ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ସୋମ, ମଙ୍ଗଳ ଓ ବୁଧବାର: ସୁଖସମୃଦ୍ଧି ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଅଧୁରା ଥିବା କାମ ପୂରା ହେବ। ଶନିବାର: ଧନଲାଭ ହେବ।

ରବିବାର: ଭଲ ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ। ଶନିବାର: ଉନ୍ନତିର ନୂଆ ରାସ୍ତା ଖୋଲିବ।

ରବିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ସୋମ, ମଙ୍ଗଳ ଓ ବୁଧବାର: ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ଗୁରୁ ଓ ଶୁକ୍ରବାର: ଚାକିରି ବଦଳାଇବାକୁ ମନସ୍ଥ କରିପାରନ୍ତି। ଶନିବାର: ଦୋକାନୀଙ୍କୁ ଭଲ ଲାଭ ମିଳିବ।

ରବିବାର: କିଛି ନୂଆ ଶିକ୍ଷା ଲାଭ କରିବେ। ସୋମ, ମଙ୍ଗଳ ଓ ବୁଧବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଗୁରୁ ଓ ଶୁକ୍ରବାର: ଛାତ୍ରଛାତ୍ରୀଙ୍କୁ ସୁଫଳ ମିଳିବ। ଶନିବାର: ଧନ ମାମଲାରେ ସ୍ଥିତି ଭଲ ହେବ।

ରବିବାର: ଘରକୁ ବନ୍ଧୁ ଆସିବେ। ସୋମ, ମଙ୍ଗଳ ଓ ବୁଧବାର: ପୂର୍ବ କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଗୁରୁ ଓ ଶୁକ୍ରବାର: ଲୋକପ୍ରିୟତା ବଢ଼ିବ। ଶନିବାର: ରାଜନୀତିକ କାର୍ଯ୍ୟରେ ମନ ଲାଗିବ।

ରବିବାର: ଦାୟିତ୍ବ ସଂପୂର୍ଣ୍ଣ କରିବେ। ସୋମ, ମଙ୍ଗଳ ଓ ବୁଧବାର: ରୋଜଗାର ଲାଗି ନୂଆ ସୁଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ସବୁ ଇଚ୍ଛା ପୂରଣ ହେବ। ଶନିବାର: ବିବାହିତଙ୍କ ଲାଗି ସମୟ ଭଲ।

ରବିବାର: ସାମାଜିକ କାର୍ଯ୍ୟରେ ସମୟ ଦେବେ। ସୋମ, ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଗୁରୁ ଓ ଶୁକ୍ରବାର: ନୂଆ ଦାୟିତ୍ବ ଆସିପାରେ। ଶନିବାର: ବିବାଦର ସମାଧାନ ହେବ।

ରବିବାର: ନୂଆ କଳାକୌଶଳ ଶିଖିବେ। ସୋମ, ମଙ୍ଗଳ ଓ ବୁଧବାର: ପରିବାରରେ ପ୍ରସନ୍ନତା ରହିବ। ଗୁରୁ ଓ ଶୁକ୍ରବାର: ଆୟରେ ବୃଦ୍ଧି ହେବ। ଶନିବାର: ପ୍ରତିଷ୍ଠା ବୃଦ୍ଧିର ସୁଯୋଗ ପାଇବେ।

ରବିବାର: ଲୋକଙ୍କ ସାହାଯ୍ୟ ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ବ୍ୟବସାୟ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶନିବାର: ସବୁ କାମ ମନମୁତାବକ ପୂରା ହେବ।

ରବିବାର: ଆର୍ଥିକ ସ୍ଥିତିରେ ସୁଧାର ହେବ। ସୋମ, ମଙ୍ଗଳ ଓ ବୁଧବାର: ସବୁ ଚାଲେଞ୍ଜ୍‌ର ମୁକାବିଲା କରିପାରିବେ। ଗୁରୁ ଓ ଶୁକ୍ରବାର: ନୂଆ କାମରେ ଲାଭ ହେବ। ଶନିବାର: ଶିକ୍ଷକଙ୍କ ସହଯୋଗ ପାଇବେ।

ରବିବାର: ନୂଆ କାମ କରିବା ଲାଗି ଭାବିବେ। ସୋମ, ମଙ୍ଗଳ ଓ ବୁଧବାର: ଭଲ କମ୍ପାନିରେ ଚାକିରି ପାଇବେ। ଗୁରୁ ଓ ଶୁକ୍ରବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶନିବାର: ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ।

ରବିବାର: ଜୀବନସାଥୀଙ୍କୁ ମନର କଥା କହିବେ। ସୋମ, ମଙ୍ଗଳ ଓ ବୁଧବାର: ଆୟ ଉତ୍ସରେ ସ୍ଥିରତା ଆସିବ। ଗୁରୁ ଓ ଶୁକ୍ରବାର: ଜମି କିଣି ପାରନ୍ତି। ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ସମ୍ବନ୍ଧିତ ଖବର