ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଘାଟିକିଆ ବିଏମ୍‌ସି ବଜାର: ୨.୫ କୋଟି ବରବାଦ

ଖଣ୍ଡଗିରି: ଅଦୂରଦର୍ଶିତା ଯୋଗୁଁ କିଭଳି ଲକ୍ଷଲକ୍ଷ ଟଙ୍କା ବରବା‌ଦ ହୁଏ ସେଭଳି ଏକାଧିକ ପ୍ରମାଣ ବିଏମ୍‌ସି ପାଖରେ ରହିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଘାଟିକିଆ ବିଏମ୍‌ସି ବଜାର। ୭ ମାସ ତଳେ ଉଦ୍‌ଘାଟିତ ୨୩ ନମ୍ବର ୱାର୍ଡରେ ଥିବା ଏହି ବିଏମ୍‌ସି ବଜାରରେ ପ୍ରାୟ ୨.୫କୋଟି ଖର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ବିଜୁଳି ଚାହିଦା ଭୁବନେଶ୍ବରରେ ୨୬ % ବୃଦ୍ଧି

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଯୋଗୁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି। ପୂର୍ବବର୍ଷ ତୁଳନା‌ରେ ଚଳିତବର୍ଷ ଟାଟା ପାୱାର ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଅଞ୍ଚଳରେ ୧୬ ପ୍ରତିଶତ ବିଜୁଳି ଚାହିଦା ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ବରରେ ୨୬…
ଅଧିକ ଖବର ଦେଖନ୍ତୁ...

ତରଭୁଜ ଓ ପଇଡ଼ର ଭାରି ଚାହିଦା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୧୧ଟା ବାଜିବା କ୍ଷଣି ଘରୁ ପାଦ କାଢ଼ିବା ଲୋକଙ୍କ ପକ୍ଷେ ଅସମ୍ଭବ ପାଲଟିଛି। ଏଭଳି ପରିସ୍ଥିତିରେ ପାଟିକୁ ସୁଆଦିଆ ଆଉ ପେଟକୁ ଥଣ୍ଡା କରୁଥିବା ଖରାଦିନିଆ ପାନୀୟ ଓ ଫଳର ଚାହିଦା ଏବେ ବଢି ଯାଇଛି। ପୁଦିନା…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା: ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ବର/ବାଲେଶ୍ୱର: ଚେକ୍‌ର ଅବିକଳ ନକଲ କରୁଥିଲେ। ଜାଲ୍‌ ସଂସ୍ଥା କରି ମ୍ୟୁଲ୍‌ ଆକାଉଣ୍ଟରେ କୋଟି କୋଟି ଟଙ୍କା ଚୂନ ଲଗାଉଥିଲେ। ଏହି ଉପାୟରେ ମୟୂରଭଂଜ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌ଟି)ରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ କରିଥିବା ଗ୍ୟାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚ…
ଅଧିକ ଖବର ଦେଖନ୍ତୁ...

ଜଳକ୍ରୀଡ଼ା ହେଲା କାଳ: ପୁରୀ କେନାଲ ସାଇଫନ୍‌ରେ ଭାସିଯାଇ ଯୁବକ ମୃତ

ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଅଲାରପୁର ସାଇଫନରେ ଗାଧୋଇବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଆଦିତ୍ୟ ସେନାପତି(୧୭)। ବାଳକାଟି ଫାଣ୍ଡି ଅଧିକାରୀ ନିରଞ୍ଜନ ବେହେରା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଛନ୍ତି। ହେଲେ ଆଦିତ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଇରାନି ଗ୍ୟାଙ୍ଗର ୩ ଗିରଫ: କ୍ରାଇମବ୍ରାଞ୍ଚ ଅଧିକାରୀ ପରିଚୟରେ କରୁଥିଲେ ଲୁଟପାଟ୍‌

ଭୁବନେଶ୍ବର/କଟକ: କଟକ ସହରରେ ନକଲି କ୍ରାଇମବ୍ରାଞ୍ଚ ଅଧିକାରୀଙ୍କର ଏକ ଗ୍ୟାଙ୍ଗ ଧରାପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଗ୍ୟାଙ୍ଗର ତିନି ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ମହାରାଷ୍ଟ୍ର ବଡ଼ଵାନିର ରାଜା ଅଲ୍ଲୀ (୨୪), ବିଦ ଜିଲ୍ଲାର ଜାଫର୍‌ ହୁସେନ୍(୪୨), ହସନ୍…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଖଣ୍ଡା ମୁନରେ ଅଧିକାରୀଙ୍କୁ ଭୟଭୀତ କଲେ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ। ଦୁଇ ଦୁର୍ବୃତ୍ତ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପଶି ଖଣ୍ଡାମୁନରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହ ସେମାନେ ଉପନିର୍ଦ୍ଦେଶକଙ୍କୁ ଆକ୍ରମଣ ଉଦ୍ୟମ କରିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା: କଟକକୁ ରେଡ୍ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ: ଭୋଟ ଝୁଲା ବଢ଼ାଇବାକୁ ପ୍ରୟାସ

ଚନ୍ଦ୍ରଶେଖରପୁର: ଭୋଟ ହା‌ତେଇବାକୁ ପାଗ ଭିଡ଼ିଲେଣି ନେତା। ଗଳିକନ୍ଦିରେ ବୈଠକ କରି କର୍ମୀଙ୍କୁ ଏକାଠି କରୁଛନ୍ତି। ୱାର୍ଡସ୍ତରୀୟ ନେତାମାନେ ପ୍ରଚାରର ମଙ୍ଗ ଧରିଛନ୍ତି। ଘନଘନ ବୈଠକ କରି କର୍ପୋରେଟରମାନେ ଭୋଟରଙ୍କ ନିକଟତର ହେଉଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସରଗରମ ହେଉଥିବା ଉତ୍ତର…
ଅଧିକ ଖବର ଦେଖନ୍ତୁ...

ବ୍ଲକିଂ ବେଳେ ଥାନା ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା: ବନ୍ଧାହେଲେ ୩ କାର୍‌ ଜବତ

ଭୁବନେଶ୍ବର: ଡ୍ରଙ୍କେନ୍‌ ଡ୍ରାଇଭିଂ ଯାଞ୍ଚ କଲା ବେଳେ ଚାଳକ ମଦ ପିଇଥିବା ଜଣାପଡ଼ିଲା। ତେଣୁ ପୁଲିସ ଚାଳକ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବସିଲା। ଏତିକିରେ କାର୍‌ରେ ଥିବା ଅନ୍ୟ ୨ ଯୁବକ ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ସେମାନେ କାର୍‌ରୁ ବାହାରି ଆସି ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...