ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

‘କିଷାନ ମୁକ୍ତି ମାର୍ଚ୍ଚ’ରେ ବିରୋଧୀ ପୁଣି ଦେଖାଇଲେ ଏକତା; ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ମୋଦି ସରକାରର କଲେ କଟୁ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଥିବା ‘କିଷାନ ମୁକ୍ତି ମାର୍ଚ୍ଚ’ରେ ପୁଣି ଥରେ ବିରୋଧୀ ଦଳମାନଙ୍କର ଏକତା ଦେଖିବାକୁ ମିଳିଛି। ଦେଶର ଅଣ-ବିଜେପି ବିରୋଧୀ ଦଳଗୁଡ଼ିକ ଆଜି ପୁଣିଥରେ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇ ମୋଦି ସରକାରର କଟୁ ସମାଲୋଚନା କରିବା ସହ ଚାଷୀମାନଙ୍କର ସମସ୍ୟା…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ସୁରକ୍ଷା ନେଇ ଡିସେମ୍ବର ୧୦ରେ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୧୦ ତାରିଖରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳାକୃତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଶୁକ୍ରବାର ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ଼ ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରେ କଂଗ୍ରେସର ମଙ୍ଗ ଧରିବେ ମହମ୍ମଦ ଆଝାରୁଦ୍ଦିନ୍‌: ପିସିସି କାର୍ଯ୍ୟକାରୀସଭାପତି ନିଯୁକ୍ତ

ନୂଆଦିଲ୍ଲୀ: କ୍ରିକେଟରରୁ ନେତା ବନିଥିବା ମହମ୍ମଦ ଆଝାରୁଦ୍ଦିନ୍‌ ତେଲେଙ୍ଗାନାରେ କଂଗ୍ରେସର ମଙ୍ଗ ସମ୍ଭାଳିବେ। ଶୁକ୍ରବାର କଂଗ୍ରେସ ପକ୍ଷରୁ ତାଙ୍କୁ ତେଲଙ୍ଗାନ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନଭେମ୍ବର ୩୦…
ଅଧିକ ଖବର ଦେଖନ୍ତୁ...

ଦଳ ଛାଡ଼ିବା ପରେ ବିଜୟ, ଦିଲ୍ଲୀପଙ୍କୁ ବିଜେପିର ସମାଲୋଚନା : ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡିଛନ୍ତି

ଭୁବନେଶ୍ୱର: ଦଳ ଛାଡ଼ିବା ପରେ ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ କଡ଼ା ସମାଲୋଚନା କରିଛି ବିଜେପି। ବିଜେପି ଉପସଭାପତି ସମୀର ମହାନ୍ତି ଉଭୟଙ୍କର ଅନ୍ୟମାନଙ୍କ ସହିତ ମିଶି କାମ କରିବାର ଅଭ୍ୟାସ ନ ଥିବାରୁ ସେମାନେ ନିଜକୁ ଦଳର ମିଳିତ ନେତୃତ୍ୱ ସହିତ ସାଲିସ କରି…
ଅଧିକ ଖବର ଦେଖନ୍ତୁ...

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଇସ୍ତଫା ପତ୍ରରେ ଏହି ସବୁ କଥା ଲେଖିଛନ୍ତି ବିଜୟ ମହାପାତ୍ର

ଭୁବନେଶ୍ବର : ବିଜେପିରୁ  ଆଜି ଦୁଇ ତୁଙ୍ଗ ନେତା ଇସ୍ତଫା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମିଳିତ ଇସ୍ତଫା ପତ୍ର ପଠାଇଛନ୍ତି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ପାଇଁ ଏହା ଏକ  ସୁଖବର ନୁହେଁ।  ଇସ୍ତଫା…
ଅଧିକ ଖବର ଦେଖନ୍ତୁ...

ବିଜେପିରୁ ଇସ୍ତଫା ଦେଲେ ବିଜୟ ମହାପାତ୍ର, ୧୫ ଦିନ ପରେ ନିଜର ରାଜନୈତିକ ଭବିଷ୍ୟତ ସମ୍ପର୍କରେ ଜଣାଇବେ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ବିଜେପି ଠାରୁ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଦୀଘ’ ଦିନ ଧରି ବିଜେପି ଦଳରେ କୋଣଠେସା ହୋଇ ରହିଥିବା ବିଜେପି ମହାପାତ୍ର ନିଜର ଇସ୍ତଫା ପତ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଥିିବା ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ହନୁମାନ ଥିଲେ ଆଦିବାସୀ, ଦଳିତ ନୁହନ୍ତି: ଏସ୍‌ସିଏସ୍‌ଟି ମୁଖ୍ୟ

ଲକ୍ଷ୍ନୌ: ପ୍ରଭୁ ହନୁମାନ ଜଣେ ଦଳିତ କହି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିବାଦର ସୂତ୍ରପାତ କରିବାର ଦୁଇ ଦିନ ପରେ ନେସ୍‌ନାଲ୍‌ କମିସନ୍‌ ଫର୍‌ ସିଡ୍ୟୁଲ୍‌ଡ୍‌ ଟ୍ରାଇବ୍‌ସ୍‌ର ଅଧ୍ୟକ୍ଷ ତାହାକୁ ଜେତି ଦେଇ କହି ଛନ୍ତି କି, ଆଦିବାସୀଙ୍କ ମଧ୍ୟରେ ହନୁମାନ ହେଉ ଛନ୍ତି ଗୋଟାଏ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ, ଦଳ ଛାଡ଼ିବାକୁ ଘୋଷଣା

ଭୁବନେଶ୍ୱର: ଆଜି ବିଜେପି ନେତା ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ରାୟ ନିଜ ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ଙ୍କ ନିକଟକୁ ପଠାଇ ଦେଇଥିବା ଜଣାଯାଇଛି।ସେହିପରି ଖୁବ୍‌ ଶୀଘ୍ର ସେ ବିଜେପି ଦଳ ତ୍ୟାଗ କରିବା ମଧ୍ୟ ଘୋଷଣା କରିଛନ୍ତି। ସେ ୨୦୧୯…
ଅଧିକ ଖବର ଦେଖନ୍ତୁ...

ଆଜି ବିଜେପି ଛାଡ଼ିବେ ବିଜୟ, ଦିଲ୍ଲୀପ

ଭୁବନେଶ୍ବର : ଦୁଇ ଦିନ ତଳେ ବିଜେପିରେ ଯୋଗ ଦେଇଥିଲେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ। ଏହାକୁ ନେଇ ଚର୍ଚ୍ଚା ଥମିନାହିଁ। ବିଜେପିର ଦୁଇ ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଉଭୟ ବିେଜପି ସହିତ ସବୁ ସମ୍ପର୍କ ଛିନ୍ନ…
ଅଧିକ ଖବର ଦେଖନ୍ତୁ...

କ˚ଗ୍ରେସରେ ଯୋଗଦେଲେ ବିଜେଡି ଓ ଆପ୍‌ର ଶତାଧିକ କର୍ମୀ

ଭୁବନେଶ୍ବର : ଆଜି ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟ ପରିସରରେ ୨ଟି ପର୍ଯ୍ୟାୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତା ଓ ଶତାଧିକ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଥିବା ବେଳେ ଅପରାହ୍ଣରେ ବି‌େଜଡିର ବହୁସଂଖ୍ୟକ କର୍ମୀ ଯୋଗ…
ଅଧିକ ଖବର ଦେଖନ୍ତୁ...