ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ବିଜେପିକୁ ରୋକିବାକୁ ଏକାଠି ହେଲେ କେସିଆର ଓ ଓୱେସି

ହାଇଦ୍ରାବାଦ: ବିଜେପିକୁ ରୋକିବାକୁ ତେଲେଙ୍ଗାନାରେ ଏକାଠି ହେଲେ କେସିଆର ଓ ଓୱେସି | ବାସ୍ତବରେ ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ଓୱେସିଙ୍କ ଅନୁରୋଧକୁ ବିଚାର କରି ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏଆଇଏମଆଇଏମକୁ ସମର୍ଥନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଲାହୋରରେ ବସି ପାକିସ୍ତାନୀଙ୍କୁ ଜାଭେଦ ଅକତର କହିଲେ,‘ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ଏବେ ବି ଏଠାରେ ବୁଲୁଛନ୍ତି’

ନୂଆଦିଲ୍ଲୀ: ପ୍ରତିଷ୍ଠିତ ବଲିଉଡ ଗୀତିକାର ଜାଭେଦ ଅଖତର ପାକିସ୍ତାନର ଲାହୋରରେ ଆୟୋଜିତ  ହୋଇଥିବା ଫୈଜ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଜାଭେଦଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ୨୬/୧୧ ମୁମ୍ବାଇ ଆକ୍ରମଣ‌ର ବିଷୟରେ ଆଲୋଚନା କରି ପାକିସ୍ତାନ ଉପରେ ଆକ୍ଷେପ…
ଅଧିକ ଖବର ଦେଖନ୍ତୁ...

ପୋଲାଣ୍ଡରେ ପହଞ୍ଚିବା ପରେ ଟ୍ରେନ ଚଢି ୟୁକ୍ରେନ ଯାଇଥିଲେ ବାଇଡେନ୍

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋପନ ୟୁକ୍ରେନ ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଇଡେନଙ୍କ ଗୋପନ ଗସ୍ତ ସୋମବାର ମଧ୍ୟରାତ୍ରିରେ ୱାଶିଂଟନ ବାହାରେ ଥିବା ଏକ ସାମରିକ ବିମାନବନ୍ଦର ହ୍ୟାଙ୍ଗରରୁ ଆରମ୍ଭ ହୋଇଥିଲା। ସକାଳେ ଜୋ ବାଇଡେନ୍ ବାୟୁସେନାର ବୋଇଂ ୭୫୭ ବିମାନରେ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବଙ୍କୁ ଲାଗିଲା ଆଉ ଏକ ଝଟକା: ସିନ୍ଦେ ଗୋଷ୍ଠୀକୁ ଦିଆଗଲା ସଂସଦରେ ଥିବା ଶିବସେନାର ଅଫିସ

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଗୋଟିଏ ପରେ ଗୋଟିଏ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦଳର ନାମ ଏବଂ ନିର୍ବାଚନ ପ୍ରତୀକ ଚାଲିଯିବା ପରେ ବର୍ତ୍ତମାନ ସଂସଦର କାର୍ଯ୍ୟାଳୟ ମଧ୍ୟ ତାଙ୍କଠାରୁ ଛଡ଼ାଇ ନିଆଯାଇଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ…
ଅଧିକ ଖବର ଦେଖନ୍ତୁ...

ପାଶ୍ଚାତ୍ୟ ଦେଶମାନେ ହିଁ ଯୁଦ୍ଧ ଆରମ୍ଭ କରିଛନ୍ତି, କିନ୍ତୁ ରୁଷକୁ ହରାଇବା ଅସମ୍ଭବ : ପୁଟିନ

ମସ୍କୋ : ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । କିନ୍ତୁ ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ସେ ଦାବି କରିଛନ୍ତି । ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଆବଶ୍ୟକ ହେଲେ ନୀତୀଶ କୁମାରଙ୍କୁ ରକ୍ତ ବି ଦେବି: ଉପେନ୍ଦ୍ର

ପାଟନା: ଅସନ୍ତୁଷ୍ଟ ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା ସୋମବାର ଦଳରୁ ଇସ୍ତଫା ଦେଇଥିଲେ । ଜେଡିୟୁର ସଂସଦୀୟ ବୋର୍ଡ ଅଧ୍ୟକ୍ଷ କୁଶୱାହା ଜେଡିୟୁ ଛାଡ଼ୁଥିବା ଘୋଷଣା କରିବା ସହ ଏକ ନୂଆ ଦଳ ଆରମ୍ଭ କରିଥିଲେ । କୁଶୱାହା ତାଙ୍କ ନୂଆ ଦଳର ନାମ ରାଷ୍ଟ୍ରୀୟ ଲୋକ ଜନତା ଦଳ (ଆର୍‌ଏଲ୍‌ଜେଡି)…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ଭୂକମ୍ପ ସମୟର ଭିଡିଓ, ବିଜୁଳି ସଂଯୋଗ ବିଚ୍ଛିନ୍ନ ହେବା ସହ ଦୋହଲିଲା କାର୍

ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ୪୮,୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଏହି ପ୍ରଳୟଙ୍କାରୀ ଭୂକମ୍ପ ଏବେ ତୁର୍କୀ ଓ ସିରିଆବାସୀଙ୍କୁ ଦୋହଲାଇ ଦେଇଥିବା ବେଳେ ସୋମବାର ରାତିରେ ତୁର୍କୀରେ ଆଉ ଥରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ସୋମବାର ଦିନ ତୁର୍କୀ…
ଅଧିକ ଖବର ଦେଖନ୍ତୁ...

ଖେଳୁଥିବା ବେଳେ ୪ ବର୍ଷର ବାଳକକୁ ଘେରି ଗଲେ କୁକର ଦଳ, ଚାଲିଗଲା ଜୀବନ

ହାଇଦ୍ରାବାଦ୍‌: ହାଇଦ୍ରାବାଦରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ହାଉସିଂ ସୋସାଇଟ୍‌ରେ ଜଣେ ୪ ବର୍ଷର ବାଳକର କୁକୁର ଆକ୍ରମଣରେ ମୃତ୍ୟୁ ଘଟିଛି। କିପରି ଦଳେ କୁକୁର ମିଶି କୁନି ବାଳକଟିକୁ ଆକ୍ରମଣ କରିବା ପରେ ବାଳକର ମୃତ୍ୟୁ ଘଟିଛି ସେ ସମସ୍ତ ଘଟଣା ସିସିଟିଭି ଫୁଟେଜ୍‌ରେ କଏଦ…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଏର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କ ୭୨ଟି ଠିକଣାରେ ଚଢ଼ାଉ

ନୂଆଦିଲ୍ଳୀ: ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ) ଦେଶର ପ୍ରାୟ ୭୨ଟି ସ୍ଥାନରେ ମଙ୍ଗଳବାର ସକାଳୁ ଚଢ଼ାଉ ଆରମ୍ଭ କରିଛି। ଏହି ଚଢ଼ାଉ ଆତଙ୍କବାଦୀଙ୍କ ସହ ସଂପୃକ୍ତି ଥିବା ଦେଶର ବିଭିନ୍ନ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କ ଠିକଣାରେ କରାଯାଇଛି। ଏବେ ସୁଦ୍ଧା ଏନ୍‌ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ,…
ଅଧିକ ଖବର ଦେଖନ୍ତୁ...

ହିମାଳୟର ବରଫ କଳା ପଡ଼ୁଛି ଓ ଶୀଘ୍ର ତରଳୁଛି: ଆଇଆଇଟିଏମ୍

ପୁନେ: ପୁନେ-ସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି (ଆଇଆଇଟିଏମ୍‌)ର ଏକ ଗବେଷଣା ତଥ୍ୟ ଅନୁସାରେ ହିମାଳୟର ବରଫ ଏବେ କଳା ପଡ଼ୁଛି ଏବଂ ଶୀଘ୍ର ତରଳୁଛି। ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଗାଙ୍ଗେୟ ସମତଳ ଅଞ୍ଚଳ, ପାକିସ୍ତାନ ଓ ମଧ୍ୟପ୍ରାଚ୍ୟରେ ଜୈବ ଇନ୍ଧନ ଦହନ,…
ଅଧିକ ଖବର ଦେଖନ୍ତୁ...