ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କଂଗ୍ରେସକୁ ଫେରିବେ ଆର୍ଯ୍ୟକୁମାର, କାର୍ତିକେଶ୍ୱର, ହଳଧର

ଭୁବନେଶ୍ୱର : ଆସନ୍ତାକାଲି କଂଗ୍ରେସ ଭବନରେ ମିଶ୍ରଣ ପର୍ବ ହେଉଥିବାର ସୂଚନା ମିଳିଛି। ପିସିସି ପକ୍ଷରୁ କୁହାଯାଇଛି ଯେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ ପ୍ରମୁଖଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସାଲେପୁର ବିଧାୟକଙ୍କ ଇସ୍ତଫା

କଟକ : କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ରକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବା ଏବଂ ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ପରାଜୟର ସାମ୍ନା କଲାପରେ ମନେପଡ଼ିଲେ ଆଡ଼ଭାନୀ ଓ ଯୋଶୀ; ଶରଣ ପଶିଲେ ମୋଦି ଓ ଶାହା

ନୂଆଦିଲ୍ଲୀ: ସଦ୍ୟସମାପ୍ତ ଉପ- ନିର୍ବାଚନଗୁଡ଼ିକରେ ଭାରତୀୟ ଜନତା ପାର୍ଟିି (ବିଜେପି)ର ଶୋଚନୀୟ ବିପର୍ଯ୍ୟୟ ଓ ସମସ୍ତ କଳ, ବଳ ଓ କୌଶଳ ପ୍ରୟୋଗ ସତ୍ତ୍ୱେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନ ପାରିବା ଘଟଣା ଏବେ ଦଳୀୟ ବଡ଼ପଣ୍ଡାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ଖାଲି ଏତିକି ନୁହେଁ; ସେଥିରେ…
ଅଧିକ ଖବର ଦେଖନ୍ତୁ...

ସମର୍ଥନ ପାଇଁ ରତନ ଟାଟା, ଲତା ଓ ମାଧୁରୀଙ୍କୁ ଭେଟିବେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ମୁମ୍ବାଇରେ ‘ସମ୍ପର୍କ ଫର୍‌ ସମର୍ଥନ’ ଅଭିଯାନରେ ଶିଳ୍ପପତି ରତନ ଟାଟା, ବଲିଉଡ଼ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଭାରତ ରତ୍ନ ଗାୟିକା ଲତା ମଙ୍ଗେସକରଙ୍କୁ ଭେଟିବେ। ସ୍ୱତନ୍ତ୍ର ସାକ୍ଷାତକାରେ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିଚାର ବିଭାଗୀୟ ତଦନ୍ତ : ସମାଲୋଚନା କଲେ କଂଗ୍ରେସ, ବିଜେପି

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ଆଜି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ଆରୋପ, ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ସରକାରଙ୍କ ଏହି ଘୋଷଣାକୁ ବିରୋଧୀ କଂଗ୍ରେସ ଓ ବିଜେପି ସମାଲୋଚନା କରିଛନ୍ତି। ତେବେ ବିଚାର ବିଭାଗୀୟ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ସାଂସଦଙ୍କୁ ବିରୋଧ ପରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କିଶନନଗର : କଟକ ସଦର ବିଜେଡିରେ ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଛି। ଗତକାଲି ୪୨ମୌଜାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନୀୟ ବିଧାୟକ ତଥା କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ତଥାକଥିତ ସମର୍ଥକ ବିରୋଧ କରିଥିଲେ। ଆଜି ଏହାର ପ୍ରତିବାଦରେ ସାଂସଦଙ୍କ ସମର୍ଥକ କୁହାଯାଉଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଫେରିବେ କାର୍ତିକେଶ୍ୱର ପାତ୍ର

ବାଲେଶ୍ୱର : ବାଲେଶ୍ୱରରୁ ପୂର୍ବତନ ସାଂସଦ ଡ.କାର୍ତ୍ତିକେଶ୍ୱର ପାତ୍ର ତାଙ୍କର ସମର୍ଥକଙ୍କ ସହ କଂଗ୍ରେସରେ ପୁନର୍ବାର ଯୋଗ ଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଆସନ୍ତା ୬ ତାରିଖରେ ପିସିସି ପକ୍ଷରୁ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ୁନି: ଅନୁପ ସାଏ

ସମ୍ବଲପୁର : ବିଜେଡି ଛାଡ଼ି କଂଗ୍ରେସକୁ ଫେରିବା ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରକାଶିତ ଖବରକୁୁ ଭିତ୍ତିହୀନ ବୋଲି କହିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ରାଜ୍ୟ ଉଠାଜଳସେଚନ ନିଗମର ପୂର୍ବତନ ଅଧ୍ୟକ୍ଷ ଅନୁପ ସାଏ। ଏନେଇ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ…
ଅଧିକ ଖବର ଦେଖନ୍ତୁ...

୨୦୧୯ ନିର୍ବାଚନ ପାଇଁ ସମର୍ଥନ ଓ ଆଶୀର୍ବାଦ ଭିକ୍ଷା କରି ଯୋଗଗୁର ବାବା ରାମଦେବଙ୍କ ଶରଣ ପଶିଲେ ବିଜେପିର ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ପ୍ରଥମେ କର୍ଣ୍ଣାଟକରେ ଶାସନ କ୍ଷମତା ହାତେଇ ନପାରିବା ଓ ପରେ ପରେ ଅନୁଷ୍ଠିତ ଉପ-ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାମାନଙ୍କ ଆଖିରୁ ନିଦ ହଜାଇ ଦେଇଛି। ବିଶେଷ କରି ୨୦୫୦ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ଦଳୀୟ ନେତା ଓ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର! ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ପ୍ରସଙ୍ଗରେ କଂଗ୍ରେସ ଭୂତ ଭୋଟର ଅଭିଯୋଗ ଆଣିଛି। କଂଗ୍ରେସ ମଧ୍ୟପ୍ରଦେଶର ଭୋଟର ତାଲିକାରେ ତ୍ରୁଟି ଥିବା ଅଭିଯୋଗ ଆଣିଛି। ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର ଥିବା ଦାବି କରିଛି କଂଗ୍ରେସ। କଂଗ୍ରେସ ଏହି…
ଅଧିକ ଖବର ଦେଖନ୍ତୁ...