ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ମୋଦୀ, ଅୱେସିଙ୍କ ବିରୋଧରେ ବର୍ଷିଲେ ପାଇଲଟ୍‌: ନିର୍ବାଚନ ଅଛି ବୋଲି ରାଜସ୍ଥାନ ଆସୁଛନ୍ତି, ନିର୍ବାଚନ ସରିଗଲେ…

ଜୟପୁର: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ଦିନ ଏକ ବଡ଼ ଦାବି କରିଛନ୍ତି। ପାଇଲଟ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଅୱେସି ଏବେ ଘନ ଘନ ରାଜ୍ୟକୁ ଗସ୍ତ କରୁଛନ୍ତି। କେବଳ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡ଼ାବେଳେ ସ୍ବାମୀଙ୍କୁ ଗୁଳି

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଦୁଇ ପତ୍ନୀଙ୍କ ମଧ୍ୟରେ ଝଗଡ଼ାବେଳେ କେହି ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନାନୁସାରେ, ତାହେର ଖାନଙ୍କ ପ୍ରଥମ ପତ୍ନୀ ଅଞ୍ଜୁମ, ତାଙ୍କ ପୁଅ ଏବଂ ଆଉ କିଛି ଲୋକ ତାଙ୍କ ଘରେ ପହଞ୍ଚି ଦ୍ୱିତୀୟ ପତ୍ନୀ ହୁମା ଖାନଙ୍କ ସହ ଝଗଡ଼ା…
ଅଧିକ ଖବର ଦେଖନ୍ତୁ...

ଜାମିନ ଦେବା କୋର୍ଟଙ୍କ ଅଧିକାର: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ କହିଛନ୍ତି ଯେ କାହାକୁ ଜାମିନ ଦେବା ବା ନ ଦେବା ନେଇ କୋର୍ଟଙ୍କ ବିବେକାଧିକାରକୁ କୌଣସି ଆଇନ ଦ୍ବାରା ଛଡ଼ାଇ ନିଆଯାଇପାରିବ ନାହିଁ। ଜଣେ ୭୧ ବର୍ଷୀୟ ହତ୍ୟା-ଅଭିଯୁକ୍ତଙ୍କୁ ଗିରଫ ହେବାର ୮ ବର୍ଷ ପରେ ବି ଜାମିନ ଦେବାକୁ କୋର୍ଟ ମନା କରିଦେବା ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...

ମହିଳା ଆଇଏଏସ୍‌-ଆଇପିଏସ୍‌ କଳି: କର୍ଣ୍ଣାଟକ ଗୃହମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ଚେତାବନୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ସାଧାରଣରେ ଖୋ‌ଲାଖୋଲି କଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହା କର୍ଣ୍ଣାଟକର ବସବରାଜ ବୋମାଇ ସରକାରଙ୍କ ପାଇଁ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ବିବାଦ ସାମାଜିକ ଗଣମାଧ୍ୟମରେ ଜୋରସୋରରେ ଚାଲିଥିବାରୁ…
ଅଧିକ ଖବର ଦେଖନ୍ତୁ...

ଧନୁଷଙ୍କ ୧୫୦ କୋଟିର ନୂଆ ଘର

ଚେନ୍ନାଇ: ତାମିଲ ଅଭିନେତା ଧନୁଷ ପିତାମାତାଙ୍କ ସହ ତାଙ୍କ ନୂଆ ଘରକୁ ପ୍ରବେଶ କରିଛନ୍ତି। ଭେଟେ‌ରାନ ଅଭିନେତା ରଜନୀକାନ୍ତ ରହୁଥିବା ଚେନ୍ନାଇର ପୋସ୍ ଗାର୍ଡେନ୍ ଅଞ୍ଚଳରେ ଧନୁଷ ଏକ ଡୁପ୍ଲେକ୍ସ ତିଆରି କରିଛନ୍ତି। ଯାହାର ମୂଲ୍ୟ ୧୫୦ କୋଟି ଟଙ୍କା। ନୂତନ ଗୃହ ପ୍ରବେଶର ଫଟୋଗୁଡ଼ିକୁ ସେ…
ଅଧିକ ଖବର ଦେଖନ୍ତୁ...

ଶିବସେନା ପାର୍ଟି ଅଫିସ ଦଖଲ କଲେ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ସେନା ଗୋଷ୍ଠୀ ସୋମବାର ଦିନ ବିଧାନ ଭବନର ଶିବସେନା ପାର୍ଟି ଅଫିସକୁ ଦଖଲକୁ ନେଇ ଯାଇଛନ୍ତି। ନିର୍ବାଚନ କମିସନ ଶିବସେନା ଦଳର ନାମ ଏବଂ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ଦେବାପରେ ଦଳର ପାର୍ଟି ଅଫିସ ବି ସିନ୍ଦେ…
ଅଧିକ ଖବର ଦେଖନ୍ତୁ...

୨ ବିମାନ‌ରେ ବୋମା ଗୁଜବ; ମେଡିକାଲ ଏମର୍ଜେନ୍ସି ପାଇଁ ନ୍ୟୁୟର୍କ- ଦିଲ୍ଲୀ ବିମାନ ଲଣ୍ଡନ ଗଲା

ନୂଆଦିଲ୍ଲୀ : ସୋମବାର ଦିନ ଗୋଟିଏ ଦିନରେ ଦୁଇଟି ବିମାନରେ ବୋମା ଆତଙ୍କ ଦେଖାଦେଇଛି। ଏଥିରୁ ଗୋଟିଏ ଘଟଣା ଦିଲ୍ଲୀରୁ ଦେଓଘର ଅଭିମୁଖେ ଉଡ଼ାଣ କରୁଥିବା ଇ‌ଣ୍ଡିଗୋ ୬ଇ-୬୧୯୧ ବିମାନରେ ହୋଇଛି। ବୋମା ଥିବା ନେଇ ଧମକ ମିଳିବାପରେ ଲକ୍ଷ୍ନୌକୁ ଏହି ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଅବକାରୀ ଦୁର୍ନୀତି ମାମଲା: ୨୬ରେ ହାଜର ହେବାକୁ ସିସୋଦିଆଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ସିବିଆଇ ସମନ ପଠାଇଛି। ଆଗାମୀ ୨୬ ତାରିଖରେ ସିବିଆଇ କାର୍ଯ୍ୟାଳୟରେ ସେ ହାଜର ହେବେ। ସିବିଆଇ ଅଧିକାରୀମାନେ ତାଙ୍କୁ ପଚରା ଉଚରା କରିବେ। ସିସୋଦିଆଙ୍କୁ ପଚରାଉଚରା ପାଇଁ ୧୯ ତାରିଖରେ ହାଜର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ବରରେ ହେବ ଇଏସ୍‌ଆଇ ହସ୍ପିଟାଲ

ନୂଆଦିଲ୍ଲୀ : ବାଲେଶ୍ବରରେ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପ୍ରତିଷ୍ଠା କରିବ। ଓଡ଼ିଶା ସମେତ କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରପ୍ରଦେଶରେ ମଧ୍ୟ ଇଏସ୍‌ଆଇସି ହସ୍ପିଟାଲ ସ୍ଥାପନ ହେବ। ଆଜି ଚଣ୍ଡିଗଡ଼ରେ…
ଅଧିକ ଖବର ଦେଖନ୍ତୁ...

ତୁର୍କୀ-ସିରିୟାରେ ପୁଣି ୬.୪ ତୀବ୍ରତାର ଭୂକମ୍ପ

ଇସ୍ତାନବୁଲ : ତୁର୍କୀର ଦକ୍ଷିଣପୂର୍ବ ହତୟ ପ୍ରଦେଶରେ ସୋମବାର ଦୁଇଟି ବଡ଼ ଧରଣର ଭୂକମ୍ପ ହୋଇଛି। ଗୋଟିଏ ଭୂକମ୍ପର ତୀବ୍ରତା ୬.୪ ଥିବାବେଳେ ଅନ୍ୟଟିର ତୀବ୍ରତା ୫.୮ ରହିଛି। ଗତ ୬ ତାରିଖର ଭୂକମ୍ପ ପ୍ରଭାବିତଙ୍କ ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟ ଗତକାଲି ବନ୍ଦ ହେବା ପରେ ଆଜି ପୁଣି…
ଅଧିକ ଖବର ଦେଖନ୍ତୁ...