ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କେଏମ୍‌ବିବି ଛାତ୍ରଛାତ୍ରୀଙ୍କ ଆଇଏମ୍‌ଏମ୍‌ଟି ପରିଦର୍ଶନ

ଭୁବନେଶ୍ୱର: କେଏମ୍‌ବିବି ଜୁନିୟର୍‌ ସାଇନ୍‌ସ ଓ କେଏମ୍‌ବିବି ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନେ ସୋମବାର ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ହୋଇଥିବା ସିଏସ୍‌ଆଇଆର୍‌ ପ୍ଲାଟିନମ୍‌ ଜୁବ୍‌ଲି ପ୍ରଦର୍ଶନୀ ବୁଲି ଦେଖିଥିଲେ। ସୁଲଭ ମୂଲ୍ୟରେ କିପରି ଆମେ ବିଶୁଦ୍ଧ ଓ ବିଶୋଧିତ ଦ୍ରବ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ରାଜସ୍ୱ ଓ ସବୁଜିମା ବୃଦ୍ଧିରେ ନିଗମର ଅବଦାନ ପ୍ରଶଂସନୀୟ

ଭୁବନେଶ୍ୱର: ରାଜ୍ୟରେ ପରିବେଶ ପର୍ଯ୍ୟଟନ ପାଇଁ ବନ ଉନ୍ନୟନ ନିଗମ ବ୍ୟାପକ କ୍ଷେତ୍ର ପ୍ରସ୍ତୁତ କରିଛି। ଭୁବନେଶ୍ୱରଠାରେ ଜୟଦେବ ବାଟିକା ପରି ଏକ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଛି। ବନ ଉନ୍ନୟନ ନିଗମ କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ନେହା ନିହାରିକାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଓଡ଼ିଶାର ଲୋକପ୍ରିୟ ଯୁବ ଗାୟିକା ନେହା ନିହାରିକାଙ୍କ କଣ୍ଠରେ ପ୍ରସିଦ୍ଧ ହିନ୍ଦୀ ଭଜନ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ର ପରିବେଷଣ ଦର୍ଶକଙ୍କ ମଧ୍ୟରେ ଏକ ନିଆରା ଅନୁଭବ ସୃଷ୍ଟି କରିଥିଲା। ପରେ ପରେ ରୁକେ ରୁକେ ସେ କଦମ୍‌.. ମେରେ ଢୋଲନା... ୟାରା ଶିଲି…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷିତ ଦୀପାବଳି ପାଇଁ କମିସନ୍‌ରେଟ ପୁଲିସ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି। ତେବେ ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟାଇବା ବେଳେ ବିିଭିନ୍ନ ଦୁର୍ଘଟଣାମାନ ଘଟି କିଛି ଲୋକଙ୍କ ମୃତ୍ୟ ହୋଇଥିବା ଖବର ମିଳିଥାଏ। ଚଳିତବର୍ଷ ମଧ୍ୟ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ବାଣ ବିକ୍ରିରେ କଟକଣା: ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ଆଗାମୀ ଦୀପାବଳିରେ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିସନରେଟ ପୁଲିସ ପକ୍ଷରୁ ବାଣ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଲୋକମାନେ ରାତି ୧୦ଟା ପରେ ବାଣ ଫୁଟାଇ ପାରିବେ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ସେହିଭଳି ୧୨୫ଡେସିମିଲରୁ…
ଅଧିକ ଖବର ଦେଖନ୍ତୁ...

ପୁଣି ନିର୍ବାଚନ ଦାବି ତେଜିଲା

ଭୁବନେଶ୍ୱର : ସାଇନ୍‌ ଡାଏ ଉଠିବା କ୍ଷଣି ପୁଣିଥରେ ଅଶାନ୍ତ ହୋଇଉଠିଛି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। କ୍ୟାମ୍ପସ୍‌ରେ ହିଂସା ଯୋଗୁଁ ଚଳିତ ବର୍ଷ ବନ୍ଦ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁନର୍ବାର କରିବା ଦାବି ଜୋର ଧରିଛି। ଏହି ଦାବିରେ ଛାତ୍ର ବିଜେଡିର ଆଶାୟୀ ସଭାପତି ପ୍ର୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ହୋଟେଲ ନିର୍ମାଣ ଉପରେ ରୋକ୍‌

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିଡିଏ ଧକ୍କା ଲାଗିଛି। ବିମାନବନ୍ଦର ଟର୍ମିନାଲ ବାହାରେ ନିର୍ମାଣ ହେଉଥିବା ହୋଟେଲ, ସପିଂ ମଲ୍‌, ବାଣିଜ୍ୟିକ ଅଞ୍ଚଳ, ମନୋରଞ୍ଜନ ଅଞ୍ଚଳ ନିର୍ମାଣ ଉପରେ ରୋକ୍‌ ଲାଗିଛି। ଏହା ବିଡିଏର ମାଷ୍ଟର ପ୍ଲାନ୍‌…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ୬ ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର : କୋଲକାତାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ଆଜି ପୂର୍ବାହ୍ନରେ ପ୍ରବଳ ବର୍ଷା ଯୋଗୁଁ କୋଲକତା ବିମାନବନ୍ଦରରେ ଅବତରଣ କରିବାକୁ ଥିବା ୬ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିଛି।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବର୍ଷା

ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବାବେଳେ ତାହାର ପ୍ରଭାବରେ ଆଜି ରାଜଧାନୀରେ ବିଜୁଳି ଓ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି। ୨ଟି ପର୍ଯ୍ୟାୟରେ ରାଜଧାନୀରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ସାଢ଼େ ୮ଟାରୁ ଅପରାହ୍‌ଣ ସାଢ଼େ ୫ଟା…
ଅଧିକ ଖବର ଦେଖନ୍ତୁ...

ପୂର୍ବରୁ ଇଞ୍ଜିନିୟର ଫେରିଥିଲେ, ଏବେ ଟେକ୍‌ନିସିଆନ୍‌ ଫେରିଗଲେ

ଭୁବନେଶ୍ୱର : ଦୀର୍ଘ ୧୨ବର୍ଷ କ୍ୟାପିଟାଲ ହସ୍ପିଟାଲରେ ପଡ଼ିବା ସତ୍ତ୍ୱେ ସ୍ତନ କର୍କଟ ପାଇଁ ଚିହ୍ନଟ ଥିବା ମାମୋଗ୍ରାଫି ମେସିନ୍‌ର ଭାଗ୍ୟ ଖୋଲିଲାନି। ଯଦିଓ କିଛିମାସ ତଳେ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଚଳାଇବା ପାଇଁ ବ୍ୟବସ୍ଥା କରିଥିଲେ। ମେସିନ୍‌ ସଜଡ଼ା ହେଲା, ଟେକ୍‌ନିସିଆନ୍‌ ମଧ୍ୟ ଆସିଲେ।…
ଅଧିକ ଖବର ଦେଖନ୍ତୁ...