ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ବିପିୟୁଟି ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରଛାତ୍ରୀଙ୍କ ହଙ୍ଗାମା

ଭୁବନେଶ୍ୱର: ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଆଜି ସନ୍ଧ୍ୟାରେ ଅଲ୍‌ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ୍‌ସ ଆସୋସିଏସନ୍‌ (ଏଓବିଏସ୍‌ଏ) ନେତୃତ୍ୱରେ ବିପିୟୁଟି ଛାତ୍ରଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଫସିଗଲେ କୁଳପତି:ବାଣୀବିହାରରେ ଛାତ୍ର ପରିଷଦ ଗଠନ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର: କାମ ଦେଲାନି ବାଣୀବିହାର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଗାନ୍ଧୀଗିରି। ଶାନ୍ତି ଫେରାଇ ଆଣିବା ପାଇଁଁ ୧୫ ଦିନ ତଳେ ୧୨ ଘଣ୍ଟିଆ ମୌନବ୍ରତ କରି ଚର୍ଚ୍ଚାକୁ ଆସିଥିବା ପ୍ରଫେସର ପଟ୍ଟନାୟକଙ୍କ ରାତିଅଧିଆ ନିଷ୍ପତ୍ତି ଏବେ ଅଡୁଆ ପରସ୍ଥିତି ସୃଷ୍ଟି କରିଛି। ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ଶବ ରଖିବାକୁ ଜାଗା ନାହିଁ:୧୫ଦିନ ହେବ କ୍ୟାପିଟାଲ୍‌ ହସ୍ପିଟାଲ ମର୍ଗ ବକ୍ସ ଅଚଳ

ଭୁବନେଶ୍ୱର: ଦିନେ କିମ୍ବା ଦୁଇ ଦିନ ନୁହେଁ, କ୍ୟାପିଟାଲ ହସ୍ପିଟାଲରେ ଥିବା ମର୍ଗ ବକ୍ସ ଗତ ୧୫ଦିନ ହେବ ଅଚଳ ହୋଇଯାଇଛି। ମୃତଦେହ ରଖିବା ପାଇଁ ମର୍ଗରେ ଜାଗା ନାହିଁ। ତଳେ ପଡ଼ି ପଡ଼ି ମୃତଦେହଗୁଡ଼ିକ ଶଢ଼ିବାରେ ଲାଗିଛି। ଦୁର୍ଗନ୍ଧରେ ଫାଟି ପଡ଼ୁଛି ହସ୍ପିଟାଲର ଏହି ଅଞ୍ଚଳ। ରୋଗୀ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ସିଟିକୁ ଶିଶୁ ଅନୁକୂଳ କରିବାକୁ ଉଦ୍ୟମ

ଭୁବନେଶ୍ୱର: ପିଲାଙ୍କ ପାଇଁ କିପରି ହେବା ଦରକାର ରାଜଧାନୀର ରାସ୍ତା। ବର୍ତ୍ତମାନ ଯେଉଁ ଢାଞ୍ଚାରେ ରାସ୍ତା ନିର୍ମାଣ ହୋଇଛି ତାହା କେତେ ଦୂର ପିଲାଙ୍କ ପାଇଁ ସୁରକ୍ଷିତ କି ଅସୁରକ୍ଷିତ, କ’ଣ କ’ଣ ସୁବିଧା ସୁଯୋଗ ମିଳିବା ଦରକାର, କେବଳ ପିଲା ନୁହେଁ ସେମାନଙ୍କ ନଜରରେ ପଥଚାରୀଙ୍କ ପାଇଁ ବି…
ଅଧିକ ଖବର ଦେଖନ୍ତୁ...

ଜମି ଜାଲିଆତି କରି ୪.୫ କୋଟି ଟଙ୍କାର ଠକେଇ

ଭୁବନେଶ୍ୱର: ଜାଲ କାଗଜପତ୍ର ମାଧ୍ୟମରେ ଏକ କମ୍ପାନିକୁ ୪.୫ କୋଟି ଟଙ୍କାର ବ୍ୟାଙ୍କ ଋଣ କରାଇ ଦେବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଜଣେ ମ୍ୟାନେଜରଙ୍କୁ ଗିରଫ କରିଛି। ତାଙ୍କ ନାଁ ସ୍ମୃତି ରଂଜନ ସାମଲ। ଘର କଟକ ଜିଲ୍ଲା ମାହାଙ୍ଗା ଥାନା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କୁ ଖୋଜିଖୋଜି ଶାଶୂ ଘରେ ରଞ୍ଜିତ

ପୁରୁଣା ଭୁବନେଶ୍ୱର: ପତିଙ୍କୁ ଖୋଜିଖୋଜି ଜଣେ ମହିଳା ଆଜି ଶାଶୂ ଘରେ ପହଞ୍ଚିଛନ୍ତି। ଦାବି କରିଛନ୍ତି ତାଙ୍କୁ ବୋହୂ ଭାବେ ଗ୍ରହଣ କରାଯାଉ। କିନ୍ତୁ ମହିଳାଙ୍କ ଏଭଳି ଦାବିକୁ ପ୍ରତ୍ୟାଖାନ କରିଛନ୍ତି, ଶାଶୂ ଘର ଲୋକ। ଏହାକୁ ନେଇ ବୋହୂ ଓ ଶାଶୂଙ୍କ ମଧ୍ୟରେ ଧସ୍ତାଧସ୍ତିି ହୋଇଥିଲା। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରେ ହାଇଜାକ୍‌ ଡ୍ରାମା

ଭୁବନେଶ୍ୱର: ନୂଆଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଆସୁଥିବା ଟାଙ୍ଗୋ ଆଲ୍‌ଫା ବ୍ରାଭୋ (ଟିଏବି)ର ଏୟାରବସ୍‌-୩୨୦ ବିମାନକୁ ଆଜି ଚାରି ଜଣ ଆତଙ୍କବାଦୀ ଅପହରଣ କରିନେଇଥିଲେ। ୧୫୩ଜଣ ଯାତ୍ରୀଙ୍କ ମୁଣ୍ଡ ଜାମିନ ରଖି ବିମାନଟିକୁ ଚେନ୍ନାଇ ବଦଳରେ ଭୁବନେଶ୍ୱରରେ ଅବତରଣ କରାଇଥିଲେ। ବିମାନଟି ଅବତରଣ…
ଅଧିକ ଖବର ଦେଖନ୍ତୁ...

ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ନେଇ ବିପିୟୁଟି ଛାତ୍ରଙ୍କ ଭଙ୍ଗାରୁଜା

ଭୁବନେଶ୍ୱର: ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବି ନେଇ ମଙ୍ଗଳବାର ସନ୍ଧ୍ୟାରେ ବିପିୟୁଟି ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା କରିଛନ୍ତି। ଉତ୍ତକ୍ୟ ଛାତତ୍ରଛାତ୍ରୀମାନେ କୁଳପତିଙ୍କ ଘର ଗେଟ୍‌ ଭାଙ୍ଗି ପ୍ରବଳ ଭଙ୍ଗାରୁଜା କରିଛନ୍ତି। ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡ଼ିଆ ଶିଳ୍ପୀ ପଞ୍ଚାନନ ସାମଲ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ନେପାଳର ରାଜଧାନୀ କାଠମାଣ୍ଡୁଠାରେ ‘ନେପାଳ ଆର୍ଟ କାଉନ୍‌ସିଲ୍‌’ ଆନୁକୂଲ୍ୟରେ ‘ଦି ହରାଇଜନ୍‌ ଅଫ୍‌ କ୍ରିଏସନ୍‌’ ଶୀର୍ଷକ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାରୁ ଚିତ୍ରଶିଳ୍ପୀ ତଥା ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ସିଟି ଡିଏଫ୍‌ଓଙ୍କ ଘରେ ଭିଜିଲାନ୍ସର ଚଢ଼ଉ: କୋଟିଏରୁ ଊର୍ଧ୍ୱ ସମ୍ପତ୍ତି ଠାବ

ପୁରୁଣା ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସିଟି ଡିଏଫ୍‌ଓ ଚିତ୍ତରଞ୍ଜନ ମିଶ୍ରଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଚଢ଼ଉବେଳେ ଶ୍ରୀ ମିଶ୍ରଙ୍କ କୋଟିଏରୁ ଊର୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଥିବାବେଳେ ୭ଟି ବ୍ୟାଙ୍କ ପାସ୍‌ବୁକ୍‌, ୩୩୫…
ଅଧିକ ଖବର ଦେଖନ୍ତୁ...