ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବିଲଡିଂରୁ ଡେଇଁ ଜୀବନ ହାରିଲେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ

ମୁମ୍ବାଇ: ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ବିମଲେଶ କୁମାର ଓଡିଚ୍ୟ (୫୯) ଆଜି ମୁମ୍ବାଇରେ ଆତ୍ମହତ୍ୟା କରିଛନ୍ତି। ପୁଲିସର ସୂଚନାନୁସାରେ, ସେ ତିଲକ ନାଗର ଅଞ୍ଚଳରେ ଥିବା ତାରା ଗଗନ ହାଉସିଂ ସୋସାଇଟି ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ ପୁଲିସ କହିଛି ଯେ ଏନେଇ…
ଅଧିକ ଖବର ଦେଖନ୍ତୁ...

ମୋ ବାପାଙ୍କୁ ଇନ୍ଦିରା ଗାନ୍ଧୀ ସଚିବ ପଦରୁ ହଟାଇଦେଇଥିଲେ: ଜୟଶଙ୍କର

ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପିତା ଡ଼. କେ ସୁବ୍ରମଣ୍ୟମ କେନ୍ଦ୍ର ସଚିବ ଥିବାବେଳେ ଇନ୍ଦିରା ଗାନ୍ଧୀ ହଟାଇ ଦେଇଥିଲେ । ଏହା ସହ ସେ କହିଛନ୍ତି ଯେ ରାଜୀବ ଗାନ୍ଧୀ ତାଙ୍କ ପିତାଙ୍କ ସ୍ଥାନରେ ଜଣେ…
ଅଧିକ ଖବର ଦେଖନ୍ତୁ...

ମୋତେ ମାରିବାକୁ ସୁପାରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ପୁଅ : ସଂଜୟ ରାଉତ

ମୁମ୍ବାଇ : ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି  ଯେ ତାଙ୍କୁ ହତ୍ୟା କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ସୁପାରି ଦେଇଛନ୍ତି । ଏ ନେଇ ସଞ୍ଜୟ ରାଉତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଚିଠି ଲେଖିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବନ୍ଦେ ଭାରତ ଏକ୍ସପ୍ରେସର ବଢୁଛି କ୍ରେଜ: ବିରୋଧୀ ଦଳର ସାଂସଦ ବି ନିଜ ଅଂଚଳରେ ଚଳାଇବାକୁ କରୁଛନ୍ତି ଦାବି

ନୂଆଦିଲ୍ଲୀ: ସେମି-ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରୀମାନଙ୍କ ପ୍ରଥମ ପସନ୍ଦ ପାଲଟିଛି | ବର୍ତ୍ତମାନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଗୁଡିକ ୧୦ଟି ରୁଟରେ ପ୍ରାୟ ପୂର୍ଣ୍ଣ କ୍ଷମତାରେ ଚାଲୁଥିବାବେଳେ ସେପଟେ ସାଂସଦମାନଙ୍କ ମଧ୍ୟରେ ବନ୍ଦେ ଭାରତକୁ ନେଇ କ୍ରେଜ ବଢ଼ିବାରେ…
ଅଧିକ ଖବର ଦେଖନ୍ତୁ...

ହୋଲି ପରେ ହେବ କି ବିହାରରେ କ୍ଷମତା ପରିବର୍ତ୍ତନ ?

ପାଟନା : ହୋଲି ପରେ ବିହାରରେ ବଦଳିବ ସରକାର... ଆରଜେଡିର ଜଣେ ବିଧାୟକ ଏହି ଦାବି କରିଛନ୍ତି । ଏହି ଦାବି ପରେ ବିହାରର ରାଜନୈତିକ କରିଡରରେ ହଇଚଇ ଖେଳି ଯାଇଛି । କୁହାଯାଉଛି ଯେ ବିହାରରେ ମହାମେଣ୍ଟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିବାଦ ଆରମ୍ଭ ହୋଇଯାଇଛି  । ଆରଜେଡି ବିଧାୟକ ବିଜୟ କୁମାର…
ଅଧିକ ଖବର ଦେଖନ୍ତୁ...

ବେଳେ ବେଳେ ଦେଶର ରାଜନୀତି ବିଦେଶରୁ ହେଉଛି : ବିବିସି ଡକ୍ୟୁମେଣ୍ଟାରି ସମ୍ପର୍କରେ ଜୟଶଙ୍କରଙ୍କ ବୟାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିକୁ ସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର  । ସେ ଏହି ଡକ୍ୟୁମେଣ୍ଟାରିର ସମୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ନେଇ ଜାରି…
ଅଧିକ ଖବର ଦେଖନ୍ତୁ...

ବିଶ୍ବରେ ପରମାଣୁ ଯୁଦ୍ଧର କଳାବାଦଲ : ଆମେରିକା ସହ ଥିବା ପରମାଣୁ ଚୁକ୍ତିରୁ ଓହରିଲା ରୁଷ୍

ମସ୍କୋ: ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବର ଦୁଇ ମହାଶକ୍ତି ରୁଷ ଓ ଆମେରିକା ଖୋଲାଖୋଲି ଭାବେ ମୁହାଁମୁହିଁ ହୋଇଯାଇଛନ୍ତି । ସୋମବାରଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଅଚାନକ ୟୁକ୍ରେନ ଗସ୍ତ କରିବାର ଦିନକ ପରେ ରୁଷ ତାହାର ପ୍ରତିକ୍ରିୟା ଦେଇଛି । ରୁଷ ପକ୍ଷରୁ ଆମେରିକା ସହ ଥିବା ଏକମାତ୍ର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତାଙ୍କୁ ଘାଣ୍ଟୁଛି ଇଡି: ୮ ବର୍ଷରେ ୩ ହଜାରରୁ ଅଧିକ ସର୍ଚ୍ଚ ଅପରେସନ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଆୟକର ବିଭାଗ, ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଚଢ଼ାଉକୁ ନେଇ ଏବେ ରାଜନୀତି ଜୋର ଧରିଛି | ନିକଟରେ ଛତିଶଗଡର ରାୟପୁରରେ କଂଗ୍ରେସ ମହାଧିବେଶନର ତିନି ଦିନ ପୂର୍ବରୁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା | ଗତକାଲି ଇଡି କଂଗ୍ରେସ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍ ଅଧିକାରୀ ଆଇଏଏସଙ୍କ ବ୍ୟକ୍ତିଗତ ଫଟୋ ସେୟାର କରିଥିବା ଘଟଣାକୁ ନେଇ ତେଜୁଛି ବିବାଦ, ବିନା ପୋଷ୍ଟିଂରେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଦୁଇଜଣ ବରିଷ୍ଠ ମହିଳା ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ବିବାଦ ଖବର ମଧ୍ୟରେ ଦୁହିଁଙ୍କ ବଦଳି ହୋଇଯାଇଥିବା ସୂଚନା ମିଳିଛି। ଆଗାମୀ ଆଦେଶ ପର୍ଯ୍ୟନ୍ତ ଆଇପିଏସ୍ ଅଧିକାରୀ ଡି ରୁପା ମୌଦଗିଲ ଓ ଆଇଏଏସ୍ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଚାଇନା ଡ୍ରୋନ କିଣି ଚିନ୍ତାରେ ପାକିସ୍ତାନ, ଭଙ୍ଗା-ଦଦରା ମାଲ୍ ପଠାଇଛି ବେଜିଂ

ଇସ୍ଲାମାବାଦ : ଚୀନରେ ତିଆରି ହୋଇଥବା ସାମଗ୍ରୀ ନିକୃଷ୍ଟ ମାନର ବୋଲି ସମସ୍ତେ ଜାଣନ୍ତି । ଏକଥା ଏବେ ପାକିସ୍ତାନ ଅନୁଭବ କରୁଛି । ଚୀନରୁ ପାକିସ୍ତାନ କୋଟି କୋଟି ଡଲାର ମୂଲ୍ୟରେ କିଣିଥିବା ଡ୍ରୋନ ନିକୃଷ୍ଟ ମାନର ଓ ଠିକ ଭାବେ କାମ କରୁନଥିବା ଜଣାପଡ଼ିବା ପରେ ପାକିସ୍ତାନ ମୁଣ୍ଡରେ ହାତ…
ଅଧିକ ଖବର ଦେଖନ୍ତୁ...