ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ମୁଖ୍ୟମନ୍ତ୍ରୀ ଜୟଦେବବାସୀଙ୍କ ଭଲ ଚିନ୍ତା କରୁଛନ୍ତି: ପାଣ୍ଡିଆନ

ବାଲିପାଟଣା/ବାଲିଅନ୍ତା: ଜୟଦେବବାସୀ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲପାଇ ଆସିଛନ୍ତି। ସେହିପରି ନବୀନ ପଟ୍ଟନାୟକଙ୍କ ହୃତ୍‌ସ୍ପନ୍ଦନରେ ମଧ୍ୟ ଜୟଦେବ ଲୋକେ ଦୀର୍ଘ ୨୫ ବର୍ଷ ଧରି ରହି ଆସିଛନ୍ତି। ସେଥିପାଇଁ ଜୟଦେବବାସୀ ସବୁବେଳେ ଭଲରେ ରହିବା ପାଇଁ ସେ ଚିନ୍ତାକରି ଆସିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି: ଅପରାଜିତା

ଭୁବନେଶ୍ୱର: ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି। ଜଣେ ତାମିଲ ଭାଷାରେ ଓଡ଼ିଆ କହୁଥିବା ବ୍ୟକ୍ତି ପୂରା ସରକାର ଚଲାଉଛନ୍ତି। ତାଙ୍କୁ ପ୍ରତ୍ୟାଖାନ କରିବାର ଅଛି। ଏବେ ଓଡ଼ିଶାର ଅସ୍ମିତା ଓ ଓଡ଼ିଆଙ୍କ ଆତ୍ମସମ୍ମାନକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ରେ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜଙ୍କ ଓ କପିଳେଶ୍ବରଙ୍କ ସମ୍ପର୍କ କଟୁଛି: ଲିଙ୍ଗରାଜଙ୍କ ବରଯାତ୍ରୀରେ ଆସୁନାହାନ୍ତି କପିଳେଶ୍ବର

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଅନ୍ୟତମ ଆରାଧ୍ୟ ଦେବତା ପ୍ରଭୁ କପିଳେଶ୍ବରଙ୍କ ସହ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସମ୍ପର୍କ କାହିଁ କେଉଁ ବର୍ଷରୁ ଯୋଡ଼ି ହୋଇ ରହିଛି। କିନ୍ତୁ କିଛି ବର୍ଷ ହେବ ପ୍ରଭୁ ଲିଙ୍ଗରାଜଙ୍କ ସହ କପିଳେଶ୍ବରଙ୍କ ସମ୍ପର୍କ ବିଗିଡ଼ିବାରେ ଲାଗିଛି। କେବଳ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସଂଗ୍ରହାଳୟରେ ଖୋଲିଲା ସେଲଫି ଜୋନ୍‌

ଭୁବନେଶ୍ବର: ଆଜି ଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ତେବେ ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ଚଳିତ ବର୍ଷ ରାଜ୍ୟ ସଂଗ୍ରହାଳୟରେ କୌଣସି କାର୍ଯ୍ୟକ୍ରମ କରାଯାଇନାହିଁ। କିନ୍ତୁ ପିଲାମାନଙ୍କୁ ଆକ‌ର୍ଷିତ କରିବା ପାଇଁ ସଂଗ୍ରହାଳୟ ଭିତରେ ଏକ ସୁସଜ୍ଜିତ ସେଲ୍‌ଫି ଜୋନ୍‌ ଖୋଲାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆମ୍ବ ପଚାଇବାରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ମାରାତ୍ମକ ରୋଗ ଆଣୁଛି ମିଠା ଜହର

ଜଟଣୀ: ବଜାରରେ ବର୍ତ୍ତମାନ ବିଭିନ୍ନ କିସମର ଆମ୍ବ ବହୁଳ ମାତ୍ରାରେ ବିକ୍ରି ଚାଲିଛି। ସମ୍ପ୍ରତି ଆମ୍ବ ସିଜିନ୍ ଚାଲୁଥିବାରୁ ଦର ଯେତେ ଅଧିକ ହେଲେ ମଧ୍ୟ ଗ୍ରାହକ କିଣୁଛନ୍ତି। ବଜାରରୁ ଫେରିଲା ବେଳେ ବ୍ୟାଗ୍‌ରେ ପ୍ରାୟତଃ ଆମ୍ବ ରହୁଛି। ଅଣାଯାଇଥିବା ଏହି ସୁଆଦିଆ ଆମ୍ବ ଶରୀର ପାଇଁ କେତେ ଯେ…
ଅଧିକ ଖବର ଦେଖନ୍ତୁ...

କଳାକାରଙ୍କ ପ୍ରତି ସମ୍ବେଦନାହୀନ ବିଏମ୍‌ସି

ଖଣ୍ଡଗିରି: ୨୦୧୮ ମସିହାରେ ଭତ୍ତାପାଇଁ ବିଏମ୍‌ସି ମାଧ୍ୟମରେ କଳାକାରମାନେ ଆବେଦନ କରିଥିଲେ। ୬ ବର୍ଷ ପରେ, ଅର୍ଥାତ୍‌ ୨୦୨୪ରେ ବିଏମ୍‌ସି ସେମାନଙ୍କ ଆବେଦନକୁ ବିଚାରକୁ ନେଲା। ଅଡିସନ୍ କରି ଯୋଗ୍ୟ କଳାକାର ବି ବ‌ାଛିଲା। ଠିକ୍‌ ଏତିକି ବେଳେ ସରକାର କଳାକାର ଭତ୍ତା ବଢ଼ାଇଲେ। ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ୩୦ ଫ୍ଲାଟୁନ ଫୋର୍ସ: ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ହେଲା କାର୍‌କେଡ୍‌…

ଭୁବନେଶ୍ବର: ପୁଣି ଏକ ହାଇଭୋଲ୍‌ଟେଜ୍‌ ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆସନ୍ତାକାଲି ରବିବାରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚୁଛନ୍ତି। ତେଣୁ ‘ବ୍ଲୁ ବୁକ୍‌’ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗସ୍ତ ସମୟରେ ସେ କଟକରେ ଏକ…
ଅଧିକ ଖବର ଦେଖନ୍ତୁ...

ଭୂତଳ ବଜାରର ଶୋଚନୀୟ ସ୍ଥିତି

ଭୁବନେଶ୍ୱର: ୨୦୦ ଟଙ୍କାରେ ଶାଢ଼ୀ, ତାହା ପୁଣି ଆକର୍ଷଣୀୟ ଡିଜାଇନ ଓ ଭିନ୍ନ ଭିନ୍ନ ରଙ୍ଗରେ। କେବଳ ସେତିକି ନୁହେଁ, ୧୫୦ରୁ ଆରମ୍ଭ କରି ୧୦ ହଜାର ଟଙ୍କା ମଧ୍ୟରେ ବିଭିନ୍ନ ଡିଜାଇନର୍‌ ବ୍ଲାଉଜ, କୁର୍ତ୍ତି, ଗହଣା ଆଦିର ଗଦାଗଦା ସମ୍ଭାର ଦେଖିବାକୁ ମିଳେ ମାର୍କେଟ ବିଲ୍‌ଡିଂର ଭୂତଳ ବଜାରରେ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ଜବତ ହେଲାଣି ୨୫୫କୋଟିର ସାମଗ୍ରୀ: ନଗଦ୧୭କୋଟି ଟଙ୍କା, ୩୬କୋଟିର ମଦ ଧରାହେଲାଣି

ଭୁବନେଶ୍ବର: ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନଠାରୁ ଓଡ଼ିଶାରେ ଚଢ଼ଉ ଜୋରଦାର୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫୫କୋଟି ମୂଲ୍ୟର ସାମଗ୍ରୀ ଜବତ ହେଲାଣି। ଏଥିରେ ୧୭କୋଟି ୧୮ଲକ୍ଷ ଟଙ୍କା ନଗଦ ଟଙ୍କା ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ସଂଗ୍ରହାଳୟ ଦିବସ: ରାଜ୍ୟ ସଂଗ୍ରହାଳୟରେ ଆଉ ଆଠ ଗ୍ୟାଲେରି

ଭୁବନେଶ୍ବର: ସଂଗ୍ରହାଳୟ ଗୌରବମୟ ଇତିହାସର ମୂକସାକ୍ଷୀ। ଗୋଟିଏ ଅସ୍ମିତାର ପରିଚୟ ଓ ସଭ୍ୟତା, ଜାତି ଓ ସଂସ୍କୃତିର acଦର୍ପଣ। ଅତୀତ ସହ ଯୋଡ଼ିବାର ଏକ ସହଜ ମାଧ୍ୟମ। ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି,…
ଅଧିକ ଖବର ଦେଖନ୍ତୁ...