ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

‘ବିଶ୍ୱ ମହୁମାଛି ଦିବସ’: ୟୁଥ୍ ଫର୍ ୱାଟର୍‌ ପ୍ଲସ୍ କ୍ୟାମ୍ପେନ୍ ପକ୍ଷରୁ

ଭୁବନେଶ୍ୱର: ୟୁଥ୍ ଫର୍ ୱାଟର ପ୍ଲସ୍ କ୍ୟାମ୍ପେନ୍ ପକ୍ଷରୁ ଆନନ୍ଦବନରେ ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି। ଓୟୁଏଟି, ରୋଟାରି କ୍ଲବ୍ ଅଫ୍‌ ଭୁବନେଶ୍ବର ଇକୋ, ଗ୍ରିନ୍ ଆକ୍ସନ କ୍ଲବ୍, ବି ଟ୍ରଷ୍ଟ ଅଫ୍ ଓଡ଼ିଶା, ସ୍ବସ୍ତିକସୋଲ୍‌, ବିଜିଭିଏସ୍ ଓ ପାଣ୍ଟିସ୍‌ ଫାଉଣ୍ଡେସନର ମିଳିତ ସହଯୋଗରେ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଋତୁରେ ଫୁଲ ବେପାରରେ ଫୁଲ ଫୁଟୁଛି

ଭୁବନେଶ୍ବର: ଓଡ଼ିଶାରେ ଖରାଦିନେ ଫୁଲର ବିକ୍ରି କମିଥାଏ। କିନ୍ତୁ ଚଳିତ ବର୍ଷ ନିର୍ବାଚନ ଥିବାରୁ ରାଜଧାନୀରେ ଫୁଲର ଚାହିଦା ଦ୍ବିଗୁଣିତ ହୋଇଛି। ସଭାସମିତି ଓ ପ୍ରଚାରରେ ଫୁଲ ଦରକାର ପଡ଼ୁଛି। ତେଣୁ ଖରାଦିନେ ଫୁଲର ବିକ୍ରି କମିବା ପରିବର୍ତ୍ତେ ବଢ଼ି ଚାଲିଛି। ଫୁଲ ଦାମ୍‌ ଏବେ ଆକାଶ ଛୁଆଁ…
ଅଧିକ ଖବର ଦେଖନ୍ତୁ...

ଜଳବନ୍ଦୀ ହେବନି, ଡେଙ୍ଗୁରେ କେହି ମରିବେନି: ଜଗନ୍ନାଥ

୨୦୦୯ରୁ ଲଗାତାର ଚତୁର୍ଥ ଥର ପାଇଁ ଭୁବନେଶ୍ବର ମଧ୍ୟରେ ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ। ଲୋକଙ୍କ ଭଲପାଇବା, ବିଶ୍ବାସ ଜିତିଥିଲେ ବି ବିଧାୟକ ହେବା ପାଇଁ ସେତିକି ଭୋଟ୍ ପାଇନାହାନ୍ତି। ଗତ ଦୁଇଟି ନିର୍ବାଚନରେ କଡ଼ା ଲଢ଼େଇ କରିଥିବା ଜଗନ୍ନାଥ ଏଥର ରାଜଧାନୀବାସୀଙ୍କ ବିଶ୍ବାସକୁ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କୋଲକାତାର ‘ବମ୍ବେ ଲିଚୁ’

ଭୁବନେଶ୍ବର: ରାଜଧାନୀ ବଜାରରେ ଏବେ ଲିଚୁର ପସରା ମେଲିଛି। କେବଳ ସ୍ଥାୟୀ ଫଳଦୋକାନରେ ନୁହେଁ, ବିଭିନ୍ନ ଛକରେ ମଧ୍ୟ ବଜାର ଖୋଲିଛି। ଏହା ଦେଖିବାକୁ ଯେତିକି ସୁନ୍ଦର, ଖାଇବାକୁ ମଧ୍ୟ ଭାରି ସୁଆଦିଆ। ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ ସମୟରେ ରାଜଧାନୀରେ ଲିଚୁ ଦେଖିବାକୁ ମିଳେ ନାହିଁ।…
ଅଧିକ ଖବର ଦେଖନ୍ତୁ...

ନ୍ୟୁ ଏୟାର୍‌ପୋର୍ଟ ରୋଡ୍‌ରେ ପୁଣି ବସିଲେଣି ବେପାରୀ: ଭିଡ଼ ବଢ଼‌ାଉଛି ଦୁର୍ଘଟଣା

ଭୁବନେଶ୍ବର: ଗଣ୍ଡମୁଣ୍ଡାରୁ ଖଣ୍ଡଗିରି, ଜାଗମରାରୁ ନ୍ୟୁ ଏୟାର୍‌ପୋର୍ଟ ରୋଡ୍‌। ସକାଳ କିମ୍ବା ସନ୍ଧ୍ୟା ନୁହେଁ ବରଂ ଦିନ ତମାମ ଗହଳି ଲାଗି ରହୁଛି। ହେଲେ ଏହି ଗହଳି ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଭିଡ଼ ପାଇଁ ଦୁର୍ଘଟଣା ବଢ଼ୁଛି। ଅନ୍ୟ ସମୟରେ ଗହଳି ଲୋକଙ୍କୁ ବାଧୁ ନଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ବିଳମ୍ବିତ ରାତିରେ ବାର୍‌ରେ ପଶିଲା ଟିମ୍‌ ‘ହର୍‌’: ବାହାରେ ତାଲା, ଭି‌ତରେ ରଙ୍ଗଶାଳା

ଭୁବନେଶ୍ବର: ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସର ନିୟମ ବା ମାର୍ଗଦର୍ଶିକାକୁ ଫୁ’ କରି ରାଜଧାନୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଚାଲୁଛି। କିଛି ଅନ୍‌ ସପ୍‌ ବାର୍‌ ସଂଯୁକ୍ତ ରେସ୍ତାରାଁଗୁଡ଼ିକ ପୁଲିସ ଆଖି‌ରେ ଆଙ୍ଗୁଠି ଗେଞ୍ଜି ଏଭଳି ବେଆଇନ କାମ କରିଚାଲିଛନ୍ତି। ବାହାରେ ତାଲା ପକାଇ…
ଅଧିକ ଖବର ଦେଖନ୍ତୁ...

ବସ୍ତି ଭୋଟ୍‌ ପାଇବାକୁ କସରତ: ବିଜେଡି ଓ ବିଜେପି ପ୍ରାର୍ଥୀ ବୁହାଉଛନ୍ତି ଝାଳ

ଭୁବନେଶ୍ବର: ସରଗରମ ପ୍ରଚାର ମଇଦାନ। ନିଜ ସପକ୍ଷରେ ଭୋଟ୍ ହାତେଇବାକୁ ପ୍ରାର୍ଥୀମାନେ ଦିନରାତି ଏକ କରିଦେଇଛନ୍ତି। ହାତରେ ଆଉ ମାତ୍ର ୪ଦିନର ପ୍ରଚାର ବାକି ଥିବାରୁ ବିଧାୟକ ପ୍ରାର୍ଥୀମାନେ ଦିନକୁ ୧୪ରୁ ୧୬ ଘଣ୍ଟା ପ୍ରଚାର ମଇଦାନରେ କାଟୁଛନ୍ତି। କର୍ପୋରେଟର ଓ ୱାର୍ଡସ୍ତରୀୟ ନେତାମାନେ କେଉଁ…
ଅଧିକ ଖବର ଦେଖନ୍ତୁ...

ସାଲିଆସାହିରେ ମିନି ମଦ ଭାଟି ଠାବ: ଜେଲ୍‌ ଗଲା ପେସାଦାର ସାଇରାମ, ୧୦୫୦ ଲିଟର ମଦ ଜବତ

ଚନ୍ଦ୍ରଶେଖରପୁର: ଆଜି ପୁଣି ସାଲିଆସାହିରୁ ଏକ ମିନି ମଦ ଭାଟି ଠାବ କରାଯାଇଛି। ମୈତ୍ରୀବିହାର ଥାନା ପୁଲିସ ନୀଳଚକ୍ରନଗରରେ ଚଢ଼ଉ କରି ଜଣେ ପେସାଦାର ମଦ ବେପାରୀକୁ ଗିରଫ କରିଛି। ସେ ହେଲା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ସାଇରାମ ସୋରେନ୍‌(୪୩)। ତା’ ଭାଟିରୁ ୧୦୫୦ ଲିଟର ରନ୍ଧା ମଦ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜ ଆଇନକୁ ପ୍ରାଥମିକତା: ସେବାୟତଙ୍କୁ ଭେଟିଲେ ଅଶୋକ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ନିଜ ଜନ୍ମମାଟିରେ ଭୋଟ୍ ଭିକ୍ଷା କରିଥିଲେ। ପରିବାର ସମ୍ପର୍କ ଅଭିଯାନରେ ଯାଇ ସାହି ସାହି ବୁଲି ପ୍ରଚାର କରିଥିଲେ। ଏହି ସମୟରେ ସେ ସେବାୟତମାନଙ୍କୁ ଭେଟି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଏକାମ୍ରକୁ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରାଯିବ: ବାବୁ

ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରୁ ଏଥର ବିଜେପି ପ୍ରାର୍ଥୀ ହୋଇଛନ୍ତି ଯୁବ ନେତା ବାବୁ ସିଂ। ଲଗାତର ଦ୍ବିତୀୟ ଥର ପାଇଁ ସେ ବିଜେପି ଟିକେଟରେ ମଇଦାନକୁ ଓହ୍ଲାଇଛନ୍ତି। ଏକାମ୍ର କଲେଜରେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀ ସିଂ ବିଜେଡିରେ ବିଭିନ୍ନ ପଦପଦବିରେ ଥିଲେ। ଗତ…
ଅଧିକ ଖବର ଦେଖନ୍ତୁ...