ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଡରାଇଲାଣି ନିର୍ବାଚନୀ ହିଂସା: ପୁଲିସ ପାଇଁ ବିରାଟ ଆହ୍ବାନ

ଭୁବନେଶ୍ବର: କେତେବେଳେ ପ୍ରଚାରରେ ସମର୍ଥକ ବା ଶୋଭାଯାତ୍ରା ମୁହାଁମୁହିଁ ଓ ଠେଲାପେଲା ତ କେତେବେଳେ ଖଣ୍ଡା ଭୁଜାଲିରେ ଆକ୍ରମଣ ପ୍ରତିଆକ୍ରମଣ। ପୁଣି କେତେବେଳେ ରାଜନୈତିକ ଶତ୍ରୁତାକୁ ନେଇ ବୋମାମାଡ଼। ମତଦାନ ପୂର୍ବରୁ ରାଜଧାନୀର ନିର୍ବାଚନୀ ହିଂସା ଏମିତି ବଢ଼ି ଯାଉଛି ଯେ ଲୋକଙ୍କ ମନରେ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ପୁଣି ଧୁଆ ଯାଉଛି ବସ୍‌

ଖଣ୍ଡଗିରି: ବରମୁଣ୍ଡା ବସ୍‌ଷ୍ଟାଣ୍ଡ (ବିଏସ୍‌ଏବିଟି)ରେ କୋଟି କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଲା। ହେଲେ କେତେକ ମୌଳିକ ସମସ୍ୟା ସମାଧାନ ହେଲା ନାହିଁ। ଯାହା ଫଳରେ ଅଶାନ୍ତି ଲାଗି ରହିଛି। ଏହାକୁ ପରିଚାଳନା କରୁଥିବା ବିଡିଏ ମୌଳିକ ସମସ୍ୟା ସୁଧାରିବା‌…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ: ହେମାମାଳିନୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ। ଭୁବନେଶ୍ବର ବିମାନବନ୍ଦର ବାହାରେ ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟର ୨୫…
ଅଧିକ ଖବର ଦେଖନ୍ତୁ...

ଏକାମ୍ରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’: ଓଡ଼ିଶାରେ ବହୁମତ ଆଡ଼କୁ ବଢ଼ୁଛି ବିଜେପି: ନଡ୍ଡା

ଭୁବନେଶ୍ୱର: ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ରୋଡ୍‌ ସୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସକାଳ ପ୍ରାୟ ସାଢ଼େ ୯ଟାରେ ମାଉସୀ ମା’ ଛକ ବାରିକ ସାହିରୁ ଆରମ୍ଭ ହୋଇଥିଲା ରୋଡ୍‌ ସୋ’। ହଜାର ହଜାର ବିଜେପି କର୍ମୀ ପ୍ରଥମେ ‌ଶ୍ରୀ ନଡ୍ଡାଙ୍କୁ ଭବ୍ୟ ସ୍ବାଗତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ କ୍ୟାବିନେଟ୍‌ରେ ପାରିତ ହେବ ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି: ଅଶୋକ

ଧଉଳି: ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ପରେ ପ୍ରଥମ କ୍ୟାବିନେଟ୍‌ରେ ହିଁ ବିଜେଡି ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି ପୂରଣ ହେବ। ୯୦ ପ୍ରତିଶତ ପରିବାରକୁ ମାଗଣା ବିଜୁଳି ସହ ସମସ୍ତଙ୍କୁ ବିଏସ୍‌କେୱାଇରେ ସାମିଲ କରାଯିବ। ଏହା ସହ ୬୦ ବର୍ଷ ପରେ ମିସନ୍ ଶକ୍ତି…
ଅଧିକ ଖବର ଦେଖନ୍ତୁ...

ରସୁଲଗଡ଼ ଓ ବମିଖାଲ ଗାଁରେ ଜଗନ୍ନାଥଙ୍କ ପ୍ରଚାର

ଭୁବନେଶ୍ବର: ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ରୋଡ୍‌ ସୋ’ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବମିଖାଲ ଓ ରସୁଲଗଡ଼ ଗାଁରେ ଘର ଘର ବୁଲି ଭୋଟ୍ ମାଗିଛନ୍ତି। ଜଗନ୍ନା‌ଥ ନିଜର…
ଅଧିକ ଖବର ଦେଖନ୍ତୁ...

ଏବେବି ବହୁ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ: ବଜ୍ରପାତ ଭୟରେ ଭକ୍ତ ଓ ପୂଜକ

ପୁରୁଣା ଭୁବନେଶ୍ୱର: କିଛିଦିନ ତଳେ ରାଜଧାନୀରେ ହୋଇଥିବା କାଳବୈଶାଖୀରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହୋଇଥିଲା। ଚଳିତ ଗ୍ରୀଷ୍ମଋତୁରେ ଆଗକୁ ଏପରି ସ୍ଥିତି ଆହୁରି ଏକାଧିକ ଥର ହେବା ନିଶ୍ଚୟ। ଯେତେଥର ଏହି ଅଞ୍ଚଳରେ ବଜ୍ରପାତ ହୁଏ, ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଉପଯୁକ୍ତ ମାନ୍ୟତା ଅପେକ୍ଷାରେ ପୁରୁଣା ଭୁବନେଶ୍ବର କୋରାଖଇ

ଭୁବନେଶ୍ବର: ଭୁବନେଶ୍ବର ବିଭିନ୍ନ ପରିଚୟ ମଧ୍ୟରୁ ପ୍ରମୁଖ ପରିଚୟ ହେଉଛି କୋରାଖଇ। ଏହା ପ୍ରାୟ ୩୦୦ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଏ। ଏହା ଶ୍ରୀଲିଙ୍ଗରାଜଙ୍କ ଏକ ଭୋଗ ଭାବେ ପରିଚିତ। କୋରାଖଇ ପ୍ରସାଦ ସେବନ ବିନା ଏକାମ୍ର କ୍ଷେତ୍ର ଦର୍ଶନର ମାନେ କିଛି ନଥାଏ ବୋଲି ଆଜିବି ବିଶ୍ବାସ…
ଅଧିକ ଖବର ଦେଖନ୍ତୁ...

ଦୂର ହେବ ଅଧା ରାଜଧାନୀର ପାନୀୟ ଜଳ ସମସ୍ୟା: ପାହାଡ଼ରେ ପଡ଼ିଲା ପ୍ରକଳ୍ପର ମୂଳଦୁଆ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ମନ୍ଦିର ସଂଲଗ୍ନ ହନୁମାନ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନେଇ ଚାଲିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ିଛି। ୧୦ ଏକର ଜମି ନୁହେଁ, ବରଂ ପାହାଡ଼ର ସାଢ଼େ ୩ ଏକର ଜମିରେ ପାନୀୟ ଜଳ ପ୍ରକଳ୍ପ କରିବାକୁ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ଅନୁମତି ପରେ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିଆରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ: ମୃତ୍ୟୁକୁ ନେଇ ନାନା ଆଲୋଚନା

ବାଲିଅନ୍ତା ବଜାର: ଗତକାଲି ସନ୍ଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିବା ନାବାଳକଙ୍କ ମୃତଦେହ ଆଜି ଗାଡ଼ିଆରୁ ମିଳିବା ପରେ ସ୍ତବ୍ଧ ହୋଇଯାଇଥିଲା ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର କଣ୍ଟିବରାହି ଗାଁ। ମୃତ ନାବାଳକ ହେଲେ ଦେବେନ୍ଦ୍ର ନାଥ ମହାପାତ୍ରଙ୍କ ପୁଅ ଦିବ୍ୟ ପ୍ରସାଦ(୧୫)। ସେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...