ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ନିର୍ବାଚନୀ ବଣ୍ଡ୍‌: ଏବେ ଜଣାପଡ଼ିବ କିଏ କାହାକୁ କେତେ ଦେଇଛନ୍ତି

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଗୁରୁବାର ନିର୍ବାଚନ କମିସନଙ୍କ ନିକଟରେ ୟୁନିକ୍ ନମ୍ବର ସମେତ ନିର୍ବାଚନୀ ବଣ୍ଡ୍‌ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ନିର୍ବାଚନ କମିସନ ଏହି ନୂଆ ତଥ୍ୟକୁ ନିଜ ୱେବ୍‌ସାଇଟ୍‌ରେ ଆଜି ଉପଲବ୍ଧ…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ‌େନଇ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି। ଦାୟିତ୍ୱରେ ଥାଇ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ପ୍ରଥମ ମୁଖ୍ୟମନ୍ତ୍ରୀ। ଗିରଫ ସତ୍ତ୍ୱେ କେଜ୍ରିୱାଲ ଜେଲ୍‌ରୁ ଶାସନ ଜାରି ରଖିବେ…
ଅଧିକ ଖବର ଦେଖନ୍ତୁ...

ପୁରୀରୁ ନିର୍ବାଚନ ବିଗୁଲ୍ ଫୁଙ୍କିଲା ବିଜେଡି: ମହାପ୍ରଭୁଙ୍କୁ ଏକାଠି ଦର୍ଶନ କରି ମଇଦାନକୁ ଓହ୍ଲାଇଲେ

ପୁରୀ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଥମିନି। ସେପଟେ ବିଜେଡି ନିର୍ବାଚନ କସରତ ଆରମ୍ଭ କରିସାରିଲାଣି। ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ରାଜନୈତିକ ମହଲରେ ଚର୍ଚ୍ଚାର ଚର୍ଚ୍ଚାର ବିଷୟ ହୋଇଛି। ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

୯ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି

ଚେନ୍ନାଇ: ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୯ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ କୋଏମ୍ବାଟୁର ଆସନରୁ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଚେନ୍ନାଇ (ଦକ୍ଷିଣ)ରୁ, କେନ୍ଦ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଚାର୍ଜଫ୍ରେମ୍: ୨୦୧୧ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମାମଲା

କଟକ: ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଦାୟିତ୍ବ ସଂପାଦନରେ ବାଧା ଅଭିଯୋଗ ମାମଲାରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ଜେଏମ୍‌ଏଫସି ଅଦାଲତରେ ଚାର୍ଜଫ୍ରେମ ହୋଇଛି। ସାଂସଦ ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲାର ବିଚାର କରୁଥିବା ଜେଏମ୍‌ଏଫସି ଦୀପଙ୍କର ବଳଙ୍କ ଅଦାଲତରେ…
ଅଧିକ ଖବର ଦେଖନ୍ତୁ...

ଭକ୍ତ ଦାସ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ: ବିଜୟ ପଟ୍ଟନାୟକ ନିର୍ବାଚନ ସମନ୍ବୟ କମିଟି ଅଧ୍ୟକ୍ଷ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ସମସ୍ତଙ୍କୁ ଚମକାଇଦେବା ଭଳି ଗୋଟିଏ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା: ମନମୋହନ ସାମଲ

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା ଆସିବ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଫେରିଲା ପରେ ଗୁରୁବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ସଂପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ।…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ସମ୍ମାନୀତ କଲା ବିଜେପି

ଲକ୍ଷ୍ନୌ: ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ବିଜେପି ସାଂସଦ ମଞ୍ଚରେ ସମ୍ମାନୀତ କରିଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଜେଲ୍ ଯାଇ ଜାମିନ୍ ରେ ଆସିଥିବା ସଞ୍ଜୟ ସରୋଜଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୀବନ୍ତ ହେବେ ବହୁ ସ୍ବର୍ଗତଃ ନେତା, ଲୋକସଭା ନିର୍ବାଚନରେ କରିବେ ପ୍ରଚାର

ନୂଆଦିଲ୍ଲୀ: କିଛି ଦିନ ପରେ ଦେଶର ୧୮ ତମ ଲୋକସଭା ପାଇଁ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର୍ ପ୍ରଚାର କରାଯାଉଛି। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କେତେକ ସ୍ବର୍ଗତଃ ନେତାଙ୍କୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର, ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କଲେ ବିଜେଡି ସଭାପତି

ଭୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦିନ ନବୀନ ନିବାସରେ ପ୍ରଥମେ ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି। ବ୍ରହ୍ମପୁର ଲୋକସଭା କ୍ଷେତ୍ର ନେଇ ବିଜେଡିର ସମୀକ୍ଷା ଶେଷ ହେବାପରେ ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ନିଜର…
ଅଧିକ ଖବର ଦେଖନ୍ତୁ...