ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଭୟ ଆସେ କେଉଁଠୁ?

ଜେନ୍‌ ଗୁରୁ ନେନେଙ୍କୁ କେହି ଜଣେ ପଚାରିଲେ- ମୁଁ ବିଭିନ୍ନ ପ୍ରକାର ଭୟ ଦ୍ବାରା ଆକ୍ରାନ୍ତ ହେଉଛି କାହିଁକି? ଭୟ ଆସେ କେଉଁଠୁ? ନେନେ କହିଲେ- ବହୁ ଦିନ ତଳେ ଏ ଆଶ୍ରମରେ ରହୁଥିଲେ ଜଣେ ବିଦ୍ବାନ। ତାଙ୍କର ସ˚ପତ୍ତି ବୋଇଲେ ଥିଲା କେବଳ କିଛି ଅତି ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ…
ଅଧିକ ଖବର ଦେଖନ୍ତୁ...

ନିଶର ଦମ୍‌

ଉତ୍ତରପ୍ରଦେଶରେ ‘ପ୍ରଭିନସିଆଲ ଆର୍ମଡ଼ କନ୍‌ଷ୍ଟେବ୍‌ଲେରି’ (ପି.ଏ.ସି) ନାମରେ ଏକ ସଶସ୍ତ୍ର ପୁଲିସ ବାହିନୀ ଅଛି। ଯେଉଁଠି ଓ ଯେତେବେଳେ ଆଇନ ଶୃଙ୍ଖଳାରେ ବିଭ୍ରାଟ ଗୁରୁତର ହୁଏ, ସେମାନଙ୍କୁ ଲୋଡ଼ା ଯାଏ। ବିଶୃଙ୍ଖଳ ଲୋକମାନଙ୍କ ମନରେ ପ୍ରାରମ୍ଭିକ ଭୀତି ସଞ୍ଚାର କରିବା ଲାଗି କର୍ତ୍ତୃପକ୍ଷ…
ଅଧିକ ଖବର ଦେଖନ୍ତୁ...

ରେଳବାଇର ସୌଜନ୍ୟ

ଭରତୀୟ ରେଳବାଇର ୧୫୦ ବର୍ଷର ଇତିହାସରେ ଯାହା କେବେ ଘଟି ନ ଥିଲା, ତାହା ଘଟିଛି। ପ୍ରଥମ ଥର ଲାଗି ରେଳ ଚଳାଚଳରେ ବିଳମ୍ବ ଲାଗି ଯାତ୍ରୀମାନଙ୍କୁ କ୍ଷତିପୂରଣ ଦିଆଯାଇଛି। ଗଲା ଶନିବାର ଦିନ ଦିଲ୍ଲୀ ସହ ଲ‌େକ୍ଷ୍ନୗକୁ ଯୋଡୁଥିବା ‘ତେଜସ୍‌’ ଏକ୍‌ସପ୍ରେସର ଯାତ୍ରୀମାନେ ଉଭୟ ପଟରୁ ପ୍ରାୟ ଦୁଇ…
ଅଧିକ ଖବର ଦେଖନ୍ତୁ...

ଗ୍ଳାନି ଓ ଅନୁତାପ

ଥରେ ଜେନ୍‌ ଗୁରୁ ନେନେଙ୍କର ଜଣେ ବନ୍ଧୁ କହିଲେ- ଗତ କାଲି, ମୁଁ ମାତ୍ରାଧିକ ଭାବେ ରାଗି ଗଲି। ତା ପରେ ବହୁତ ଅନୁତାପ କଲି। ଭାବୁଛି ଆଉ ରାଗିବି ନାହିଁ। ନେନେ କହିଲେ- ଅନୁତାପ କଲା ପରେ କେମିତି ଲାଗିଲା? ବନ୍ଧୁ କହିଲେ- ବହୁତ ଶାନ୍ତି ଲାଗିଲା। ମୁଁ କେବେ ଏମିତି ରାଗେ ନାହିଁ। ହଠାତ୍…
ଅଧିକ ଖବର ଦେଖନ୍ତୁ...

ସବୁଜ ସ˚ଗ୍ରାମର ଅନ୍ତରାଳେ

ଆମର ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟା ଅଛି, ସେଥିପାଇଁ ଆମେ ବ୍ୟଥିତ। କିନ୍ତୁ ସମଗ୍ର ବିଶ୍ବର ସମସ୍ୟା, ଆମର ବ୍ୟକ୍ତିଗତ ସମସ୍ୟା ବୋଲି ଆମେ ଭାବି ପାରୁନେ। କହିବା ନିଷ୍ପ୍ରୟୋଜନ ବର୍ତ୍ତମାନ ବିଶ୍ବତାପନ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ବାୟୁ, ଜଳ, ମୃତ୍ତିକା ପ୍ରଦୂଷଣ, ଖାଦ୍ୟରେ…
ଅଧିକ ଖବର ଦେଖନ୍ତୁ...

ବୋଉର ଫଟୋ

ଛବି ବି କଥା କହେ ବୋଲି ଠାଏ ପଢିଥିଲେ ହେଁ ସେ ନେଇ ଖୁବ୍‌ ବେଶୀ ଭାବି ନଥିଲି। ବର˚ ପ୍ରାକୃତିକ ଦୃଶ୍ୟ ସମ୍ବଳିତ କ୍ୟାଲେଣ୍ତର ପୃଷ୍ଠା, ହରରଙ୍ଗୀ ଚିତ୍ର ଭରା ନୋଟ ଖାତା, ପତ୍ରପତ୍ରିକାଦିର ମଲାଟକୁ କଥାଟି ସହ ଯୋଡି ଏଇଆ ଭାବିଥିଲି ଯେ ସୁନ୍ଦର ଛବିମାନେ ସତରେ ମନ ମୋହିଥାନ୍ତି। ଫଟୋ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ଓ ଖାସି ମା˚ସ ଭୋଜି

ଗୁଜରାଟରେ ମଦ ନିଷେଧ। କିନ୍ତୁ ସଚରାଚର ଯାହା ଦେଖାଯାଏ, ତାହା ହୋଇଛି। ଗୁଜରାଟରେ ମଦ ପର୍ଯ୍ୟାପ୍ତ ମିଳୁଛି, କିନ୍ତୁ ଚୋରାରେ। ତେଣୁ ମଦ୍ୟପମାନେ ବି ଉତ୍ପାତ କରୁଛନ୍ତି। ଏଭଳି ସ୍ଥଳେ ଗୁଜରାଟର ବନଶକଣ୍ଟା ଜିଲ୍ଲାର ଖତିସିତାରା ନାମକ ଏକ ଆଦିବାସୀ ଗାଁରେ ଏକ ଅଭିନବ ଦଣ୍ତର ବ୍ୟବସ୍ଥା କରାଯାଇ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପ୍ରଶ୍ନ, ଭିନ୍ନ ଉତ୍ତର

ଜଣେ ଭକ୍ତ ମନରେ ଟିକିଏ ସନ୍ଦେହ ଆସିଲା। ସେ ଭାବିଲା- ସତରେ ଈଶ୍ବର ଅଛନ୍ତି ତ? ଯଦି ନ ଥିବେ ତେବେ ମୋର ଏତେ ପୂଜା ପ୍ରାର୍ଥନା ଆଦି ବୃଥା ହୋଇଯିବ। ତେଣୁ ସେ ବୁଦ୍ଧତ୍ବ ପାଇଥିବା ଗୌତମଙ୍କ ପାଖକୁ ଯାଇ ପଚାରିଲା- ମହାତ୍ମା, ମୁଁ ଜଣେ ଆସ୍ତିକ। କିନ୍ତୁ ମୋ ମନରେ ହଠାତ୍‌ ସନ୍ଦେହ ଆସିଲା ଯେ…
ଅଧିକ ଖବର ଦେଖନ୍ତୁ...

‘ହଣ୍ତା ମୋ’ ଯାଉଛି ଫାଟି’

ଅପପ୍ରଚାର ଓ ମିଥ୍ୟା ଗଳ୍ପ ସ˚ଯୋଜନା ମୂଳରୁ ଧର୍ମର ମହତ୍ତ୍ବ କ୍ଷୁଣ୍ଣ କରି ଆସିଛି ଏବ˚ ଧର୍ମକୁ ବର୍ତ୍ତମାନ ଧର୍ମଛଡ଼ାମାନଙ୍କର କୌତୁକ ଖେଳନାରେ ପରିଣତ କରିଛି। ସବୁଠୁ ବିପଜ୍ଜନକ କଥା ହେଲା ନୂତନ ପିଢ଼ି ଏହି କୌତୁକ ତର୍କ ଦ୍ବାରା ପ୍ରଭାବିତ ହୋଇ କ୍ରମେ ଧର୍ମ ଓ ଆଧୢାତ୍ମରୁ ଦୂରବର୍ତ୍ତୀ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଚିହ୍ନିବାର ଉପାୟ

ଜଣେ ବ୍ୟକ୍ତି ଜଣେ ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି? ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖିବାକୁ ଚେଷ୍ଟା କର। ସେଇ ବ୍ୟକ୍ତି କହିଲେ- ମୁଁ ତେବେ ସେଭଳି କରି ମୋର ଗୋଟିଏ ବଡ଼ ବଦ୍‌ ଗୁଣ ବାବଦରେ କହୁଛି। ଆପଣ ବିଚାର କରନ୍ତୁ ମୁଁ…
ଅଧିକ ଖବର ଦେଖନ୍ତୁ...