ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

କୁଳାଙ୍ଗାର ଦାୟାଦ ଅପେକ୍ଷା ବାଞ୍ଝ ହେବା ଭଲ

ଭୁବନେଶ୍ୱର : ପୁଅଟିଏ ହେଲା ଦିନ ତାଙ୍କ ପରିବାରରେ ହସଖୁସିର ଲହରୀ ଖେଳିଯାଇଥିଲା। ବାପା ହେବାର ଗୌରବ କଥା ସେ କେତେ କାହାକୁ ଛାତି ବାଡ଼େଇ କହି ବୁଲି ନଥିଲେ। ହେଲେ ଗେଲ ବସରରେ ବଢ଼େଇଥିବା ପୁଅଟା ଯେ ତାଙ୍କୁ ଏମିତି ହିନିମାନ କରିବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। ଯୋଉ ମା’ ତା ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁସ୍ତକ ପ୍ରକାଶନରେ ଜିଏସ୍‌ଟି ବାଧକ ସାଜିଛି

ଭୁବନେଶ୍ୱର : ପୃଥିବୀରେ ଯେତେ ବିପ୍ଳବ ହୋଇଛି, ତା’ ମଧ୍ୟରେ ପୁସ୍ତକ ବିପ୍ଳବ ଗୁରୁତ୍ୱପୂର୍ଣ୍ଣ। ମୁଦ୍ରଣ ଯନ୍ତ୍ର ଆସିବା ପରେ ପୁସ୍ତକର ପରିବ୍ୟାପ୍ତି ବଢ଼ିଲା। ଆମ ପୂର୍ବପୁରୁଷମାନେ ପୋଥି ପଢ଼ୁଥିଲେ, ମୁଦ୍ରଣଯନ୍ତ୍ର ଆସିବା ପରେ ଆମେ ପୁସ୍ତକ ପଢ଼ିବାର ସୁଯୋଗ ପାଇଲୁ। କିନ୍ତୁ ବର୍ତମାନ ପୁସ୍ତକ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନଶିକ୍ଷକଙ୍କୁ ଆଧାର ପାହାର

ଭୁବନେଶ୍ୱର : ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆଧାର ପଞ୍ଜୀକରଣ ବାଧ୍ୟତାମୂଳକ। ନଭେମ୍ବର ୩୦ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ ଯେପରି ପଞ୍ଜୀକରଣ କରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଯଦି କୌଣସି…
ଅଧିକ ଖବର ଦେଖନ୍ତୁ...

ଅବହେଳାର ଶିକାର ହେଉଛନ୍ତି ଚାଷୀ

ଭୁବନେଶ୍ୱର : ପ୍ରତିବର୍ଷ ଦେଶରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତିି। ଏହି ସମୟ ମଧ୍ୟରେ ଯଦି ୧୨୦୦ ଡାକ୍ତର କିମ୍ବା ଓକିଲ, ଅଥବା ଦୁଇ ଶହ ଆଇଏଏସ୍‌ ଅଧିକାରୀ ଆତ୍ମହତ୍ୟା କରିଥାନ୍ତେ ତେବେ ଦେଶର ଅବସ୍ଥା ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା। ୧୯୭୦ରେ ଧାନ ଏବଂ ଗହମର ସହାୟକ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ଡିଏଭି ଚନ୍ଦ୍ରଶେଖରପୁରର ତିନି ବିଦ୍ୟାର୍ଥୀ ମନୋନୀତ

ଚନ୍ଦ୍ରଶେଖରପୁର : ଭାରତ ସରକାରଙ୍କ ନ୍ୟାସନାଲ୍‌ ଇନୋଭେସନ୍‌ ଫାଉଣ୍ଡେସନ୍‌ ଦ୍ୱାରା ପରିଚାଳିତ ସର୍ବଭାରତୀୟ ସମ୍ମାନଜନକ ଡ. ଏପିଜେ ଅବଦୁଲ୍‌ କାଲାମ୍‌ ଜାତୀୟ ଇଗ୍‌ନାଇଟ୍‌ ଆଓ୍ଵାର୍ଡ଼-୨୦୧୭ ପାଇବା ନିମନ୍ତେ ଡିଏଭି ପବ୍ଲିକ୍‌ ସ୍କୁଲ ଚନ୍ଦ୍ରଶେଖରପୁରର ତିନି ଜଣ ଛାତ୍ରଛାତ୍ରୀ ମନୋନୀତ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଭବନରେ ଉଦ୍‌ଘାଟିତ ହେଲା ପୁଷ୍ଟିସାଧନ କେନ୍ଦ୍ର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଶିଶୁ ଭବନ ପରିସରରେ ଏକ ପୁଷ୍ଟିସାଧନ କେନ୍ଦ୍ର/ଏନ୍‌ଆର୍‌ସି ଆଜି ଉଦ୍‌ଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। କ୍ୟାପିଟାଲ ହସ୍‌ପିଟାଲ୍‌ ଅଧୀନରେ ଏହି…
ଅଧିକ ଖବର ଦେଖନ୍ତୁ...

ଆମ ପେଟକୁ ନାତ ମାରନି

ଭୁବନେଶ୍ୱର : ତମାଖୁ ଉତ୍ପାଦ ବିକ୍ରି କରୁଥିବା କ୍ଷୁଦ୍ର ପାନ ଦୋକାନୀମାନେ ଅଣ ତମାଖୁ ଉତ୍ପାଦ ତଥା କୌଣସି ଖାଦ୍ୟ ଓ ପାନୀୟ ଜିନିଷ ବିକ୍ରି କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଇନ ଆଣିବା ପରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ଏଓବିଏସ୍‌ଏର ଅଭିଯୋଗ : ନିମ୍ନଗାମୀ ହେଉଛି ବିପିୟୁଟି

ଭୁବନେଶ୍ୱର : ବାଟବଣା ହୋଇଗଲାଣି ବୈଷୟିକ ଶିକ୍ଷା। ଛାତ୍ରଛାତ୍ରୀଙ୍କୁ ଉନ୍ନତ ଜ୍ଞାନ କୌଶଳ ଶିକ୍ଷା ପ୍ରଦାନ କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ନିମ୍ନଗାମୀ ଦେବାରେ ଲାଗିଛି। ପିଲାଙ୍କୁ ଚାକିରି ପ୍ରଦାନ କରି ସ୍ୱାବଲମ୍ବନଶୀଳ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରେଡିଓରେ କ୍ୟାରିୟର ପାଇଁ ତାଲିମ ଦେବ ଆଉଟ୍‌ରିଚ୍‌

ଭୁବନେଶ୍ୱର : ରେଡିଓରେ କ୍ୟାରିୟର ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ରେଡିଓରେ କ୍ୟାରିୟର ପାଇଁ ଆବଶ୍ୟକତା ଅନୁସାରେ ଶିକ୍ଷାଗ୍ରହଣ ଓ ଟ୍ରେନିଂର ସୁବିଧା ଉପଲବ୍ଧ ନାହିିଁ । ଏହାକୁ ଦୃଷ୍ଟିରେ ରଖି ଆଉଟ୍‌ରିଚ୍‌ ତରଫରୁ ଦ୍ୱିତୀୟ ଥର ପାଇଁ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ଟୁଡେ ପକ୍ଷରୁ ‘ଦି ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ କନକ୍ଲେଭ୍‌’

ଭୁବନେଶ୍ୱର: ରେଳବାଇରେ ଓଡ଼ିଶାକୁ ଯଥେଷ୍ଟ ଅବହେଳା କରାଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରେଳବାଇର ସାନ୍ଦ୍ରତା ଯଥେଷ୍ଟ କମ୍‌। ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୭୩ହଜାର କୋଟି ସଂଗ୍ରହ କରୁଥିବା ବେଳେ ଓଡ଼ିଶା ପାଇଁ ରେଳବାଇର ବଜେଟ୍‌ ହେଉଛି ମାତ୍ର ୫ହଜାର କୋଟି। ଓଡ଼ିଶାକୁ ରେଳବାଇ…
ଅଧିକ ଖବର ଦେଖନ୍ତୁ...