ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଗୁଜରାଟ ନିର୍ବାଚନ ଫଳାଫଳ ଏହି ଚାରି ନେତାଙ୍କୁ କ’ଣ ଦେଲା ଓ କ’ଣ ଦେଲା ନାହିଁ !

ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ଲାଗି ଉତ୍ସାହ ଓ ଆନନ୍ଦ ଆଣିଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଲାଗି ଆଣିଛି ମିଶ୍ରିତ ଫଳାଫଳ। ହିମାଚଳ ପ୍ରଦେଶ କଂଗ୍ରେସ ହାତରୁ ଖସିଯାଇଥିବା ବେଳେ ଗୁଜରାଟରେ ଦଳକୁ ମିଳିଛି ଉତ୍ସାହଜନକ ବଢ଼ୌତି। ଗୁଜରାଟ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

‘ଛତୁ କେକ୍‌’ ଖୁଆଇ ଗୁଜରାଟ ବିଜୟ ଅଭିଯାନ ପାଳୁଛନ୍ତି ଦିଲ୍ଲୀ ‘ବିଜେପି’ ମୁଖପାତ୍ର

ନୂଆଦିଲ୍ଲୀ: ଗୁଜରାଟରେ ବିଜେପିର ବିଜୟ ଅଭିଯାନ ଆଗେଇ ଚାଲିଥିବାବେଳେ ଦଳର ଦିଲ୍ଲୀ ଶାଖା ମୁଖପାତ୍ର ତାଜିନ୍ଦର ସିଂହ ବାଗ୍‌ଗା କଂଗ୍ରେସ ନେତା ଅଲପେଶ୍ ଠାକୁରଙ୍କୁ ଉପହାସ କରି ବିଜୟ ଉତ୍ସବ ପାଳନ ଆରମ୍ଭ କରିଛନ୍ତି। ଗୁଜରାଟରେ ଦଳର ବିଜୟରେ ଆତ୍ମହରା ହୋଇ ତାଜିନ୍ଦର ‘ଛତୁ କେକ୍‌’ କାଟି…
ଅଧିକ ଖବର ଦେଖନ୍ତୁ...

ଆଜି ହିମାଚଳ-ଗୁଜରାଟ ନିର୍ବାଚନ ଫଳ : ନଜର ଗୁଜରାଟ ଉପରେ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ସାମନାକୁ ଆସିବ। ଯଦିଓ ବିଭିନ୍ନ ବୁଥ୍‌ବାହୁଡ଼ା ସର୍ବେକ୍ଷଣରୁ ଉଭୟ ରାଜ୍ୟର ଶାସନ ବିଜେପି ହାତକୁ ଯିବ ବୋଲି ଭବିଷ୍ୟବାଣୀ କରାଯାଇଛି, ତେବେ ବାସ୍ତବତା ପଦାକୁ ନଆସିବା ଯାଏ ନା ବିଜେପି ନା କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ବିଜେପି ଟାର୍ଗେଟ୍‌ରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି

ଭୁବନେଶ୍ୱର : ଗଞ୍ଜାମ ପରେ ଏବେ ବିଜେପି ଟାର୍ଗେଟ୍‌ରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସ୍‌ପି। ଏହି ଦୁଇ ଅଧିକାରୀ ଏବେ ବିଜେଡିର ଦଳୀୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବୋଲି ବିଜେପି ଆରୋପ ଲଗାଇଛି। ବିଜେପିର ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଜିଲ୍ଲାପାଳଙ୍କ ଦୁର୍ବବ୍ୟହାର ନେଇ ବିଜେପି…
ଅଧିକ ଖବର ଦେଖନ୍ତୁ...

ତୁରିୟଲ୍‌ ନଦୀବନ୍ଧ ଉଦ୍‌ଘାଟନ, ବିଭିନ୍ନ ପ୍ରକଳ୍ପର ଘୋଷଣା

ନୂଆଦିଲ୍ଲୀ: ୨୦୧୮ ମିଜୋରାମ ଏବଂ ମେଘାଳୟ ବିଧାନସଭା ନିର୍ବାଚନକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେଠାରୁ ସେଠାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଆଜି ପ୍ରଥମ ଥର ଲାଗି ମିଜୋରାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଅଧ୍ୟକ୍ଷ ଭାବେ ନିଜର ପ୍ରଥମ ଅଭିଭାଷଣରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ୍‌

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରଥମ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ୍‌ ଗାନ୍ଧି। ଶନିବାର କଂଗ୍ରେସ୍‌ ଅଧ୍ୟକ୍ଷା ତଥା ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ଠାରୁ ଦାୟିତ୍ୱ ନେବା ପରେ ଦଳର ବରିଷ୍ଠ ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଡବଲ ଝଟକା: ନିର୍ବାଚନ ଆୟୋଗ ପରେ ସୁପ୍ରିମକୋର୍ଟରେ ବି ନିରାଶ

ନୂଆଦିଲ୍ଲୀ: କଂଗ୍ରେସ ଦଳକୁ ଡବଲ ଝଟକା ଲାଗିଛି । ଇଭିଏମ୍‌ ଟ୍ୟାମ୍ପରିଂ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କଠାରୁ ନିରାଶ ହେବା ପରେ ସୁପ୍ରିମ କୋର୍ଟରୁ ମଧ୍ୟ ଖାଲି ହାତରେ ଫେରିଛି ଦଳ । ଗୁୁଜୁରାଟ ନିର୍ବାଚନରେ ବ୍ୟବହୃତ ଇଭିଏମଗୁଡିକ ଟ୍ୟାମ୍ପରିଂ ହୋଇଥିବା କଂଗ୍ରେସ ଦଳ ନିର୍ବାଚନ ଆୟୋଗରେ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଅଭିଯୋଗକୁ ପର୍ଶୁରାମଙ୍କ ଖଣ୍ଡନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ଥାନା ସମ୍ମୁଖରେ ଗତ ୧୨ ତାରିଖ ଦିନ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ କୁହାଯାଇଥିଲେ ଯେ ଏଠାକାର ଚାଷୀ ମକା ବିକ୍ରି କରିଥିଲେ ମଧ୍ୟ ଟଙ୍କା ମିଳିନାହିଁ। ଏଥିପାଇଁ ବିଜେଡି ପକ୍ଷରୁ ପୂର୍ବତନ ସାଂସଦ ପର୍ଶୁରାମ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ ପୁଣି ବିଜେପି

ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ନୂଆଦିଲ୍ଲୀ : ଯାହା ଜଣାପଡ଼ୁଛି ମୋଦି ଯାଦୁ ଏବେ ବି କାମ କରୁଛି। ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ଯୋଗୁଁ ବିଜେପି ଯେଉଁ ସଫଳତା ହାସଲ କରିଥିଲା ତାହା ୨୦୧୭ ଶେଷ ଭାଗରେ ମଧ୍ୟ ଜାରି ରହିଛି। ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ମତଦାନ ପରେ ରୋଡ୍‌ ସୋ’ କଲେ ପ୍ରଧାନମନ୍ତ୍ରୀ ମୋଦି; କଂଗ୍ରେସ ଆଣିଲା ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦର ଗୋଟିଏ ବୁଥ୍‌ରେ ଯେଉଁପରି ଢ଼ଙ୍ଗରେ ମତଦାନ କଲେ ଏବଂ ମତଦାନ କରି ସାରିବା ପରି ଯେପରି ଭାବେ ନିଜର ଭୋଟକାଳି ଲଗା ଆଙ୍ଗୁଠିକୁ ପ୍ରଦର୍ଶନ କରି ରୋଡ୍‌ ସୋ’ କଲେ; ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି…
ଅଧିକ ଖବର ଦେଖନ୍ତୁ...