ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଦୃଷ୍ଟିପାତ: ‘ଲାଡ଼େନ’ ଓ ବିଧାୟକ

ପୃଥିବୀର ସମସ୍ତେ ଲାଡ଼େନ ବୋଲି ଯାହାକୁ ବୁଝନ୍ତି, ଆସାମରେ ତାହାକୁ ବୁଝନ୍ତି ନାହିଁ। ଆସାମବାସୀଙ୍କ ଲାଗି ଲାଡ଼େନ ହେଉଛି ଏକ ମତ୍ତ ଜଙ୍ଗଲୀ ଦନ୍ତା ହାତୀ ଯିଏ ଗୋଲପଡ଼ା ଜିଲ୍ଲାରେ ପାଞ୍ଚ ଜଣ ଗ୍ରାମବାସୀଙ୍କୁ ମାରି ଗଲା କେଇ ଦିନ ଧରି ଆତଙ୍କରାଜ ଚଳାଇଥିବା ସତ୍ତ୍ବେ ତାକୁ ଧରିବା ଲାଗି ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ସ୍ୱଭାବ ସୁଲଭ ଜୀବନ

ଏ ସୃଷ୍ଟିରେ କେବଳ ମନୁଷ୍ୟକୁ ଛାଡିଦେଲେ ଆଉ କୌଣସି ପ୍ରାଣୀର ଜୀବନରେ ବା ତା ସମାଜରେ ଏତେ ବ୍ୟବସ୍ଥା ଓ ନିୟମ-କାନୁନ ନାହିଁ। ତଥାପି ମଣିଷ ଯେତେ ଭୁଲ କରେ, ସେତେ ଆଉ କୌଣସି ପ୍ରାଣୀ କରନ୍ତି ନାହିଁ। ମନୁଷ୍ୟକୁ ଛାଡ଼ି ଦେଲେ ଏ ସୃଷ୍ଟିର ପ୍ରାୟ ସବୁ ଜଡ଼ ଓ ଜୀବ ଗୋଟିଏ ନିୟମକୁ ମାନନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଘଙ୍କ ମାରାଥନ ଚାଲି

ଆମେ ଯେତେବେଳେ ବ୍ୟ‌ାଘ୍ର ପ୍ରକଳ୍ପ ଓ ବ୍ୟାଘ୍ର ସଂରକ୍ଷଣ ବାବଦରେ ଚିନ୍ତା, ଆଲୋଚନା ଓ କାର୍ଯ୍ୟକ୍ରମ ଆଦି କରୁଛେଁ, ଆମ ଅଲକ୍ଷ୍ୟରେ ଦୁଇଟି ଜଙ୍ଗଲୀ ମହାବଳ ବାଘ ଇତିମଧ୍ୟରେ ଜାତୀୟ ରେକର୍ଡ ସ୍ଥାପନ କରିସାରିଲେଣି। ଦୁଇଟି ଯାକ ହେଉଛନ୍ତି ତରୁଣ ପୁରୁଷ ବାଘ ଏବଂ ସେମାନଙ୍କ ଭିତରୁ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଟାଗୋର ଓ ଅପରିଚିତ

ବିଶ୍ବକବି ରବୀନ୍ଦ୍ର ନାଥ ଟାଗୋର ନୋବେଲ ପୁରସ୍କାର ଜିଣି ଫେରିଥାଆନ୍ତି। ସାରା ଭାରତ ତାଙ୍କୁ ସମ୍ମାନ ଦେଖାଉଥାଏ। କିନ୍ତୁ ତାଙ୍କ ଘର ପାଖପାଖି ରହୁଥିବା ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥାଆନ୍ତି। କାରଣ ରବୀନ୍ଦ୍ର ନାଥଙ୍କୁ ଦେଖିବା ମାତ୍ରକେ ସେ ପଚାରୁଥାଆନ୍ତି-…
ଅଧିକ ଖବର ଦେଖନ୍ତୁ...

ଭର୍ତ୍ତୃହରିଙ୍କ ନୀତି, ଶୃଙ୍ଗାର ଓ ବୈରାଗ୍ୟ

ଅନେକ ବର୍ଷ ପୂର୍ବେ ଉଜ୍ଜୟିନୀରେ ଭର୍ତ୍ତୃହରି ନାମରେ ଜଣେ ପ୍ରସିଦ୍ଧ ରାଜା ଥିଲେ। ବିଳାସବ୍ୟସନ, ସୁରା ଓ ସୁନ୍ଦର ରମଣୀମାନଙ୍କ ଗହଣରେ ଅଧିକା˚ଶ ସମୟ ବିତାଉଥିବା ରାଜା ଭର୍ତ୍ତୃହରି ‘‘ଅନଙ୍ଗ ସେନା’’ ନାମ୍ନୀ ଜଣେ ରାଣୀଙ୍କୁ ଅନ୍ୟ ସମସ୍ତଙ୍କ ଠାରୁ ଅଧିକ ଭଲ ପାଉଥିଲେ। ତେଣୁ, ଏଇ ରାଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ପତନ ଯୋଗ

ମୁଲ୍ଲା ନସିରୁଦ୍ଦିନ ଗୋଟିଏ ଅତି ବିରଳ ଗଣନା ବିଦ୍ୟା ଆୟତ୍ତ କରି ଘରକୁ ଫେରିଲେ। ଏହା ଦ୍ବାରା ସେ ଭବିଷ୍ୟତ ବିଷୟରେ ନିର୍ଭୁଲ କହିପାରୁଥିଲେ। ଗାଁରେ ପ୍ରଥମ ଦିନ ଘରୁ ବାହାରକୁ ବାହାରିବା ବେଳେ ସେ ନିଜ ବିଷୟରେ ଗଣନା କରି ଜାଣିଲେ ଯେ ରାସ୍ତାରେ ପଡ଼ିଯିବାର ଯୋଗ ରହିଛି। ସତକୁ ସତ ବାଟରେ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ୱପ୍ନ

‘ବିଶ୍ବକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା କରିବା ଲାଗି ମୁଁ ନିଜେ ଆଜି ଠାରୁ ପ୍ଲାଷ୍ଟିକ ବର୍ଜନ କରିବି। ମୋର ଦୈନନ୍ଦିନ ଜୀବନରେ ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ସ୍ଥାନ ନାହିଁ।’ ଏମିତି ଏକ ଶପଥ ଦେଶର ପ୍ରତ୍ୟେକ ବ୍ୟକ୍ତି ନେଲେ ହିଁ ଦେଶ ପ୍ଲାଷ୍ଟିକ୍‌ ମୁକ୍ତ ହୋଇପାରିବ। ନ ହେଲେ,…
ଅଧିକ ଖବର ଦେଖନ୍ତୁ...

ସ୍ନେହର ଡୋରି

ଗୋଟିଏ ସର୍କସରେ କୁକୁରଟିଏ ଖେଳ ଦେଖାଉଥାଏ। ସେ ଖାଇପିଇ ବେଶ୍‌ ମୋଟାସୋଟା ହୋଇଥାଏ। କିନ୍ତୁ ତା ମନ ସରସ ନ ଥାଏ। କାରଣ ସର୍କସର ରି˚ ମାଷ୍ଟର ଥାଏ ବହୁତ କଡ଼ା ସ୍ବଭାବର। ଖେଳ ଦେଖାଇବାରେ ଭୁଲ କଲେ ରି˚ ମାଷ୍ଟରର ମାଡ଼ ପଡ଼ୁଥାଏ। ତା ଛଡ଼ା ରି˚ ମାଷ୍ଟର ତାକୁ ବାରମ୍ବାର ମାଡ଼ ମାରିବାର ଭୟ…
ଅଧିକ ଖବର ଦେଖନ୍ତୁ...

କୁପୋଷଣ ପାଇଁ ବିଧାନସଭାରେ ଦିନଟିଏ

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ଦ୍ବିତୀୟ ଅଧିବେଶନ। ସଇଁତିରିଶ ଦିନର ଏହି ସମୟ ମଧୢରେ ପ୍ରାୟ ୩୦ଟି କାର୍ଯ୍ୟ ଦିବସ ରହିବ। ଏଥିରେ ସରକାରଙ୍କ ତରଫରୁ ୨୦୧୯-୨୦ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ଓ ପାରିତ କରିବା ଏକ ପ୍ରମୁଖ କାର୍ଯ୍ୟ ହେବ। ତା ଛଡ଼ା ଆହୁରି ଅନେକ…
ଅଧିକ ଖବର ଦେଖନ୍ତୁ...

ପର୍ବତାରୋହୀ ଡାକ୍ତର

ହିମାଳୟ ଆରୋହଣ ବେଳେ ଦୁର୍ଘଟଣା ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ଗଲା ଦୁଇ ବର୍ଷ ଭିତରେ ଅନେକ ପର୍ବତାରୋହୀ ପ୍ରାଣ ହରାଇଥିବାରୁ କିଛି ପ୍ରମୁଖ ପର୍ବତାରୋହଣକାରୀ ସଂସ୍ଥା ଏଣିକି ପର୍ବତାରୋହୀ ଦଳ ସହିତ ଡାକ୍ତରଙ୍କୁ ପଠାଇବାର ଯୋଜନା କରୁଛନ୍ତି। ଏ ପର୍ଯ୍ୟନ୍ତ ରହିଥିବା…
ଅଧିକ ଖବର ଦେଖନ୍ତୁ...