡ଼ି ଚୋରି କରି ଘଟଣାସ୍ଥଳରୁ ଚମ୍ପଟ ମାରିଲା ଚୋର

ନୂଆଦିଲ୍ଲୀ: ଗୁଜୁରାଟର ଅରବଲ୍ଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ଦେଖି କୁହାଯାଇପାରେ,‘ ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ଘଟଣାଟି ହେଉଛି ଏପରି, ଜନ୍ମାଷ୍ଟମୀ ଥିବା ହେତୁ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ସୋ’ରୁମ ବନ୍ଦ ଥିଲା। ଲୋକମାନଙ୍କର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭବ୍ୟ ନୈଶ୍ୟଭୋଜିରେ ପାରମ୍ପରିକ ଭାରତୀୟ ଖାଦ୍ୟର ଆନନ୍ଦ ନେଲେ ବିଶ୍ୱନେତା ଓ…

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନର ଶେଷରେ ଦିଲ୍ଲୀର ଭାରତ ମଣ୍ଡପମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନରେ ବିଶ୍ବନେତାଙ୍କୁ ଆପ୍ୟାୟିତ କରିଛନ୍ତି।  ଜି-୨୦ ସମ୍ମିଳନୀର ଏହି ଭବ୍ୟ ନୈଶ୍ୟ ଭୋଜିରେ ବିଶ୍ୱନେତା ଓ ପ୍ରତିନିଧିମାନଙ୍କୁ ନିଆରା ଭାରତୀୟ ଖାଦ୍ୟ ପରିବେଷଣ…
ଅଧିକ ଖବର ଦେଖନ୍ତୁ...

ଆସିଲା ଦେଶର ପ୍ରଥମ ବାୟୋ ସାଇନ୍ସ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍‌’ର ଫାର୍ଷ୍ଟଲୁକ୍, ବିବେକଙ୍କୁ ମିଳିଲା…

ନୂଆଦିଲ୍ଳୀ: ଭ୍ୟାକ୍ସିନ୍‌ ବା ଟିକା ଶବ୍ଦଟି ଏବେ ଆପଣଙ୍କୁ ପୁରୁଣା ଲାଗୁଥାଇପାରେ। ମାତ୍ର ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରୁଥିଲା, ସେତେବେଳେ ଭାରତୀୟ ବୈଜ୍ଞାନିକମାନେ ଏହି ବିପଜ୍ଜନକ ଜୀବାଣୁ ମୁକାବିଲା ପାଇଁ କେବଳ ଏହି ଟିକା ପଛରେ ହିଁ ଧାଇଁଥିଲେ। ଦିନରାତି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନର କାର୍ଯ୍ୟଧାରା ଶେଷ : ବିଶ୍ବସମୁଦାୟକୁ ମିଳିଲା ଏହି ୫ ବଡ଼ ଫାଇଦା

ନୂଆଦିଲ୍ଲୀ: ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ‘ବିଶ୍ୱରେ ବିଶ୍ୱାସର ଅଭାବ’ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ ଏବଂ ଉପସାଗରୀୟ ଏବଂ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ ଏବଂ ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍‌ସ’ର…
ଅଧିକ ଖବର ଦେଖନ୍ତୁ...