ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଖଡ଼ଗେଙ୍କ ‌‘ମୌଉନୀ ବାବା’ ଓ ‘ଆଦାନି’ ମନ୍ତବ୍ୟ ପାଇଁ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ଦେଶରେ ତିକ୍ତତା ପ୍ରସାର କରୁଥିବା ବ୍ୟକ୍ତିମାନଙ୍କ ପ୍ରସଙ୍ଗରେ କାହିଁକି ‘ମଉନୀ ବାବା’ ସାଜିଛନ୍ତି ବୋଲି ଆଜି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାରୁ ରାଜ୍ୟସଭାରେ ହଟ୍ଟଗୋଳ ହୋଇଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୯୬: ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୫

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୦୦ ତ‌ଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୫ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରଧାନମନ୍ତ୍ରୀ ମୋଦୀ ପାର୍ଲାମେଣ୍ଟ୍‌କୁ ପିନ୍ଧି ଆସିଥିବା ନୀଳ ରଙ୍ଗର ଜ୍ୟାକେଟ୍‌ଟି କେଉଁଥିରେ ତିଆରି

ନୂଆଦିଲ୍ଲୀ: ବଜେଟ୍‌ ଅବସରରେ ରାଷ୍ଟ୍ରପତି ଦେଇଥିବା ଅଭିଭାଷଣ ଉପରେ ଆଜି ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଗୋଟାଏ ବିଶେଷ ଧରଣର ନୀଳ ଜ୍ୟାକେଟ୍‌ ପିନ୍ଧି ଆସିଛନ୍ତି। ସୋମବାର ଦିନ ବେଙ୍ଗାଲୁରୁରେ ‘ଇଣ୍ଡିଆ ଏନର୍ଜି ଉଇକ୍‌’ ପାଳନ ଅବସରରେ…
ଅଧିକ ଖବର ଦେଖନ୍ତୁ...

ରା‌ଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି; ମୁତୟନ ହେବେ ୪୦ ପ୍ଲାଟୁନ ପୁଲିସ ଫୋର୍ସ

ଭୁବନେଶ୍ବର: ଆଗାମୀ ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଆସିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ। ବ୍ଲୁ ବୁକ୍ ଆଧାରରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦିଆଯିବ। ରାଷ୍ଟ୍ରପତିଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ ଓ ଆଉ କେତେକ ଦେଶକୁ ଟାର୍ଗେଟ୍‌ କରି ଛଡ଼ାଯାଇଥିଲା ‘ଚୀନା ସ୍ପାଏ ବେଲୁନ୍‌’: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଓ ଜାପାନ ସମେତ ଆଉ କେତେକ ଦେଶକୁ ‘ଟାର୍ଗେଟ୍‌’ କରି କେତେଗୁଡ଼ିଏ ଚୀନା ‘ସ୍ପାଏ ବେଲୁନ୍‌’ ଛଡ଼ାଯାଇଥିବା କଥା ମଙ୍ଗଳବାର ଦିନ ‘ଦି ୱାସିଂଟନ୍‌ ପୋଷ୍ଟ୍‌’ ରିପୋର୍ଟ କରିଛି। ଶନିବାର ଦିନ ଚୀନ୍‌ର ଗୋଟାଏ ସ୍ପାଏ ବେଲୁନ୍‌କୁ କ୍ଷେପଣାସ୍ତ୍ର ପ୍ରୟୋଗ କରି ନଷ୍ଟ କରି…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୦ ଓ ୧୧ ତାରିଖ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଆଗାମୀ ଫେବ୍ରୁଆରି ୧୦ ଓ ୧୧ ତାରିଖ ଦିନ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଓଡ଼ିଶା ଗସ୍ତରେ ଯିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟର ‘ପର୍ସନାଲ୍‌ ସେଲ୍‌’ ଜାରି କରିଥିବା ଗସ୍ତ ସୂଚୀରୁ ଜଣାପଡ଼ିଛି। ଫେବ୍ରୁଆରି ୧୦ ତାରିଖ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମଦ ନୀତି ମାମଲାରେ ‘କେସିଆର୍‌’ଙ୍କ ଝିଅଙ୍କର ପୂର୍ବତନ ଅଡିଟର୍‌ଙ୍କୁ ଗିରଫ କଲା ‘ସିବିଆଇ’

ନୂଆଦିଲ୍ଲୀ: ପୂର୍ବରୁ ‘କେସିଆର୍‌’ଙ୍କ ଝିଅ କେ. କବିତାଙ୍କ ଅଧୀନରେ ଚାକିରି କରୁଥିବା ତେଲେଙ୍ଗାନାର ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କୁ ‘ସିବିଆଇ’ ଜାତୀୟ ରାଜଧାନୀକୁ ଡକାଇ ଦିଲ୍ଲୀ ମତ ନୀତି ମାମଲାରେ ଗିରଫ କରିଛି। ଏହି ମାମଲାରେ ‘ସାଉଥ୍‌ ଗ୍ରୁପ୍‌’ର କେ. କବିତାଙ୍କ ପୂର୍ବତନ ଅଡିଟର୍‌…
ଅଧିକ ଖବର ଦେଖନ୍ତୁ...

ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି: ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାସିଂଟନ୍‌: ଆମେରିକାର ଗଣତନ୍ତ୍ର ଅଟଳ ଓ ଅତୁଟ ରହିଛି ବୋଲି ‘କ୍ୟାପିଟଲ୍‌ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ କରି ମଙ୍ଗଳବାର ରାତିରେ ‘ଷ୍ଟେଟ୍‌ ଅଫ୍‌ ୟୁନିୟନ୍‌’ରେ ଉଦ୍‌ବୋଧନ ଦେବା ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। କରୋନାଭାଇରସ୍‌ ମହାମାରୀ ସତ୍ବେ ଦେଶର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ଖୈବର୍‌-ପଖ୍‌ତୁନ୍‌ଖ୍ବାରେ ସଡ଼କ ଦୁର୍ଘଟଣା: ଗଭୀର ଖାଇରେ ବସ୍‌ ଓ କାର୍‌ ପଡ଼ି ୩୦ ମୃତ, ୧୫ ଆହତ

ଇସ୍‌ଲାମାବାଦ୍‌: ମଙ୍ଗଳବାର ଦିନ ଖୈବର୍‌-ପଖ୍‌ତୁନ୍‌ଖ୍ବାର କୋହିସ୍ତାନ ଜିଲ୍ଲା ଦେଇ ପଡ଼ିଥିବା କାରାକୋରମ୍‌ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଗୋଟିଏ ଯାତ୍ରୀବାହୀ ବସ୍‌ ଓ ଗୋଟିଏ କାର୍‌ ଗଭୀର ଖାଇରେ ପଡ଼ିଯିବାରୁ ପ୍ରାୟ ୩୦ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ରାଜା ଚାର୍ଲସ୍‌ଙ୍କ ଫଟୋ ଥିବା ନୂଆ ବ୍ରିଟିସ୍‌ ଡାକଟିକଟ ଉନ୍ମୋଚିତ

ଲଣ୍ଡନ୍‌: ବୁଧବାର ଦିନ ବ୍ରିଟେନ୍‌ର ‘ରୟାଲ୍‌ ମେଲ୍‌’ ଗତ ସେପ୍ଟେମ୍ବର ମାସରେ ସିଂହାସନ ଆରୋହଣ କରିଥିବା ରାଜା ତୃତୀୟ ଚାର୍ଲସ୍‌ଙ୍କ ଫଟୋ ଥିବା ପ୍ରଥମ ଡାକଟିକଟ ଉନ୍ମୋଚନ କରିଛି। ସମସ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ସ୍ବଳ୍ପ ମୂଲ୍ୟର ଡାକଟିକଟରେ କେବଳ ରାଜାଙ୍କ ମୁଣ୍ଡ, ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...