ଅନୁସନ୍ଧାନ କରୁଥିବା ବର୍ଗ

ଜୀବନଚର୍ଯ୍ୟା

ମସ୍ତିଷ୍କ ସକ୍ରିୟ କରିବା ପାଇଁ ଦିନକୁ କେବଳ ୧୦ ମିନିଟ୍‌ କରନ୍ତୁ ଏହି କାର୍ଯ୍ୟ

ଖରାପ ଜୀବନଶୈଳୀ, ଖରାପ ଖାଦ୍ୟର ଅଭ୍ୟାସ ବା ଷ୍ଟ୍ରେସ୍‌ କାରଣରୁ ମସ୍ତିଷ୍କର ଶକ୍ତି ଧିରେ ଧିରେ ଦୁର୍ବଳ ହୋଇଯାଏ। କିନ୍ତୁ ଯଦି ଆପଣ ସକାଳେ ବା ସନ୍ଧ୍ୟାରେ ୧୦ ମିନିଟ୍‌ ଧ୍ୟାନ କରନ୍ତି ତା’ହେଲେ ଏହି ସମସ୍ୟାକୁ ନିୟନ୍ତ୍ରିତ କରିପାରିବେ। ଧ୍ୟାନ କରିବା ଦ୍ୱାରା ମସ୍ତିଷ୍କ ଉପରେ ବହୁ ଭଲ…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ରୋଗରୁ ଦୂରେଇବାକୁ ଚାହାନ୍ତି କି ? ଖାଆନ୍ତୁ ଚକୋଲେଟ୍‌ !

ପିଲା ହୁଅନ୍ତୁ କି ବୁଢ଼ା,ଚକୋଲେଟ୍‌ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ପ୍ରଶ୍ନ ଉଠେ କେଉଁ ଚକୋଲେଟ୍‌ ଦେହ ପାଇଁ କେତେ ଭଲ ? ଡାକ୍ତରଙ୍କ କହବା ଅନୁଯାୟୀ ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଚକୋଲେଟ୍‌ ଖାଇବା ଭଲ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ । ଡ଼ାର୍କ…
ଅଧିକ ଖବର ଦେଖନ୍ତୁ...

ଆରେଞ୍ଜ ମ୍ୟାରେଜ୍‌ ପୂର୍ବରୁ ଏହା କରିବା ଜରୁରୀ !

ଆଜିକାଲି ପ୍ରେମ ବିବାହର ପ୍ରଚଳନ ବିଶେଷଭାବେ ଦେଖିବାକୁ ମିଳୁଛି। ତଥାପି ପ୍ରସ୍ତାବିତ ବିବାହ ମଧ୍ୟ ସଂପୂର୍ଣ୍ଣ ଲୋପ ପାଇ ନାହିଁ ବୋଲି କୁହାଯାଇପାରେ। ଆଧୁୁନିକ ସମୟରେ ଲୋକେ ଅଧିକ ସଚେତନ ହେଲେଣି। ସେମାନଙ୍କ ମନରେ ଯଥେଷ୍ଟ ବିଶ୍ୱାସ ଜାତ ହେବାପରେ ଉଭୟ ପକ୍ଷ ରାଜି ହେଉଛନ୍ତି ଏବଂ ବାହାଘର…
ଅଧିକ ଖବର ଦେଖନ୍ତୁ...

କେଉଁ ସମୟରେ ମାଲିସ କରିବେ ? ଏହାର ଅନ୍ୟ ନିୟମ ସଂପର୍କରେ ଜାଣନ୍ତୁ !

ଶରୀରର ବିଭିନ୍ନ ଅଙ୍ଗର ମାଲିସ୍‌ କରିବା ପାଇଁ ଅନେକ ସମୟରେ ଆବଶ୍ୟକ ପଡ଼ିଥାଏ। କାହାର ପାଦ ଦରଜ ହେଉଥିଲେ ବା କାହାର ଦେହରେ ଯନ୍ତ୍ରଣା ଅନୁଭୂତ ହେଉଥିଲେ ବି ମାଲିସ୍‌ର ଆବଶ୍ୟକତା ପଡ଼େ । ଏଣୁ କିଭଳି ତାହା କରିବେ ଆସନ୍ତୁ ସେଥିପ୍ରତି ନଜର ପକାଇବା… ଜାଣନ୍ତୁ ମାଲିସ୍‌ର ନିୟମ:- ମାଲିସ୍‌…
ଅଧିକ ଖବର ଦେଖନ୍ତୁ...

ଜୀବନକୁ ନେଇ ସନ୍ତୁଷ୍ଟ ରହିବା ଶିଖନ୍ତୁ

ଏକ ମନ୍ଦିର ବାହାରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ବସିଥିଲେ। ତାଙ୍କ ଆଖିରେ ଥିଲା କଳା ଚଷମା। ପାଖରେ ଥିଲା ଗୋଟିଏ ପାତ୍ର। ତା’ ଭିତରେ ପଡ଼ିଥିଲା କେତୋଟି ମୁଦ୍ରା। କାନ୍ଥରେ ଲେଖାଯାଇଥିଲା- ମୁଁ ଜଣେ ଅନ୍ଧ। ଦୟାକରି, କିଛି ଦାନ କରନ୍ତୁ। ସେହି ପଥ ଦେଇ ଯାଉଥିବା ଜଣେ ବ୍ୟକ୍ତି ଛିଡ଼ାହୋଇ ପଢ଼ିଲେ,…
ଅଧିକ ଖବର ଦେଖନ୍ତୁ...

ନଖ ସଂପର୍କରେ ଏସବୁ କଥା ଜାଣନ୍ତି କି ?

ମନୁଷ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଛି ଯାହା ପ୍ରତି ସେ ଅଧିକ ସଚେତନ ଥାଏ ହେଲେ ଏମିତି ବି କିଛି ଅଙ୍ଗ ରହିଛି ଯାହା ପ୍ରତି ସେ ଅନେକ ସମୟରେ ଉଦାସୀନ ରହିଥାଏ। ଏଭଳି ଏକ ଅଙ୍ଗ ହେଲା ନଖ। ଅବଶ୍ୟ ଅନେକ ମହିଳା ଏହାକୁ କେବଳ ଶାରୀରିକ ସୌନ୍ଦର୍ଯ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ମନେ କରନ୍ତି ,…
ଅଧିକ ଖବର ଦେଖନ୍ତୁ...

ମସଲାଯୁକ୍ତ ଖାଦ୍ୟ ଖାଇଲେ ହୃଦଘାତ ହେବାର ଆଶଙ୍କା କମ୍‌ !

ଯେଉଁମାନେ ଅଧିକ ପରିମାଣରେ ମସଲାଯୁକ୍ତ ଖାଦ୍ୟ ଖାଇବା ସହ କମ ଲୁଣ ଖାଇବାକୁ ପସନ୍ଦ କରନ୍ତି, ସେମାନଙ୍କୁ ହୃଦ୍‌ଘାତ ହେବାର କମ ଆଶଙ୍କା ଥାଏ ବୋଲି ଚାଇନାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ହାଇପରଟେନସନ ଜର୍ଣ୍ଣାଲ୍‌ ଅନୁସାରେ କମ ମସଲା ଖାଉଥିବା ଲୋକ ଦିନକୁ ୩୩.୪ ଗ୍ରାମ ଲୁଣ ଖାଇଥାନ୍ତି…
ଅଧିକ ଖବର ଦେଖନ୍ତୁ...

ଏହି ତିନିଟି ଗୁଣ ସଫଳତାର ହକଦାର କରାଏ

ଭାଗ୍ୟ ଉପରେ ଭରସା କରି ଯଦି ଆପଣ ବସି ରହିବେ, ତା’ହେଲେ ଆପଣଙ୍କୁ କିଛି ମିଳିବନି । ଜଣେ ସଫଳ ମନୁଷ୍ୟକୁ କେବେ ହେଲେ ଭାଗ୍ୟ ଉପରେ ଭରସା କରିବା ଉଚିତ୍‌ ନୁହେଁ । କିଛି ପାଇବା ପାଇଁ ମଣିଷ ସେ ସବୁ କରିଥାଏ, ଯାହା ତାର ଆବଶ୍ୟକତା ଅଟେ । ଆସନ୍ତୁ ଜାଣିବା ଜଣେ ସଫଳ ମନୁଷ୍ୟ ଭିତରେ କ’ଣ କ’ଣ…
ଅଧିକ ଖବର ଦେଖନ୍ତୁ...

ବିନା ଔଷଧରେ ରୋଗରୁ ମୁକ୍ତି ପାଆନ୍ତୁ

ଔଷଧର ବିନା ସହାୟତାରେ ଚିକିତ୍ସା ହୋଇପାରୁଥିବା ପଦ୍ଧତି ମଧ୍ୟରୁ ବେଶ୍‌ ପୁରୁଣା ହେଉଛି ଆକ୍ୟୁପ୍ରେସର। ଏହି ପଦ୍ଧତିରେ ଶରୀର ମଧ୍ୟରେ ରହିଥିବା କିଛି ସ୍ଥାନକୁ ଚାପ ଦେଇ ଦବାଇଲେ ବହୁ ଫାଇଦା ମିଳିଥାଏ। ଜାଣନ୍ତୁ ଶରୀରର ଏଭଳି ୧୦ଟି ସ୍ଥାନ ବିଷୟରେ ଯେଉଁଠି ଆକ୍ୟୁପ୍ରେସର ପ୍ରଣାଳୀରେ ଚାପ ଦେଲେ…
ଅଧିକ ଖବର ଦେଖନ୍ତୁ...