ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବିନା ସମର୍ପଣରେ ନୃତ୍ୟରେ ସଫଳତା ଅସମ୍ଭବ: ଗୀତା ଚନ୍ଦ୍ରନ୍‌

ଯେବେ ହେତୁ ପାଇନଥିଲା ସେବେ ମା ତାଙ୍କୁ ବିଭିନ୍ନ ସଂଗୀତ କାର୍ଯ୍ୟକ୍ରମକୁ ନେଇ ଯାଉଥିଲେ। ମାତ୍ର ୨ ବର୍ଷ ବୟସରେ ସଂଗୀତ ଆସ୍ୱାଦନ କରୁ କରୁ ମଞ୍ଚ ଉପରେ ନାଚିବାକୁ ଇଚ୍ଛା କଲେ। ଏହି ଦୁର୍ବାର ଇଚ୍ଛା ପାଇଁ ମା’ ତାଙ୍କୁ ନେଇ ଥାଞ୍ଜାଭୁର୍‌ ନୃତ୍ୟ ପରମ୍ପରାର ପ୍ରସିଦ୍ଧ ଗୁରୁ ସ୍ୱର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ସିଣ୍ଡିକେଟ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ୱର : ବାଣୀବିହାର ଛାତ୍ର ପରିଷଦ ଗଠନ ଦାବିରେ ଛାତ୍ର ବିଜେଡି ପକ୍ଷରୁ ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି। ଆଜି ରାତି ପ୍ରାୟ ୧୦ଟାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟନ ଏବଂ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ନିତ୍ୟାନନ୍ଦ ଶତପଥୀଙ୍କ ଜୟନ୍ତୀ ଉତ୍ସବ : ବରିଷ୍ଠ ନାଗରିକଙ୍କ ମାର୍ଗଦର୍ଶନ ଜରୁରୀ

ଭୁବନେଶ୍ୱର : ସାହିତ୍ୟିକ, ସମାଲୋଚକ ତଥା ଶିକ୍ଷାବିତ୍‌ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଜୟନ୍ତୀ ଉତ୍ସବ ରୋଟାରି ଭବନ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉନ୍ନତ ସମାଜ ଗଠନ ପାଇଁ ପ୍ରଫେସର ଶତପଥୀଙ୍କ ଭଳି ଭଳି ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ପୁସ୍ତକମେଳା ଦ୍ୱିତୀୟ ସନ୍ଧ୍ୟା : ହିନ୍ଦୀ ଭାଷା ପ୍ରଚାର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭା, ମାଦ୍ରାସ୍‌, ଶାଖା ହାଇଦ୍ରାବାଦ, ତେଲେଙ୍ଗାନା ପକ୍ଷରୁ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ସହଯୋଗରେ ଆଜି ‘କଳିଙ୍ଗ ପୁସ୍ତକ ମେଳା’ର ଦ୍ୱିତୀୟ ସଂଧ୍ୟାରେ ଏକ ହିନ୍ଦୀ ଭାଷା ପ୍ରଚାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ସାହିତ୍ୟ ରଚନା ଏକ ନୂତନ ଭାରତୀୟ ସଉକ!

ଭୁବନେଶ୍ୱର : ଭାରତକୁ ସ୍ୱାଧୀନତା ଆଣିଦେଇଥିବା ପ୍ରଖ୍ୟାତ ରାଜନୈତିକ ନେତାମାନେ ମଧ୍ୟ ଜଣେ ଜଣେ ବିଶିଷ୍ଟ ଲେଖକ ଥିଲେ। ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବାଳଗଙ୍ଗାଧର ତିଳକଙ୍କ ପର୍ଯ୍ୟନ୍ତ, ସମସ୍ତେ ସାହିତ୍ୟ ସାଧନାରେ ଥିଲେ ବେଶ୍‌ ପାରଙ୍ଗମ। ତେଣୁ ରାଜନୈତିକ ଧାରାରେ ସାହିତ୍ୟ ରଚନାର…
ଅଧିକ ଖବର ଦେଖନ୍ତୁ...

ଅଶୋକା ମାର୍କେଟ ଦଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ସବୁଠୁ ବଡ଼ ପିପିପି ପ୍ରକଳ୍ପ ଭୁବନେଶ୍ୱର ଟାଉନ୍‌ ସେଣ୍ଟର, ରେଳ ଷ୍ଟେସନ ମଲ୍ଟି ମୋଡାଲ୍‌ ହବ୍‌ ପାଇଁ ବିଡିଏ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର୍‌ କରାଯାଇଛି। ଆଜି ସକାଳୁ ରେଳ ଷ୍ଟେସନ୍‌ ମଲ୍ଟି ମୋଡାଲ୍‌ ହବ୍‌ ପାଇଁ ଅଶୋକା ମାର୍କେଟ୍‌ ଦଖଲ…
ଅଧିକ ଖବର ଦେଖନ୍ତୁ...

ଓ୍ଵାର୍ଡ ସଫେଇ ଉପରେ ନଜର

ଭୁବନେଶ୍ୱର:ସ୍ୱଚ୍ଛ ସର୍ବେକ୍ଷଣ-୨୦୧୮ରେ ଭୁବନେଶ୍ୱରକୁ ଯେପରି ଗତବର୍ଷ ତୁଳନାରେ ଭଲ ର‍୍ୟାଙ୍କ ମିଳିବ, ସେଥିପାଇଁ ଆରମ୍ଭ ହୋଇଛି ଜୋରଦାର୍‌ ପ୍ରସ୍ତୁତି। ଓ୍ଵାର୍ଡସ୍ତରରେ ସଫେଇ କାର୍ଯ୍ୟ ତଦାରଖ କରିବାକୁ ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅତିରିକ୍ତ କମିସନର…
ଅଧିକ ଖବର ଦେଖନ୍ତୁ...

ନୃତ୍ୟାଞ୍ଜଳିର ରୌପ୍ୟ ଜୟନ୍ତୀ

ଭୁବନେଶ୍ୱର: ନୃତ୍ୟ ସଂଗୀତ ଅନୁଷ୍ଠାନ ‘ନୃତ୍ୟାଞ୍ଜଳି’ର ଦୁଇ ଦିନିଆ ରୌପ୍ୟ ଜୟନ୍ତୀର ଆଦ୍ୟ ପର୍ବ ଭଂଜ କଳାମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ମାତୃଭୂମି ବନ୍ଦନାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ଗୁରୁ ପୁଷ୍ପରଂଜନ ମଙ୍ଗରାଜ ନୃତ୍ୟ ସଂଯୋଜନାରେ ନୃତ୍ୟାଞ୍ଜଳିର ଶିଳ୍ପୀମାନେ ଏହାକୁ…
ଅଧିକ ଖବର ଦେଖନ୍ତୁ...

୪ଜଣଙ୍କୁ ନାଲ୍‌କୋ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବର ଶେଷ ସନ୍ଧ୍ୟାରେ ପୂଜ୍ୟପୂଜାର ପରମ୍ପରା ସ୍ୱରୂପ ସମ୍ମାନ ପ୍ରଦାନ କରାଯାଇଛି। ‘ତ୍ରିଧାରା’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଉଦ୍‌ଯାପନ ସନ୍ଧ୍ୟାରେ ୪ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିରେ ଶସ୍ୟ ସାଇତା କର୍ମଶାଳା

ଖଣ୍ଡଗିରି: ବିଭିନ୍ନ ପ୍ରକାର ପୋକ ଓ କୀଟ ଦାଉରୁ ଶସ୍ୟକୁ ସୁରକ୍ଷିତ ଭାବେ ସାଇତି ରଖିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ପୁରୁଣା ପଦ୍ଧତିରେ ଶସ୍ୟ ସାାଇତିବା ଦ୍ୱାରା ବ୍ୟାପକ ଶସ୍ୟ ନଷ୍ଟ ହେଉଛି। ଫଳରେ ଦେଶରେ ଖାଦ୍ୟାଭାବ ସୃଷ୍ଟି ହେଉଛି। ଏହା ଏକ ଜାତୀୟ ସମସ୍ୟା କହିଲେ…
ଅଧିକ ଖବର ଦେଖନ୍ତୁ...